October 20, 2024

Odia Express

Here, There and Everywhere

ଯାହାକୁ ପଥର ଭାବିକରି ଭୁଲ୍ ଭାବୁଥିଲେ ଲୋକ ଯଦି ମିଳିଯାଏ ତେବେ ରାତାରାତି କୋଟିପତି ହେବାରେ କେହି ଅଟକାଇପାରିବେ ନାହିଁ

ଆଜିକାଲି ଆପଣଙ୍କୁ ଏମିତି ଖବର ଶୁଣିବାକୁ ମିଳୁଥିବ କି ଯାହା ଉପରେ ବିଶ୍ୱାସ ହେବନାହିଁ , କିନ୍ତୁ ଏହି ଖବର ସତ ବି ହୋଇଥିବ , ଏବେ କିଛି ଦିନ ହେବ ଏକ ଏମିତି ମାମଲା ଆସିଛି ଯାହାକି ଏହି ଫଟୋରେ ପଥରପରିଦେଖାଯାଉଥିବା ଏହି ଜିନିଷକୁ ଦେଖି ଲୋକେ ଭାବୁଥିଲେ କି ଏହା ଏକ ପଥର ବୋଲି କିନ୍ତୁ ଯେବେ ସତଜଣାପଡିଲା ତେବେ ଲୋକଙ୍କ ହୋସ୍ ଉଡିଗଲା,  ସୁଚେଇଦେବୁ କି ଏହା ପଥର ନୁହେଁ ବରଂ ଏକ ମାଛର ବାନ୍ତି ଅଟେ, ଓ ଏତିକି ନୁହେଁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଜିନିଷରୁ କେଉଁ ବି ବ୍ୟକ୍ତି କୋଟିପତି ହୋଇପାରିବ,  ହଁ ଆଜ୍ଞା ଆପଣଙ୍କୁ ଲାଗୁଥିବ କି ହ୍ୱେଲର ବାନ୍ତିରୁ କିପରି ଜଣେ କୋଟିପତି ହୋଇପାରିବ,  ତେବେ ଜଣେଇଦେବୁ କି ଏହା ବହୁତ ଦାମିକା ହୋଇଥା,ଏ , ହ୍ୱେଲର ବାନ୍ତି କୁ ଏମ୍ବରଗ୍ରିସ୍ କହନ୍ତି , ୱାକ୍ସ ପରି ଷ୍ଟ୍ରେକ୍ଚର ବାଲା ଏହି ଜିନିଷ ସମୁଦ୍ର ତଟରେ ଜମିକରି କଠୋର ହୋଇଯାଏ , ତେବେଏହାର ଲୁକ୍ ପଥର ପରି ହୋଇଯାଏ । ହଁ ଆଜ୍ଞା ଏହା ବିଷୟରେ ବହୁତ କମ୍ ଲୋକଙ୍କୁ ଜଣାଅଛି କି ଏହା ପଥର ନୁହେଁ  ବରଂ ଏକ ଦାମିକା ଜିନିଷ ଅଟେ, ଯାହାକୁ ଲୋକେ ବେକାର୍ ଭାବୁଥିଲେ ତାହାକୁ ଅଣଦେଖା କରିଦେଇଥିଲେ,  କିନ୍ତୁ ଆଜି ଯଦି ତାହାର ଦାମ୍ ବିଷୟରେ ଅନ୍ଦାଜା ଲଗାଇବେ ଏବେ ଏହି ଚମଡାର ଖଣ୍ତ ଆପଣଙ୍କ ଭାଗ୍ୟ ବଦଳାଇଦେବ

