June 27, 2025

Odia Express

Here, There and Everywhere

ଏମାନେ ହେଲେ ମୁକେଶ ଅମ୍ବାନୀଙ୍କ ଭଉଣୀମାନେ, ଧନ ସଂମ୍ପତ୍ତି ମାମଲାରେ ନିଜ ଭାଇଙ୍କୁ ଦିଅନ୍ତି କଡା ଟକ୍କର

ଏହି ଦୁନିଆଁରେ ଅମ୍ବାନୀ ସହ ତାଙ୍କ ପରିବାର ବି ବହୁତ ଚର୍ଚ୍ଚାରେ ରୁହନ୍ତି, ସେମିତି ଯାହା ଆପଣ ଜାଣିଛନ୍ତି କି ତାଙ୍କ ପରିବାର ଦୁନିଆଁର ସବୁଠାରୁ ଲୋକପ୍ରିୟ ଓ ଧନୀ ଉଦ୍ୟୋଗୀଙ୍କ ଶ୍ରେଣୀରେ ଆସେ, ତାଙ୍କୁ କେବଳ ଭାରତରେନୁହେଁ ବିଦେଶରେ ବି ତାଙ୍କ ଲୋକପ୍ରିୟତା ଅଛି, ତାଙ୍କର ଏକ ଖାସିୟତ୍ ଏହା କି ତାଙ୍କ ପାଖରେ ଏତେ ପଇସା ଥାଇ ବି ତାଙ୍କ ମନରେ ଟିକିଏ ଅହଂକାର୍ ନାହିଁ , ସେମିତି ଆପଣଙ୍କୁ ଜଣେଇଦେବୁ କି ତାଙ୍କ ପରିବାର ସବୁ ବ୍ୟକ୍ତି ଛୋଟରୁ ବଡ ହୋଇଛନ୍ତି ସେମିତି ମୁକେଶ ଓ ଅନିଲ୍ ଅମ୍ବାନୀଙ୍କୁ କିଏ ବା ନଜାଣେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଧୀରୁଭାଇ ଅମ୍ବାନୀଙ୍କର ଦୁଇଟିଝିଅ ଅଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କୁ କେବେ କେହି ଦେଖିନଥିବେ , ସେମିତି ତାଙ୍କ ବିଷୟରେ ଚର୍ଚ୍ଚା ବହୁତ କମ୍ ହୋଇଛି, ହଁ ଆଜ୍ଞା କହିଦେବୁ କି ମୁକେଶ ଓ ଅନିଲ୍ ଅମ୍ବାନୀ ସବୁବେଳେ କେଉଁ ସମାରୋହରେ ଦେଖାଯାଆନ୍ତି , କିନ୍ତୁ ସେମିତି ତାଙ୍କ ଭଉଣୀଙ୍କକଥା କହିଲେ ସେମାନେ ଏଥିରୁ ନିବୃତ ରୁହନ୍ତି, ସେମାନଙ୍କୁ ଏହି ଲାଇମ୍ ଲାଇଟ୍ ରେ ରହିବା ପସନ୍ଦ୍ ଲାଗେନାହିଁ ।

ସୁଚେଇ ଦେବୁ କି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ବଡ ପୁଅଙ୍କର ବାହାଘର ହୋଇସାରିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ମୁକେଶ ଓ ଅନିଲ୍ ଅମ୍ବାନୀଙ୍କ ସବୁଠାରୁ ପାଖାପାଖି ସଦସ୍ୟ ମାନେ ତାଙ୍କ ଦୁଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ନାଁ ନୀନା କାଠୋରି, ଓ ଦିପ୍ତି ସଲଗାଂଓକର୍ ଅଟେ, ସେମିତି ସେମାନେ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି, କିନ୍ତୁ ଆପଣଙ୍କୁ କହିଦେବୁ କି ଦିପ୍ତି ସଲଗାଓଁକର୍ ଗୋବାର ଫେମସ୍ ବିଜନେସ୍ ମ୍ୟାନ୍ ଦତ୍ତରାଜ ସଲଗାଁଓକର୍ ଙ୍କୁ ବିବାହ କରିଛନ୍ତି, ସେମିତି ଦିପ୍ତି ଜଣେ ଗୃହଣୀ ଅଟନ୍ତି, ସେମିତି ତାଙ୍କ ସ୍ୱାମୀଙ୍କ ସହ ଗୋବାରେ ହିରା ବିହାରରେ ରହୁଛନ୍ତି ।

ସେମିତି ଏମାନେ ବି ତାଙ୍କ ଭାଇଙ୍କ ପରି ଧନୀ ଅଟନ୍ତି, ତାଙ୍କୁ କେଉଁ ଜିନିଷର ଅଭାବ ନାହିଁ, ସେଥିପାଇଁ ଧନ ଦୌଲତ ମାମଲାରେ ଏମାନେ ନିଜ ଭାଇମାନଙ୍କୁ କଡା ଟକ୍କର ଦିଅନ୍ତି, ଆପଣଙ୍କୁ କହିଦେବୁ କି ଦିପ୍ତି ଙ୍କ ଘର କେଉଁ ମହଲରୁ କମ୍ ନୁହେଁ , ହିରା ବିହାର ଛଡା ଗୋବାରେ ତାଙ୍କର ଏକ ଆଲିଶାନ୍ ଘର ଅଛି ଯାହା ଗୋବାର ବିଚ୍ ପାଖରେ ଅଛି, ତାଙ୍କ ଘର ଏତେ ବିରାଟ ଅଟେ କି ଘରର ମେନ୍ ଗେଟ୍ ଯାଏଁ ପହଞ୍ଚିବାପାଇଁ ଗାଡିର ବ୍ୟବହାର କରିବାକୁ ପଡେ

ଏହା ଛଡା ତାଙ୍କ ଗୋଟେ ଘର ପଣଜୀରେ ଅଛି, ଖାସ୍ କଥା ଏହା କି ଏତେ ଶାନରେ ରହିବାପରେ ବି କେବେ ସେମାନେ ଲାଇମ୍ ଲାଇଟ୍ ରେ ରୁହନ୍ତି ନାହିଂ, କହିଦେବୁ କି ତାଙ୍କର ପାଖରେ ଲକ୍ଷାଧିକ ଟନ୍ ସୁନାମ୍ ଅନେକ ମହଙ୍ଗା କାର୍, ପ୍ରାଇଭେଟ୍ ଜେଟ୍, ଓ କୋଟିଏ ଟଙ୍କା ସୁନା ଗହଣା ଅଛି, ତାଙ୍କ ପାଖରେ ଏତେ ଧନ ଦୌଲତ ଅଛି କି ଯାହାର ଗଣତି କରାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *