June 22, 2025

Odia Express

Here, There and Everywhere

ଓଡ଼ିଶା ବିଷୟରେ ନୂଆ ଓଡ଼ିଆ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ? ଜଣା ଥିଲେ ଉତ୍ତର ଦିୟନ୍ତୁ ଓ ସଠିକ ଉତ୍ତର ଦେଖନ୍ତୁ…

1 min read

ଆଜି କାଲି ସମସ୍ତେ ପାଠ ଉପରେ କେବଳ ଧ୍ୟାନ ଦେଉଛନ୍ତି।କିନ୍ତୁ ଜାଣି ରଖିବା ଉଚିତ କି ସମସ୍ତ ପରୀକ୍ଷାରେ ଆଜିକାଲି ସାଧାରଣଜ୍ଞାନକୁ ଅଧୁକ ଗୁରୁତ୍ୱ ଦିଆ ଯାଉଛି।ଯଦି ଏଥିପାଇଁ ଆପଣ ଆଗରୁ ପ୍ରସ୍ତୁତ ହୋଇ ନଥିବେ ଆଗକୁ ଆପଣ ହଇରାଣ ହୋଇପାରନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସିଛି କିଛି ଓଡ଼ିଆ ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର ଆପଣ ଦେଖନ୍ତୁ କଣ ଏହାର ଉତ୍ତର ଆପଣ ଆଗରୁ ଜାଣିଥିଲେ ନା ନାହିଁ।ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ପ୍ରଶ୍ନ ଓ ଉତ୍ତର।

ପ୍ରଶ୍ନ ନମ୍ବର୧-ଓଡ଼ିଶାର ପ୍ରଥମ ଚଳଚିତ୍ରର ନାମ କଣ?

କ-ସଂଗ୍ରା ଖ -ଶେଷ ଶ୍ରାବଣ ଗ-ସୀତା ବିବାହ ଘ-ମମତା

ସଠିକ ଉତ୍ତର-ସୀତା ବିବାହ

ପ୍ରଶ୍ନ ନମ୍ବର ୨-ଓଡ଼ିଶାର ପ୍ରଥମ ବେତାର କେନ୍ଦ୍ରର ନାମ କଣ?

କ-ବାଲେଶ୍ଵର ଖ-ସମ୍ବଲପୁର ଗ-ବ୍ରହ୍ମପୁର ଘ-କଟକ

ସଠିକ ଉତ୍ତର-କଟକ

ପ୍ରଶ୍ନ ନମ୍ବର୩-ଓଡ଼ିଶାର ପ୍ରଥମ ମହିଳା ଆଇପିଏସ କିଏ?

କ-ରୁପା ମିଶ୍ର ଖ-ସୌମ୍ୟା ମିଶ୍ର ଗ-ସଂଯୁକ୍ତା ପାଣିଗ୍ରାହୀ ଘ-କୁନ୍ତଳା କୁମାରୀ ସାବତ

ସଠିକ ଉତ୍ତର-ସୌମ୍ୟା ମିଶ୍ର

ପ୍ରଶ୍ନ ନମ୍ବର୪-ଓଡ଼ିଶାର ପ୍ରଥମ ମହିଳା ପାଇଲଟ କିଏ?

କ-ବସନ୍ତ ମଞ୍ଜିରି ଦେବୀ ଖ-ସଂଯୁକ୍ତା ପଟନାୟକ ଗ-ଗିରିବାଳା ମହାନ୍ତି ଘ-ଗୀତାଞ୍ଜଳି ପଣ୍ଡା

ସଠିକ ଉତ୍ତର-ଗିରିବାଳା ମହାନ୍ତି

ପ୍ରଶ୍ନ ନମ୍ବର୫-ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?

କ-ଜର୍ଜ ଟୋନ ସେଣ୍ଡଭୋଗ ଖ-ସାର ଯାନ ଅ ଅଷ୍ଟିନ ହବାକ ଗ-ଏସ ଅସଫ ଅଲି ଘ-ହୁଆ ଥୁଇ ଲୁଇସ

ସଠିକ ଉତ୍ତର–ସାର ଯାନ ଅ ଅଷ୍ଟିନ ହବାକ

ପ୍ରଶ୍ନ ନମ୍ବର୬- ଓଡ଼ିଶାର ଓକିଲ କିଏ?

କ-ହରେକୃଷ୍ଣ ମହତାବ ଖ-ରାଧାନାଥ ରାୟ ଗ-ପ୍ରାଣକୃଷ୍ଣ ପରିଜା ଘ-ମଧୁସୁଦନ ଦାସ

ସଠିକ ଉତ୍ତର-ମଧୁସୁଦନ ଦାସ

ପ୍ରଶ୍ନ ନମ୍ବର୭-ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ?

କ-ବିଜୁ ପଟନାୟକ ଖ-ହରେକୃଷ୍ଣ ମହତାବ ଗ-ବିରେନ ମିତ୍ର ଘ-ନବକୃଷ୍ଣ ଚୌଦୁରି

ସଠିକ ଉତ୍ତର-ହରେକୃଷ୍ଣ ମହତାବ

ଏହି ସବୁ ପ୍ରଶ୍ନ ଉତ୍ତର ଆମ ଓଡିଶା ବିଷୟରେ ଅଟେ ଯାହା ଜାଣିବା ପରେ ଆପଣ ପ୍ରାୟତଃ ଓଡିଶା ବିଷୟରେ କିଛି ଜ୍ଞାନ ପାଇଥିବେ ଏହା ଅନେକ ଇଣ୍ଟରଭିଉର ପ୍ରଶ୍ନରେ ଆସିପାରେ।କାରଣ ଆଜିକାଲି ସମସ୍ତେ ଇଣ୍ଟରଭିଉରେ ଭଲ କରିବା ପାଇଁ ଚାହୁଁଛନ୍ତି ଓ ପରିଶ୍ରମ ମଧ୍ୟ କରୁଛନ୍ତି।କିନ୍ତୁ ଅଧିକାଂଶ ଲୋକ ଅନେକ ପରିଶ୍ରମ ତ କରିଥାନ୍ତି କିନ୍ତୁ ସାଧାରଣଜ୍ଞାନ ହାସଲ କରିନଥାନ୍ତି ଯାହା ଦ୍ୱାରା ସେମାନେ ଅସଫଳ ହୋଇଯାଇଥାନ୍ତି।ଯଦି ଆପଣ କିଛି ସାଧାରଣଜ୍ଞାନ ହାସଲ କରିଥିବେ ତେବେ ଆପଣ ସହଜରେ କୌଣସି ବି ଇଣ୍ଟରଭିଉରେ ଭଲ ପ୍ରଦର୍ଶନ କରିପାରିବେ।ତେଣୁ ଏହି ସବୁ ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତରକୁ ଭଲରେ ପଢନ୍ତୁ।

Leave a Reply

Your email address will not be published. Required fields are marked *