December 26, 2024

Odia Express

Here, There and Everywhere

ସବୁ ଝିଅ ଚାହଁନ୍ତି କି ଏହି ୩ ଟି ରାଶିର ପୁଅ ହୁଅନ୍ତୁ , ତାଙ୍କର ସ୍ୱାମୀ – ପୁଅ ମାନେ ଏହି କଥା ନିଶ୍ଚୟ ଜାଣିରଖନ୍ତୁ

1 min read

ଜ୍ୟୋତିଷ୍ୟ ଶାସ୍ତ୍ରରେ ୧୨ ଟି ରାଶି ହୋଇଥାଏ , ଯେଉଁଥିରେ ୩ ଟି ରାଶିର ପୁଅ ଏକ ଭଲ ସ୍ୱାମୀ ଭାବେ ଜଣାଯାଆନ୍ତି , ସବୁ ଝିଅ ଏହି ରାଶିର ପୁଅଙ୍କୁ ନିଜ ସ୍ୱାମୀ ବନାଇବାକୁ ଚାହଁନ୍ତି , ଯାହାର କାରଣ ତାଙ୍କ ସ୍ୱଭାବ ହୋଇଥାଏ , ସବୁ ଲୋକ ରାଶିଗୁଡିକ ତାଙ୍କ ବିଷୟରେ ବହୁତ ରହସ୍ୟ ଖୋଲିଥାଏ , ତାଙ୍କର ସ୍ୱଭାବ କେମିତି, ଭବିଷ୍ୟରେ କିପରି ନେଚର୍ ରହିବ , ଭବିଷ୍ୟରେ କେଉଁ ପରିସ୍ଥିତି ହେବ , ଓ ବହୁତ କିଛି, ଝିଅମାନେ ଗୋଟେ ଭଲ ଜୀବନସାଥୀ ଚାହଁନ୍ତି , ଯିଏ ମୁସକିଲ୍ ସମୟରେ ଭୟଭୀତ ନହେଉ , ତାଙ୍କୁ ଭଲ ପାଉ, ଓ ସବୁବେଳେ ତାଙ୍କ ସହ ରହୁ, ତେବେ ଆସନ୍ତୁ ସେହି ତିନୋଟି ରାଶି ବିଷୟରେ କହିବୁ, ଯିଏ ଭଲ ସ୍ୱାମୀ ହେବାର ସବୁ ଗୁଣ ରଖିଥାନ୍ତି  ।

୧) ସିଂହ ରାଶି- ଏହି ରାଶିର ଜାତକରେ ବହୁତ ହିଁ ନିର୍ଭିକ ପ୍ରବୃତିର ହୋଇଥାନ୍ତି , ଏହି ରାଶିର ଲୋକଙ୍କୁ ସୁନ୍ଦର ସ୍ତ୍ରୀଙ୍କ ସାଥ୍ ମିଳିଥାଏ , ସେମାନେ ନିଜ ଜୀବନସାଥୀଙ୍କୁ ବହୁତ ସାବଧନତାରେ ବାଛିଥାନ୍ତି , ଭବିଷ୍ୟରେ ସଂମ୍ଭାବନାକୁ ଅନୁମାନ କରି ତାଙ୍କୁ ପସନ୍ଦ ନମ୍ବର ଭଲ ହୋଇଥାଏ , ଏହି ଜାତକର ଲୋକ ଭଲ ସ୍ୱାମୀ ହୋଇଥାନ୍ତି , କାରଣ ନିଜ ସମର୍ପଣ ଭାବ ରୁ ନିଜ ସ୍ତ୍ରୀକୁ ପ୍ରେମ୍ କରନ୍ତି , ଓ ତାହା ସହ ପରିବାର ସହ ତାଳମେଳ ବନାଇକରି ରଖନ୍ତି ।

୨) ମକର ରାଶି- ଏହି ରାଶିର ଜାତକ ସ୍ୱଭାବ ଭଲ ହୋଇଥାଏ , ଏହି ରାଶିର ସ୍ତ୍ରୀମାନେ ନିଜ ସ୍ୱାମୀଙ୍କୁ ସବୁବେଳେ ସନ୍ତୁଷ୍ଟ ଓ ଖୁସିରେ ରଖନ୍ତି , ଏହି ରାଶିର ପୁଅ ଭଲ ସ୍ୱାମୀ ହୋଇଥାନ୍ତି , କାରାଣ ନିଜ ପାର୍ଟନରଙ୍କ ଇମୋସନ୍ କୁ ସବୁବେଳେ ଦାୟିତ୍ୱ ନେଇଥାନ୍ତି , ଏମାନଙ୍କ ସ୍ୱଭାବ ଏପରି ହୋଇଥାଏ କି ସେ ନିଜ ପାର୍ଟନରଙ୍କ ପ୍ରତି ସବୁବେଳେ ବଫାଦାର୍ ହୋଇଥାନ୍ତି , ଏହି ରାଶିର ପୁଅ ସ୍ମାର୍ଟ ଲୁକ୍ ସହ ଆକର୍ଷକ ବାଣୀରୁ ବି ଧନୀ ହୋଇଥାନ୍ତି ।

୩) କନ୍ୟା ରାଶି- ଏହି ରାଶିର ଲୋକେ ସେହି ମାନେ ହୋଇଥାନ୍ତି , ଯାହାଙ୍କୁ ସବୁ ଝିଅ ନିଜ ସ୍ୱପ୍ନର ରାଜକୁମାରୀ ଭାବିଥାନ୍ତି , ଏହି ରାଶିର ଜାତକ ସ୍ମାର୍ଟନେସ୍ ସହ ଭଲ ହ୍ୟାଣ୍ତସମ୍ ଲୁକ୍ , ଆକର୍ଷକ ବ୍ୟକ୍ତିତ୍ୱ , ଦମଦାର୍ ଆବାଜ୍, ଓ ନିଜ କଥାରୁ ଅନ୍ୟ ଲୋକଙ୍କ ହୃଦୟରେ ଜାଗା ବନାଇପାରୁଥିବା ଜଣାଯାଆନ୍ତି , ଏହି ରାଶିର ଜାତକ ଭଲ ସ୍ୱାମୀ ହୋଇଥାନ୍ତି , କାରଣ ସେମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି , ତେବେ ଏବେ ଆପଣଙ୍କ ଉପରେ ନିର୍ଭର କଏ କି ଏହି ତିନି ରାଶିର ପୁଅଙ୍କୁ ସାକ୍ଷାତ ହେଲେ ତାଙ୍କୁ ପରଖିବାକୁ ଅଧିକା ସମୟ ଲାଗିବନାହିଁ

Leave a Reply

Your email address will not be published. Required fields are marked *