June 25, 2025

Odia Express

Here, There and Everywhere

ଭାବିଜୀ ଘର ପର ହେଁ , ର ବିଭୁତି ନାରାୟଣଙ୍କ ରିୟଲ୍ ଲାଇଫ୍ ର ସ୍ତ୍ରୀଙ୍କୁ ଦେଖିଲେ ଅନିତା ଭାବି ବି କମ୍ ସୁନ୍ଦର ଦେଖାଯିବେ

ବନ୍ଧୁଗଣ, ସେମିତି ଟିଭିରେ ଆସିବା ଦିନରୁ କେତେ ସିରିଆଲ୍ ଆସିଥାଏ ,କିନ୍ତୁ ଏହି ଶାଶୁ ବୋହୁ ଡ୍ରାମା ମଧ୍ୟରେ ଏକ ସିରିଆଲ୍ ଏମିତି ଅଛି ଯାହା ସମସ୍ତଙ୍କ ମନକୁ ଛୁଇଁ ଦେଇଛି, ଏହି ସିରିଆଲ୍ ଯେବେ ଆରମ୍ଭ ହୋଇଥିଲା,  ତେବେ ତାଙ୍କ ପପୁଲାରିଟି ବଢିବାକୁ ଯାଉଛି, ଏହି ସିରିଆଲ୍ ର ସବୁ ଭୁମିକା ହସାଇବାରେ ଫେଲ୍ ହୋଇନାହାନ୍ତି, ଏବେ ଆପଣ ବୁଝିପାରିଥିବେ କି ଆମେ ଲୋକପ୍ରିୟ ସିରିଆଲ୍ ଭାବିଜୀ ଘରପର ହେଁ କଥା କହୁଛୁ ।ଭାବିଜୀ ଘର ପର୍ ହେଁ ଏକ କମେଡି ଶୋ ଅଟେ, ଏହି ଶୋର ସବୁ ଭୁମିକା ବା କଳାକାର ସମସ୍ତଙ୍କୁ ଜଣା ଅଛି, ଆଜି ଆମେ ଆପଣଙ୍କୁ ଏହି ସିରିଆଲ୍ ର ବିଭୁତି ନାରାୟଣଙ୍କ ନିଜ ଜୀବନୀ ବିଷୟରେ କିଛି କହିବାକୁ ଯାଊଛୁ, ସିରିଆଲ୍ ରେ ଲୋକଙ୍କୁ ବିଭୁତି ନାରାୟଣଙ୍କ ଭୁମିକା ବହୁତ ପସନ୍ଦ୍ ଆସିଥିଲା,  କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବିଭୁତି ନାରାୟଣଙ୍କ ଅଭିନୟ ନିଭାଇଥିବା ଆସିଫ୍ ଶେଖ୍ ରିୟଲ୍ ଲାଇଫ୍ ରେ ବହୁତ ଅଲଗା ଅଟନ୍ତି

