October 11, 2025

Odia Express

Here, There and Everywhere

ଅଧିକା ରୁଷିଥାନ୍ତି ଏହି ନାମ ବାଲି ସ୍ତ୍ରୀମାନେ , ସ୍ୱାମୀ ମନାଇ ମନାଇ ହୋଈଯାଆନ୍ତି ଚିନ୍ତିତ..

1 min read

ବନ୍ଧୁଗଣ ଏମିତି କୁହାଯାଏ କି ବିବାହ ଏକ ଲଡୁ ସମାନ ହୋଇଥାଏ ଯିଏ ଖାଏ ସେ ପଶ୍ଚାତାପ କରେ ଓ ଯିଏ ନ ଖାଏ ସିଏ ବି ପଶ୍ଚାତାପ କରେ,  ବିବାହ ପୁର୍ବରୁ ପୁରୁଷ ନିଜର ହେବାକୁ ଥିବା ସ୍ତ୍ରୀକୁ ନେଇକରି ବହୁତ ଉତ୍ସାହିତ ହୋଇଥାଏ , କିନ୍ତୁ ବିବାହପରେ ଏହି ଜୋସ୍ ଓ ଉତ୍ସାହ ସବୁ ଶେଷ ହୋଇଯାଏ , ବିବାହ ପରେ ପ୍ରାୟ ସବୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିଶ୍ଚିତ କିଛି କଥା କଟାକଟି ହୋଇଥାଏ, ସେମିତି ଏହି ଲଢେଇ ସିରିୟସ୍ ହେଉ କି ନ ହେଉ, କେଉଁ ନା କେଉଁ କଥାକୁ ନେଇକରି ଘରେ ଆସିବା ଦିନରୁ କିଛି ମତଭେଦ ହୋଇଥାଏ , ଏହି ଲଢେଇ ସମୟରେ ଅଧିକା ରୁଷିଥାନ୍ତି ସ୍ତ୍ରୀମାନେ । ସ୍ତ୍ରୀମାନେ ରୁଷିବାରେ ମାହିର୍ ହୋଇଥାନ୍ତି , ଯଦି ତାଙ୍କୁ ଆପଣ କିଛି ବି କହିଦେଲେ ତେବେ ତାଙ୍କୁ ବୁଝାଇବା ବହୁତ ମୁସକିଲ୍ ହୋଇଯାଏ,  ସେମିତି ପ୍ରାୟ ସବୁ ସ୍ତ୍ରୀମାନେ ରୁଷନ୍ତି, କିନ୍ତୁ କିଛି ଏମିତି ହୋଇଥାନ୍ତି , ଯିଏ ଅଧିକା ରୁଷିଥାନ୍ତି , ତାଙ୍କ ରୁଷିବା ଯୋଗୁଁ ବିଚରା ସ୍ୱାମୀ ନାନାଦି ଅସୁବିଧାରେ ପଡିଥାଏ, ସେ ନିଜ ସ୍ତ୍ରୀକୁ ମନାଇବାକୁ ନେଇ ନାନାଦି ଉପାୟ କରେ, କିନ୍ତୁ ଯେଉଁ ସ୍ତ୍ରୀ ଅଧିକା ରୁଷନ୍ତି ତାଙ୍କୁ ମନାଇ ମନାଇ ଥକିଯାଆନ୍ତି, କିଛି ତ ଏମିତି ଅଭ୍ୟାସ ହୋଇଥାଏ ସ୍ତ୍ରୀଙ୍କର, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ଏମିତି ନାମ୍ କହିବାକୁ ଯାଉଛୁ, ଯାହାଙ୍କ ସ୍ତ୍ରୀ ସବୁବେଳେ ରୁଷିଥାନ୍ତି ।

A ନାମବାଲି ସ୍ତ୍ରୀ- ଏହି ନାଁର ସ୍ତ୍ରୀ ଅଧିକା ଜିଦ୍ଧି ସ୍ୱଭାବର ହୋଇଥାନ୍ତି , ଏମାନେ କେଉଁ ଜିନିଷକୁ ଯଦି ଜିଦ୍ କରିବସିଲେ ତେବେ ତାକୁ ସହଜରେ ଛାଡନ୍ତିନାହିଁ, ଏମିତିରେ ସ୍ୱାମୀ ତାଙ୍କ କଥା ନ ମାନିଲେ ସେମାନେ ରୁଷି ବସିଯାଆନ୍ତି , ଏମାନେ ଯେବେ ରୁଷନ୍ତି ତେବେ ଖାଇବା ପିଇବା ବନ୍ଦ କରିଦିଅନ୍ତି , ଓ କାହା ସହ କଥାବାର୍ତ୍ତା ବି କରନ୍ତି ନାହିଁ ଏହି ନାମକ ସ୍ତ୍ରୀଙ୍କ ମନମାନୀ ବହୁତ ଚାଲେ,  ତାଙ୍କ ସହ ଯୁକ୍ତି କରିବାରେ କେହି ପାରିବେ ନାହିଁ , ଏମାନଙ୍କ ପାଖରେ ସବୁ କଥାର୍ ଓଲଟା ଜବାବ୍ ହୋଇଥାଏ, ଖାଲି ଏହି କାରଣରୁ ଏହି ନାଁର ସ୍ତ୍ରୀ ଅଧିକା ରୁଷିବା ବାଲି ହୋଇଥାନ୍ତି  ।

P ନାମବାଲି ସ୍ତ୍ରୀ- ଏହି ନାଁର ସ୍ତ୍ରୀମାନେ ସବୁବେଳେ ନିଜ ଫାଇଦା ବିଷୟରେ ଚିନ୍ତା କରନ୍ତି , ଏମାନଙ୍କ ମନରେ ଯେଉଁ କଥା ଥରେ ବସା ବାନ୍ଧିଦିଏ ତେବେ ସେ ସେବୁବେଳେ ତାହା କରିବାକୁ ପସନ୍ଦ କରନ୍ତି, ସେ କଥା ସେମିତି ଲଢେଇ ଯାଏଁ ବି ନ ପହଞ୍ଚିଯାଉ, ଏମାନେ ଯେବେ ରୁଷିଥାନ୍ତି ସେମାନେ ବହୁ ଦିନ ଯାଏଁ କଥାବାର୍ତ୍ତା କରନ୍ତି ନାହିଁ ,ଏମାନଙ୍କ ରୁଷିବା ଅଧିକା ହୋଇଯାଏ ,ଏମାନେ ସବୁ କଥାକୁ ମନରେ ନେଇଯାଆନ୍ତି, ଏମାନଙ୍କ ମୁଡ୍ ସବୁବେଳେ ଚେଞ୍ଜ ହୋଇଥାଏ, ଏଥିପାଇଁ ଏମିତି ସ୍ତ୍ରୀଙ୍କୁ ମନାଇବାରେ ସ୍ୱାମୀମାନେ ଫେଲ୍ ମାରନ୍ତି ।

S ନାମକ ସ୍ତ୍ରୀ- ଏହି ନାଁର ସ୍ତ୍ରୀଙ୍କ ରାଗ୍ ଓରୁଷିବା କାହା ଠାରୁ ବି କମ୍ ହୋଇନଥା,ଏ ଏମାନେ ଛୋଟ ଛୋଟ କଥାରେ ନାରାଜ୍ ହୋଇ ବସିପଡନ୍ତି , ତାଙ୍କ ସ୍ୱାମୀ ତାଙ୍କୁ ଯେତେ ବି ମନାଇଲେ ସେମାନେ ଜଲଦି ମାନନ୍ତି ନାହିଁ, ଏଥିପାଇଁ ଏମାନଙ୍କ ସ୍ୱାମୀଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡେ,

ନୋଟ୍ – ଏହି ସବୁ କଥା ଏହି ନାଁର ୭୫ ପ୍ରତିଶତ ଲୋକଙ୍କ ଉପରେ ଲାଗୁ ହୋଇଥାଏ

Leave a Reply

Your email address will not be published. Required fields are marked *