December 21, 2024

Odia Express

Here, There and Everywhere

ଏହା ହେଲା ଦୁନିଆଁର ସବୁଠାରୁ ମିଠାଫଳ, ଯାହା ଡାଇବେଟିଜ୍ ରୋଗୀଙ୍କ ପାଇଁ ଅଟେ ବରଦାନ ପରି

ପ୍ରକୃତି ଆମକୁ ଏମିତି ବହୁତ ପଦାର୍ଥ ଦେଇଛି ଯାହାକୁ ଆମେ ଦୈନଦିନ ଜୀବନରେ ପ୍ରୟୋଗ କରିଥାଉ, ଆମେ ସବୁ ପ୍ରକୃତି ଉପରେ ଆଶ୍ରିତ ଅଛେ , ବିନା ଏହାର ଆମର ଅସ୍ତିତ୍ୱ କଳ୍ପନା କରିବା ଅସଂମ୍ଭବ ଅଟେ, କାରଣ ଆମ ଶରୀରରେ ସୁଚାରୁ ରୁପେ ଚଲାଇବାପାଇଁ ଭୋଜନ ଦେଇଥାଏ,  ଏଥିରୁ ଗୋଟେ ଫଳ ଅଛି କିଛି ଏମିତି ଫଳ ବି ଅଛନ୍ତି , ଯାହାଙ୍କ ଯଦି ଆମେ ସେବନ ରୋଗର ସମୟରେ କରିଥାନ୍ତି ତେବେ ଆମକୁ ନାନାଦି ରୋଗ ସହ ଲଢିବାରେ କ୍ଷମତା ଦେଇଥାଏ , ଓ ତାହା ସହ ଫଳର ସେବନ କରିଲେ ଆମର ସବୁ ସୁସ୍ଥ୍ୟ ବି ହେବାକୁ ଲାଗିଥାଏ । ଯଦି ରୋଗର କଥା କହିବା ତେବେ ଏହି ପୁରା ଦୁନିଆଁରେ ସବୁଠାରୁ ଅଧିକା ଡାଇବେଟିଜ୍ ରୋଗରେ ପିଡିତ ଅଛନ୍ତି ଯାହାଙ୍କୁ ନେଇ ଡାକ୍ତର ଏମାନଙ୍କୁ ମିଠା ଖାଇବାରେ ମନା କରିଛନ୍ତି , ସେମିତି ଦେଖିବାକୁ ଗଲେ ସବୁ ରୋଗ ଡାକ୍ତର ମାନେ ତାଜା ଫଳ ଖାଇବାର ଉପଦେଶ ଦିଅନ୍ତି , କିନ୍ତୁ ଡାଇବେଟିଜ୍ ଏମିତି ଏକ ରୋଗ ଯାହାକି ମିଠା ଫଳ ଖାଇବାକୁ ବାରଣ କରାଯାଇଛି

ଏମିତିରେ ଡାଇବେଟିଜ୍ ରୋଗୀ ମିଠା ଜିନିଷକୁ ଦୁରେଇଦିଆଯାଏ , ଯାହା କରିବା ବହୁତ କଠିନ ହୋଇଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବୁ ଯାହା ମିଠା ଚିନି ମୁକାବଲାରେ ୩୦୦ ଗୁଣା ଅଧିକା ମିଠାଅଛି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହା ଏକଦମ୍ ସୁଗର୍ ଫ୍ରୀ ଅଟେ, ଯାହାକୁ ଡାଇବେଟିଜ୍ ରୋଗୀ ବି ଖାଇପାରିବେ । ଆଜି ଆମେ ଯେଉଁ ଫଳ ବିଷୟରେ କହୁଛୁ ତାର ନାଁ ହେଲା ମୋକ୍ ଫ୍ରୁଟ୍, କହିଦେବୁ କି ଏହି ଫଳ ଚିନ୍ ଦେଶରେ ମିଳିଥାଏ, କିନ୍ତୁ ଆପଣଙ୍କୁ କହିଦେବୁକି ଭାରତର ବୈଜ୍ଞାନିକ ଏହି ଫଳକୁ ତିଆରି କରିନେଇଛନ୍ତି , ଯାହା ସିଏସ୍ ଆଇ ଆର୍ –ଆଇଏଚ୍ ବିଟି ସଂସ୍ଥାନ ପାଲମପୁର୍ ରେ ପ୍ରସ୍ତୁତ କରାଯାଇଛି , ଚିନ୍ ସବୁଠାରୁ ପୁର୍ବରୁ ମୋକ୍ ଫ୍ରୁଟ୍ ଗଛ ଚିନ୍ ରେ ଲଗାଇଥିଲା,  ଯାହା ଏବେ ଭାରତର ପାଲମପୁରରେ ସିଏସ୍ ଆଇ ଆର୍ ଓ ଏନ୍ ବି ପିଜିଆର୍ ମଞ୍ଜୁରି ପରେ ଏବେ ଭାରତରେ ବଡସ୍ତରରେ ଉତ୍ପାଦନ କରାଯାଉଛି ।

ଆପଣଙ୍କୁ କହିଦେବୁ କି ଏହି ଫଳକୁ ମୋଗରୋସାଇଡ୍ ତତ୍ତ୍ୱରୁ ମିଠାର ନୁଆ ବିକଳ୍ପ ବନାଇବାର ପ୍ରସ୍ତୁତି ଜାରି ରହିଛି, ଯାହା ଡାଇବେଟିଜ୍ ରୋଗୀ ମିଠା ଖାଇପାରିବେ , ଯାହା ଚିନି ମୁକାବଲା ୩୦୦ ଗୁଣା ଅଧିକା ମିଠା ହୋଇଥାଏ , ଆପଣଙ୍କୁ କହିଦେବୁ କି ଏହି ଫଳରେ ଏମିନୋ ଏସିଡ୍, ଫ୍ରକ୍ଟୋଜ୍, ଖଣିଜ ଓ ବହୁତ ଭିଟାମିନ୍ ମିଳିଥାଏ,  ଆପଣଙ୍କୁ କହିଦେବୁ କି କୃଷି ବୈଜ୍ଞାନିକଙ୍କ ମୁତାବିକ ଏହି ଫଳର ଗଛ ଜରିଆରେ ଆମ ଦେଶରେ ଚାଷୀଙ୍କ ପାଖରେ ଆୟରଏକ ନୁଆ ସାଧନ ସୃଷ୍ଟି ହେବ , ଓ ଏହା ଡାଇବେଟିଜ୍ ରୋଗୀଙ୍କ ପାଈଁ ବହୁତ ଲାଭକାରୀ ହୋଇପାରିବ

Leave a Reply

Your email address will not be published. Required fields are marked *