ଆଜି ଆସିଫ୍ ସେଖ୍ ଙ୍କ ରିୟଲ୍ ଲାଇଫ୍ ପରିବାରରେ ତାଙ୍କ ସ୍ତ୍ରୀ ସାମିଲ୍ ଅଛନ୍ତି , ତାଙ୍କୁ ଆମେ ସାକ୍ଷାତ କରାଇବାକୁ ଯାଉଛୁ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବିଭୁତି ନାରାୟଣଙ୍କ ରିୟଲ ଲାଇଫ୍ ରେ ଦୁଇଟି ଛୁଆ ଅଛନ୍ତି, ଯେଉଁଥିରେ ଜଣେ ୨୪ ବର୍ଷୀୟ ଝିଅ ଅଛି , ଓ ୨୧ ବର୍ଷର ପୁଅ ବି ଅଛି, ଯଦି ଆମେ ଶୋରେ ତାଙ୍କୁ ଦେଖିବା ତେବେ ଲାଗେନି କି ତାଙ୍କ ଏତେ ବୟସ ହେବ , ବିଭୁତି ନାରାୟଣ ଓରଫ୍ ଆସିଫ୍ ସେଖଙ୍କ ବୟସ ୫୦ ବର୍ଷର ପାଖାପାଖି ଅଟେ । ଯଦି ଶୋର କଥା କହିବା ତେବେ ବିଭୁତି ନାରାୟଣ ମିଶ୍ରାଜୀଙ୍କ ସ୍ତ୍ରୀ ଅନିତା ଭାବିଙ୍କୁ ବହୁତ ଲୋକ ପସନ୍ଦ କରନ୍ତି , ସୌମ୍ୟା ଟଣ୍ତନ୍ ଏହି ଶୋରେ ବିଭୁତି ନାରାୟଣଙ୍କ ସ୍ତ୍ରୀ ଭୁମିକା ନିଭାଉଛନ୍ତି, ଲୋକେ ଏହି ଦୁହେଁଙ୍କୁ ଅନ୍ ସ୍କିନ୍ ଯୋଡି ବହୁତ ପସନ୍ଦ ଆସିଛି, ଶୋରେ ବିଭୁତି ନିଜ ସ୍ତ୍ରୀଙ୍କୁ ଛାଡି ପଡୋଶୀ ଅଙ୍ଗୁରୀ ଭାବିଙ୍କ ସହ ବେଶୀ ମିଶୁଥିବାର ନଜର ଆସନ୍ତି

ସେମିତି ବିଭୁତି ନାରାୟଣଙ୍କ କଥା କହିଲେ ଅନିତା ଭାବିଙ୍କ ଠାରୁ ତାଙ୍କ ସ୍ତ୍ରୀ , ତାଙ୍କ ସ୍ତ୍ରୀଙ୍କ ନାଁ ଜେବା ଶେଖ୍ ଅଟେ, ଆସିଫ୍ ଓ ଜେବାଙ୍କ ବିବାହର ପୁରା ୨୫ ବର୍ଷ ହୋଇସାରିଛି, ଜେବା ଏକ ଗୃହଣୀ ଅଟନ୍ତି ।ଆପଣଙ୍କୁ କହିଦେବୁ କି ଆସିଫ୍ ଓ ଜେବାଙ୍କ ଝିଅ ମରିୟମ୍ ନିଜର ଏକ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଚଲାଉଛନ୍ତି, ସେମିତି ତାଙ୍କ ପୁଅ ନିର୍ଦ୍ଧେଶନା କ୍ଷେତ୍ରରେ କାମ କରୁଛନ୍ତି, ସେମିତି ଆପଣଙ୍କୁ ଜଣାଇଦେବୁ କି ଆସିଫ୍ ଶେଖ୍ ୧୯୮୬ ରୁ ଅଭିନୟ କ୍ଷେତ୍ରରେ ଅଛନ୍ତି

ଏହାପୁର୍ବରୁ ସେ ୟଶ୍ ବସ୍, ୟହ୍ ଅନ୍ଧା କାନୁନ୍ ହେ, ଓ ଚିଡିଆ ଘର ସିରିଆଲ୍ ରେ ନଜର୍ ଆସିଛନ୍ତି, ଆସିଫ୍ ନିଜ ସ୍ତ୍ରୀ ଜେବାଙ୍କ ହାତରୁ ଖାଦ୍ୟ ଖାଇବା ବହୁତ ପସନ୍ଦ , ଖାସ୍ କରି ତାଙ୍କ ହାତରୁ ଚିକେନ୍ ବିରିଆନି, ଯେବେ ଆସିଫ୍ ଅଭିନୟ କରୁନଥିବେ, ତେବେ ଖାଲି ସମୟରେ ନିଜ ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତି, ସେ ସବୁ କିଛି ମାସରେ ନିଜ ସ୍ତ୍ରୀ ସାଙ୍ଗରେ ଭ୍ୟାକେସନରେ ଯାଆନ୍ତି

Leave a Reply

Your email address will not be published. Required fields are marked *