June 26, 2025

Odia Express

Here, There and Everywhere

ଜୀବନରେ କେବେ ଅଲଗା ହୋଇନଥାନ୍ତି ଏହି ୫ ନାମର ଦମ୍ପତି – ଦେଖନ୍ତୁ କେଉଁ ନାମ ର ଯୋଡି ସବୁଠୁ ଭଲ ଯୋଡି ହେଇଥାଏ..

1 min read

ଜୀବନରେ କେବେ ଅଲଗା ହୋଇନଥାନ୍ତି ଏହି ୫ ନାମର ଦମ୍ପତି।କୁହାଯାଇଛି ଜୀବନରେ ପ୍ରେମ ଯେତିକି ସୁନ୍ଦର ପ୍ରେମର ସମ୍ପର୍କକୁ ଠିକସେ ନିଭାଇବା ସେତିକି ହିଁ କଷ୍ଟ।ପ୍ରେମର ସମ୍ପର୍କ ତ ଅନେକ ପ୍ରକାରର ଅଛି କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ଜୀବନସାଥୀ।ସେ ପୁଅ ହେଉବା ଝିଅ ସମସ୍ତେ ଚାହିଁଥାନ୍ତି ତାଙ୍କର ଜୀବନ ସାଥି ଏପରି ହେଇଥାଏ ଯିଏକି ସବୁ ପରିସ୍ଥିତିରେ ଜୀବନର ସବୁ ସମୟରେ ଆପଣଙ୍କ ସାଥିରେ ରହିବ।ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚଟି ଯୋଡି ନାମ କହିବୁ ଯେଉଁମାନେ ଜୀବନରେ କୌଣସି ପରିସ୍ଥିତିରେ କେବେବି ଅଲଗା ହୋଇନଥାନ୍ତି।ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଯୋଡି ଅଟନ୍ତି ସେମାନେ।

୧-A ଓ S ନାମର ଯୋଡି-A ଓ S ନାମର ଯୋଡି କୁହାଯାଇଛି ଏହି ଯୋଡି ସ୍ୱର୍ଗରୁ ତିଆରି ହୋଇଆସିଛି।ଏହା ଏକ ଏପରି ଜଫି ଯାହା ଏହା କହିବା ଭୁଲ ହେବନାହିଁ ହିଁ ଏହି ଯୋଡି ଅତୁଟ ଯୋଡି ମଧ୍ୟରୁ ଗୋଟିଏ ଅଟେ।ଏମାନଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଓ ନିସ୍ୱାର୍ଥପର ପ୍ରେମ ଭରିରହିଥାଏ ।ଯାହା ଏମାନଙ୍କ ସମ୍ପର୍କକୁ ଆହୁରି ମଝବୁତ କରିଥାଏ।ଯାହା ପାଇଁ ଏହି ଯୋଡି ସାରାଜୀବନ ଏକା ସାଥିରେ ରାଗିଥାନ୍ତି।

୨-P ଓ R ନାମର ଯୋଡି-ଓ R ନାମର ଯୋଡି ବହୁତ ଭାଗ୍ୟଶାଳୀ ଯୋଡି ବୋଲି କୁହାଯାଇଥାଏ।ଏହି ଦୁଇ ନାମର ଯୋଡି ପରସ୍ପର ଉପରର ଆଖି ବନ୍ଦ କରି ମଧ୍ୟ ବିଶ୍ୱାସ କରିପାରିବେ।ଏହି ବିଶ୍ୱାସ ଓ ଭଲ ପାଇବା କାରଣରୁ ସମୟ ସହିତ ଏମାନଙ୍କ ସମ୍ପର୍କ ଆହୁରି ମଝବୁତ ହୋଇଥାଏ।ଯାହା କାରଣରୁ ଏମାନେ କେବେ ଅଲଗା ହୋଇନଥାନ୍ତି।

୩-K ଓ T ନାମର ଯୋଡି-ଜ୍ୟୋତିଷ ଶାସ୍ତ୍ରରେ K ଓ T ନାମର ଯୋଡିକୁ ମଧ୍ୟ ବହୁତ ଭାଗ୍ୟଶାଳୀ ମାନାଯାଇଛି।ଏମାନଙ୍କ ସମ୍ପର୍କ ବହୁତ ଭଲ ଏଥିପାଇଁ ରହିଥାଏ କାରଣ ଏମାନେ ପରସ୍ପର ପ୍ରତି ଯତ୍ନବାନ ଅଟନ୍ତି।ଦୁହେଁ ଦୁହିଁଙ୍କୁ ପ୍ରତି କାମରେ ସାହାଯ୍ୟ କରିଥାନ୍ତି।କୁହାଯାଇଛି ଯଦି ଜଣେ କମଜୋର ହୋଇଯାଏ ଅନ୍ୟ ଜଣେ ତାକୁ ସମ୍ଭାଳି ନେଇଥାଏ ଏହି କାରଣରୁ ଏହି ଯୋଡି ମଧ୍ୟ ସର୍ବଦା ଏକାସାଥିରେ ରହିଥାନ୍ତି।

୪-B ଓ M ନାମ ଵାଲା ଯୋଡି- କୁହାଯାଇଥାଏ କି B ଓ M ନାମ ଵାଲା ଯୋଡି ମଧ୍ୟ ବହୁତ କାସ ଅଟେ।ଏହି ଯୋଡି ପରସ୍ପରକୁ ବହୁତ ଭଲ ପାଇଥାନ୍ତି।ଏମାନେ କେବେବି ନିଜ ପାର୍ଟନରକୁ ଧୋକା ଦେବାକଥା ଭାବିନଥାନ୍ତି।ଓ ଏମାନଙ୍କ ଭିତରେ ଏହି ଭଲ ପାଇବା ତାଙ୍କ ସମ୍ପର୍କକୁ ଆହୁରି ମଝବୁତ କରିଥାଏ।ଏହା ଦ୍ଵାରା ଏମାନଙ୍କ ଯୋଡି ମଧ୍ୟ କେବେ ଭାଙ୍ଗିନଥାଏ।

୫-H ଓ J ନାମର ଯୋଡି- କୁହାଯାଇଛି କି H ଓ J ନାମର ଯୋଡି ମଧ୍ୟରେ ମଧ୍ୟ ଅତୁଟ ପ୍ରେମ ଦେଖିବାକୁ ମିଳିଥାଏ।ଏମାନଙ୍କ ମଧ୍ୟରେ ଏପରି ସୁନ୍ଦର ବୁଝାମଣା ରହିଥାଏ ଯାହା ଏମାନଙ୍କ ସମ୍ପର୍କରେ ଦେଖାଯାଇଥାଏ।ଏମାନେ ବହୁତ ସୁନ୍ଦର ଭାବରେ ନିଜର କତ୍ତବ୍ୟ ପାଳନ କରିଥାନ୍ତି।ଏହା ପାଇଁ ଏହି ଯୋଡିକୁ ଆଦର୍ଶ ଯୋଡି ମଧ୍ୟ କୁହାଯାଇଥାଏ।ଏମାନଙ୍କ ସମ୍ପର୍କ କେବେ ଭାଙ୍ଗେ ନାହିଁ।

Leave a Reply

Your email address will not be published. Required fields are marked *