ଯାହା ହ୍ୱେଲର୍ ଅନ୍ତ ରିସନେ ବାଲା ପଦାର୍ଥରୁ ହୋଇଥାଏ, ଏମ୍ବରଗ୍ରିସ୍ ହ୍ୱେଲ୍ ପେଟର ଭିତରେ ହୋଇଥାଏ,  ଯେବେ ହ୍ୱେଲ୍ ଏହାକୁ ବାନ୍ତି କରିଦିଏ , ତେବେ ଏହା ବହୁତ ସମୁଦ୍ର ତଟରେ ଜମା ହୋଇଥିବା ଦେଖାଯାଏ , ଏହାର ବ୍ୟବହାର ପରଫ୍ୟୁମ୍ ବନାଇବାର୍ କରାଯାଏ । ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ହ୍ୱେଲ୍ ଦୁନିଆଁର ସମୁଦ୍ର ଓ ମହାସାଗରରେ ରୁହନ୍ତି , ତାଙ୍କର ସଂଖ୍ୟା ଲକ୍ଷାଧିକ ପରିମାଣରେ ଅଛି, କିନ୍ତୁ ୨୦ ତମ ସଦିରେତାଙ୍କର ଔଦଗୀକ ପରିମାଣରେ ଶିକାର୍ ହେବା କାରଣରୁ ତାଙ୍କ ଜାତି ବିଲକୁଲ୍ ବିଲୁପ୍ତ ହେବାର ସଙ୍କଟ ହୋଇଯାଇଥିଲା , ସେମିତି ଏକ ଖବର ଆସିଛି କି ଯେଉଁଥିରେ କୁହାଯାଉଛି କି ଓମାନ୍ ରେ ତିନିଜଣ କେଉଟ ସବୁଦିନପରି ନିଜ ପେଟ ପୋଷିବାପାଇଁ କାମରେଲାଗିଥିଲେ ଯେବେ ତିନିଜଣ କେଉଟ ମାଛ ଧରିବାପାଇଁ ଜାଲ ପକାଇଲେ ତେବେ ଏକ ଭାରି ଜିନିଷ ଫସିଗଲା

ଯେବେ ସେ ଜାଲକୁ ବାହାରକୁ ବାହାରକଲେ , ତେବେ ସେଥିରେ ହ୍ୱେଲର ବାନ୍ତି ମିଳିଲା । ସେହି ଜାଲରେ ମାଛଙ୍କ ସହ ହ୍ୱେଲ ମାଛର ବାନ୍ତି ଏକ ବଡ ଖଣ୍ତ ମହଜୁଦ୍ ଥିଲା ଯେଉଁଥିରେ ବହୁତ ଦୁର୍ଗନ୍ଧ ଆସୁଥିଲା,  ଆପଣଙ୍କୁ କହିଦେବୁ କି ହ୍ୱେଲ୍ ମାଛ୍ ବାନ୍ତୁକୁ ଏମ୍ବରଗ୍ରିସ୍ କୁହାଯାଏ , ଆଯ୍ହା ସ୍ପର୍ମ ହ୍ୱେଲ୍ ଅନ୍ତକୁ ପଦାର୍ଥରୁ ହୋଇଥାଏ , ଏହା ସାଧାରଣତଃ ଉଣକଣ୍ଟିବନ୍ଧିୟ ସମୁଦ୍ରର ଭାସୁଥିବା ବେଲେ ମିଳିଯାଏ , ଯାହା ବହୁତ ଦାମିକା ହୋଇଥାନ୍ତି । ସେମିତି ଆପଣଙ୍କୁ କହିଦେବୁ କି ଏହି ମାମଲା ଓମାନର ଥିଲା, ଏହି ଦୁନିଆଁରେ ଏମିତି ବହୁତ ମାମଲା ଶୁଣିବାକୁ ମିଳୀଯାଏ , ଯାହା ଲୋକଙ୍କ ଭାଗ୍ୟ୍ ବଦଳାଇଦିଏ ।

କହିଦେବୁ କି ଏହି ଦାମିକା ଜିନିଷ ର ମୁଲ୍ୟ ୧୬ କୋଟି ଟଙ୍କା ଅଟେ , ଓ ଏହା ପ୍ରଥମଥର ହୋଇଛି ଯେବେ ୱେକ୍ସ ର ଏକ ଖଣ୍ତକୁ ବହୁତ ଲୋକଙ୍କୁ କୋଟିପତି ବନାଇଦେଲା,  ଏକ ଜ୍ୟାକପଟ୍ ପରି ଯେଉଁ କାହାର ହାତଏ ଲାଗିଥାଏ , ତାହାର ଭାଗ୍ୟ ବଦଳାଇଦିଏ ।

Leave a Reply

Your email address will not be published. Required fields are marked *