June 26, 2025

Odia Express

Here, There and Everywhere

R ନାମ ଆରମ୍ଭ ଲୋକେ କିପରି ଅଟନ୍ତି ଜାଣିଲେ ହଇରାଣ ହୋଇଯିବେ – ନିଶ୍ଚୟ ଜାଣିରଖନ୍ତୁ

1 min read

ଯେଉଁ ବ୍ୟକ୍ତି ବିଶେଷଙ୍କର ନାମ R ଅକ୍ଷରରୁ ଆରମ୍ଭ , ସେମାନେ ବିଶେଷ କରି ନିମ୍ନ ଲିଖିତ କଥା ଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ଅଥବା ଜୀବନ ରେ ବହୁତ କିଛି ଚିନ୍ତା ର ସମ୍ମୁଖୀନ ହୋଇ ପାରନ୍ତି। ଏହି ଚିନ୍ତାର କାରଣ କୌଣସି ବାହାର ଲୋକ ହୋଇ ନ ପାରନ୍ତି। ଏହା ନିଜର ତଥା ନିଜ ଦ୍ବାରା କର ଯାଇଥିବା କାର୍ଯ୍ୟର କିମ୍ବା ନିଜ କାର୍ଯ୍ୟର ପରିଣାମ ହୋଇଥାଇପାରେ।ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା ସନ୍ତୁଳନ କଣ । ଯଦି ଜଣେ ଲୋକ ବହୁତ ଧନ ସମ୍ପତ୍ତିର ଅଧିକାରୀ ହୋଇଥାଏ, ସେ ନିଜର ସବୁ ପ୍ରକାର ର ସୁବିଧା ଏବଂ ଆବଶ୍ୟକତା ପୂରଣ କରିତଥା, ତଥାପି ତା ଜୀବନ ରେ ସନ୍ତୁଳନ ରହି ନଥାଏ। କାରଣ ତାଙ୍କର କଥାବାର୍ତ୍ତା ଠିକ୍ ନଥାଏ। ସେମାନେ ଠିକ୍ ଭାବରେ କଥାବାର୍ତ୍ତା କରନ୍ତି ନାହିଁ। ସେମାନେ ଦେଇଥିବା ପ୍ରତିଶ୍ରୁତି ରଖି ପାରନ୍ତି ନାହିଁ। ଯଦି ଆପଣ ଦେଇଥିବା କଥା କୁ ରଖି ପାରିବେ ନାହିଁ, ତେବେ ଆପଣ କାହାକୁ କଥା ଦେବା ମଧ୍ୟ ଉଚିତ୍ ନୁହେଁ। ବେଳେବେଳେ ଏହି ଦେଇଥିବା କଥା ବିଭିନ୍ନ ପ୍ରକାରର ଅସୁବିଧା ଠିଆ କରିପାରେ।

ଯଦି ଆପଣ ଏହି ଭଳି ନିଜ ପ୍ରତିଶ୍ରୁତି ରଖି ନ ପାରିବେ, ତେବେ ଆପଣ ନିଜ ଜୀବନରୁ ବହୁତ ଭଲ ମଣିଷଙ୍କୁ ହରାଇବାର ସମ୍ମୁଖୀନ ହୋଇ ପାରନ୍ତି। ଏଥିପାଇଁ ମିଛ ପ୍ରତିଶ୍ରୁତି ଦେବା ଉଚିତ୍ ନୁହେଁ। ନିଜର କାମକୁ ସଫଳ କରିବା ପାଇଁ କିମ୍ବା ନିଜ ସୃତି ପାଇଁ ଯଦି ଆପଣ କାହାକୁ ପ୍ରତିଶ୍ରୁତି ଦେଉଛନ୍ତି, ତେବେ ଏହା ବନ୍ଦ କରନ୍ତୁ। କାରଣ ଏହା କେତେକ ମଣିଷଙ୍କ ହୃଦୟକୁ ଶକ୍ତ ଆଘାତ ଦେଇପାରେ।

ଯଦି ଆପଣ ବ୍ୟାପାର କରୁଛନ୍ତି, ତେବେ ଏହିଭଳି କାର୍ଯ୍ୟ କରିବା ବହତ୍ ଖରାପ। ଏହି କାର୍ଯ୍ୟ ଆପଣଙ୍କର ବ୍ୟାପାର ଉପରେ ପ୍ରଭାବ ପକାଇ ପରେ ।ଯଦି ଆପଣ ଏହି ଭଳି କାର୍ଯ୍ୟ କରି ନ କରିବେ, ତେବେ ଏହା ଆପଣଙ୍କ ବ୍ୟାପାରକୁ ବହୁତ ଉପରକୁ ନେଇଯାଇପାରେ।

ପ୍ରକାର ବିଚାର କରିଥାନ୍ତି। ସେ ସବୁ ସମୟ ରେ ନିଜର ହାନି ତଥା ବିଗତ କଥା ଗୁଡ଼ିକ ଉପରେ ବିଚାର କରିଥାନ୍ତି। ବେଳେବେଳେ ଏହି କଥା ଗୁଡ଼ିକ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ। ଏଣୁ ଅଧିକ ଚିନ୍ତା କରିବା ବନ୍ଦ କରିବା ଉଚିତ। ଆପଣ ନିଜ ସନ୍ତୁଳନ ବଜାୟ ରଖନ୍ତୁ କିନ୍ତୁ ମିଥ୍ୟା ପ୍ରତିଶୃତି କାହାକୁ ମଧ୍ୟ ଦିଅନ୍ତୁ ନାହିଁ।

ଏହି ବ୍ୟକ୍ତି ବିଶେଷ ମାନେ ବହୁତ ବୁଦ୍ଧିମାନ ଏବଂ ସଚ୍ଚୋଟ ଅଟନ୍ତି। ସେମାନେ ସବୁବେଳେ ଭଲ ଜିନିଷ ତଥା ଭଲ କପଡା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି। ଯଦି ଆପଣ ଆପଣ ଅଧିକ ଟଙ୍କା ରୋଜଗାର କରୁଛନ୍ତି, ତେବେ ଦମି କପଡା ତଥା ଜିନିଷ ବ୍ୟବହାର କରିଲେ କୌଣସି ଫରକ ପଡିବ ନାହିଁ। ଯଦି ଆପଣଙ୍କ ପାଖରେ ଟଙ୍କା ର ଅଭାବ ଅଛି , ତେବେ ଆପଣ ନିଜ ରୋଜଗାର ଉପଯୋଗୀ କପଡା ପରିଧାନ କରିବା ଉଚିତ। ଏହି ବ୍ୟକ୍ତି ମାନଙ୍କର ସବୁଠାରୁ ବଡ଼ କମଯୋରି ଏହା କି, ସେମାନେ ଛୋଟ ଛୋଟ କଥା ରେ ଝଗଡ଼ା ଲାଗି ଯାଆନ୍ତି। ସେମାନେ ଭାବନ୍ତି ଯେ, ସେ ଯେଉଁ କଥା କୁହନ୍ତି ତାହା ହିଁ ଠିକ୍ ଅଟେ ଏବଂ ଅନ୍ୟ ଜଣ ଙ୍କ କଥା ରେ କୌଣସି ମୂଲ୍ୟ ନାହିଁ।ଏହାଛଡା ସେମାନେ ନିଜ କଥାକୁ ସାବ୍ୟସ୍ତ କରିବାକୁ ଯାଇ କିଛି ବି କରିବ ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ ।ଏହା ବହୁତ ଖରାପ ଅଭ୍ୟାସ। ଏହାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *