October 20, 2024

Odia Express

Here, There and Everywhere

ଡିସେମ୍ବର ମାସରେ ଏହି ୫ ଟି ରାଶିଙ୍କୁ ମିଳିବ ସଚ୍ଚା ପ୍ରେମ, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ସାମିଲ୍ ?

1 min read

ଜୀବନରେ ସମସ୍ତଙ୍କୁ ସଚ୍ଚା ପ୍ରେମର ଖୋଜା ରହିଥାଏ , ଆଜିର ଜମାନାରେ ଲୋକେ ସଚ୍ଚା ପ୍ରେମରୁ ଟାଇମ୍ ପାସ୍ ପାଇଁ ଗାର୍ଲଫ୍ରେଣ୍ତ କିମ୍ବା ବୟଫ୍ରେଣ୍ତ ବନାଇବା ଅଧିକା ପସନ୍ଦ କରନ୍ତି , କିଛି ଲୋକ ତ ଦେଖେଇ ହେବାପାଇଁ ଗୋଟେ ରୁ ଅଧିକା ପ୍ରେମୀ ବା ପ୍ରେମିକା ବନାଇନିଅନ୍ତି , ଏମିତି ବହୁତ କମ୍ ଭାଗ୍ୟଶାଳୀ ହୋଇଥାନ୍ତି ଯାହାଙ୍କୁ ଜୀବନରେ ସଚ୍ଚା ପ୍ରେମ ମିଳିପାରିଥାଏ,  କିନ୍ତୁ ଏହି ଡିସେମ୍ବର ମାସରେ ଆପଣଙ୍କୁ ଏକ ଖୁସିଖବର ନେଇକରି ଆସିଛି , ଏହି ମାସରେ କିଛି ବିଶେଷ ରାଶିର ଲୋକଙ୍କୁ ସଚ୍ଚା ପ୍ରେମ ମିଳିବାର ପୁରା ସଂମ୍ଭାବନା ଅଛି, ଏହି ମାସରେ ଆପଣଙ୍କ ଜୀବନରେ ଏକ ଖାସ୍ ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ , ଏହି ଖାସ୍ ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସିର ଲହଡି ସୃଷ୍ଟି କରିବେ, ତାଙ୍କର ଆସିବା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ,  ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ଯେଉଁମାନେ ନିଜ ପ୍ରେମୀଙ୍କ ପାଇଁ ଏକ ଲକି ପର୍ସନ୍ ହୋଇପାରିବେ ।

୧) ମେଷ ରାଶି- ଏହି ରାଶିର ଜାତକରେ ବହୁତ ଦିନରୁ ସଚ୍ଚା ପ୍ରେମ ଖୋଜୁଥିବା ଲୋକଙ୍କର ପାଇଁ ଖୁସି ଖବର ଅଟେ , ଏହି ମାସରେ ଆପଣଙ୍କ ଜୀବନରେ ଏକ ବଡ ଚମତ୍କାର ହେବ , ଆପଣଙ୍କୁ ଆପଣଙ୍କ ପରଫେକ୍ଟ ଜୀବନସାଥୀ ମିଳିଯିବ, ଯାହା ବିଷୟରେ ଆପଣ ସ୍ୱପ୍ନରେ କେବେ ଭାବିନଥିବେ , ଏହି  ଖାସ୍ ବ୍ୟକ୍ତି ଯେବେ ଆପଣଙ୍କ ଜୀବନରେ ପ୍ରବେଶ କରିବେ ତେବେ ଆପଣଙ୍କ ମଧ୍ୟରେ ଖୁସିର ଠିକଣା ଆଉ ରହିବ ନାହିଁ , ତାଙ୍କର ଆସିବାପୁର୍ବରୁ ଆପଣଙ୍କ ଜୀବନରେ ଯେତେ ଉଦାସୀ ଓ ଡିପ୍ରେସନ୍ ହୋଇଛି ସବୁ ଦୁର ହୋଇଯିବ ।

୨) କର୍କଟ ରାଶି- ଏହି ରାଶିର ଲୋକଙ୍କ ପାଇଁ ଡିସେମ୍ବର ମାସରେ ଏକ ଶାନଦାର୍ ଜୀବନସାଥୀ ନେଇକରି ଆସିବ, ଯେଉଁ ଲୋକଙ୍କର ବହୁତଦିନରୁ ନିଜ ପାଇଁ ବର କିମ୍ବା କନ୍ୟାର ଖୋଜାରେ ଅଛନ୍ତି ତାଙ୍କୁ ଏହି ମାସରେ ମିଳିଯିବ , ଆପଣ ନିଜ ପାର୍ଟନରଙ୍କୁ ଯେତେ ବି ଖୋଜିବାକୁ ଚେଷ୍ଟା କରୁଛନ୍ତି ତାହା ଏହି ମାସରେ ଶେଷ ହୋଇଯିବ , ଏହି ମାସରେ ଆପଣଙ୍କୁ ନିଜ ପସନ୍ଦର ଜୀବନସାଥୀ ମିଳିବାର ପୁରା ଯୋଗଅଛି  ।

୩) ଧନୁ ରାଶି –ଏହି ରାଶିର ଜାତକରେ ଘରେ ବସି ନିଜ ସଚ୍ଚା ପ୍ରେମ ପାଇପାରିବେ , ଏହି ବର୍ଷର ଡିସେମ୍ବର ମାସ ଆପଣଙ୍କପାଇଁ ଭାଗ୍ୟଶାଳୀ ପ୍ରମାଣୀତ ହେବ , ଆପଣଙ୍କ ଜୀବନରେ ଖାସ୍ ବ୍ୟକ୍ତିର ଏଣ୍ଟ୍ରି ହେଲେ ଆପଣଙ୍କ ଜୀବନରେ ଯେତେ ବି ଅଟକିଥିବା କାମ ତାହା ସମୟରେ ପୁରା ହୋଇଯିବ,  ଏତିକି ନୁହେଁ ଏହି ବ୍ୟକ୍ତି ଆପଣଙ୍କ ଜୀବନରେ ଭଲ ଭାଗ୍ୟ ନେଇକରି ଆସିବେ , ଏମିତିରେ ଆପଣ ଯାହାବି କାମ ହାତକୁ ନେବେ ତାହା ଫଟାଫଟ୍ ପୁରା ହୋଇଯିବ ।

୪) ବିଛା ରାଶି- ଏହି ରାଶିର ବ୍ୟକ୍ତିତ୍ୱ ପୁର୍ବ କିମ୍ବା ଉତ୍ତର ଦିଗରେ ଆପଣଙ୍କ୍ ସଚ୍ଚାପ୍ରେମ ପାଇଁ ଅପେକ୍ଷାରେ ଅଛନ୍ତି , ଏହି ଦିଗରେ ମିଳୁଥିବା ପ୍ରେମୀ ଆପଣଙ୍କପାଇଁ ଲକି ହେବେ , ତାହା ସହ ସେ ବହୁତ୍ ଆପଣଙ୍କୁ ଭଲ ପାଇବେ,  ଏହି ପ୍ରେମୀ ବହୁତ ବିଶ୍ୱାସୀ ହେବେ , ଓ ଆପଣଙ୍କୁ ଖୁସିରେ ରହିବେ,  ସେମିତି ଯେବେ ବି ଆପଣଙ୍କୁ ଏହି ଖାସ୍ ପ୍ରେମୀଙ୍କୁ ଦେଖାକରିବେ ଖାଲି ଆପଣଙ୍କୁ ଏହି ସଙ୍କେତକୁ ବୁଝିବାକୁ ହେବ , ଓ କଥାବାର୍ତ୍ତା କରି ମାମଲାକୁ ଆଗକୁ ବଢିବାକୁ ହେବ ।

୫) ମୀନ ରାଶି- ଏହି ରାଶିର ଜାତକରେ ଏକ ଭଲ ସୁନ୍ଦର ପ୍ରେମୀ ମିଳିବାର ଆଶା ଅଛି, ଆପଣଙ୍କ ପ୍ରେମୀ ଏତେ ସୁନ୍ଦର ହେବେ କି ଆପଣଙ୍କ ନଜର୍ ତାଙ୍କ ଠାରୁ ହଟିବ ନାହିଁ , ଏତିକି ନୁହେଁ ଏତେ ସୁନ୍ଦର ପ୍ରେମୀଙ୍କୁ ଦେଖିକରି ଆପଣଙ୍କ ବନ୍ଧୁ ବହୁତ ଇର୍ଶା କରିପାରନ୍ତି

Leave a Reply

Your email address will not be published. Required fields are marked *