October 17, 2024

Odia Express

Here, There and Everywhere

ସୋନାକ୍ଷୀ ସିହ୍ନାଙ୍କ ଠାରୁ ଅଧିକା ସୁନ୍ଦର ଅଟନ୍ତି ତାଙ୍କ ଭାଉଜ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଦ୍ୱିୱାନା

ବଲିଉଡ୍ କଳାକାର ଚର୍ଚ୍ଚାରେ ରହିବା ସାଧାରଣ କଥା ଅଟେ , ଦୁନିଆଁ ଏମିତି ହୋଇଥାଏ ଯେଉଁଠି ଆସିବା ଦିନରୁ କିଛି ନା କିଛି ଖବର ସାମ୍ନାକୁ ଆସିଯାଏ , ସେମିତି ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁ ଗ୍ଲାମର ରେ ଭରି ରହିଛି, ଏଠାରେ କିଛି ଥାନ୍ତି ଯିଏକି ବହୁତ ସୁନ୍ଦର ଅଟନ୍ତି । ଯାହାଙ୍କୁ ଦେଖିଲେ ଲୋକେ ଦିୱାନା ହୋଇଯାଆନ୍ତି , କିନ୍ତୁ କହିଦେବୁ କି ଏହି ଇଣ୍ତଷ୍ଟ୍ରିରେ ନିଜକୁ ସେଟେଲ୍ କରିବା ଏତେ ସହଜ ନୁହେଁ , ବହୁତଥର ଏମିତି ଦେଖିବାକୁ ମିଳିଯାଏ କି ଇଣ୍ତଷ୍ଟ୍ରିରେ ଲୋକ ନିଜ ପୁରା ଜୀବନ ବିତାଇଦିଅନ୍ତି , କିନ୍ତୁ ଲୋକଙ୍କୁ ପରିଚୟ ମିଳିପାରେନାହିଁ ,ସେମିତି କିଛି ଲୋକ ଏଠାରେ ପରିଶ୍ରମ କରି ରାତାରାତି ସଫଳତା ପାଇଯାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନ ହୋଇଥାନ୍ତି ଆମର ବଲିଉଡ୍ ଇଣ୍ତଷ୍ଟ୍ରିରେ କିଛି କଳାକାର ଅଛନ୍ତି ଯାହାଙ୍କ ନାଁରୁ ଫିଲ୍ମ ହିଟ୍ ହୋଇଯାଏ , ସେ ଫିଲ୍ମ ଯେପରି ବି ହେଉ, କିନ୍ତୁ ଦର୍ଶକ ଫିଲ୍ମ କେବଳ ନିଜ ପସନ୍ଦର ଷ୍ଟାର୍ ଙ୍କ ଦେଖିବାକୁ ଆସିବେ

ସେମିତି କହିବୁ କି କିଛି ସମୟପୁର୍ବରୁ ଆପଣଙ୍କୁ ମନେ ଥିବ କି ବଲିଉଡ୍ ରେ ଶତ୍ରୁଘ୍ନ ସିହ୍ନାଙ୍କ କେତେ ନା ଥିଲା , ଓ ସେହି ସମୟରେ ସେ କେତେ ଲୋକପ୍ରିୟ ହୋଇଥିଲେ, ଗୋଟେ ସମୟ ଥିଲା ଯେବେ ବଲିଉଡ୍ ରେ ବିହାରୀ ବାବୁ ଶତ୍ରୁଘ୍ନସିହ୍ନା ଙ୍କ କ୍ରେଜ୍ ରହିଥିଲା । ଗୋଟେ ସମୟରେ ଯେବେ ଫିଲ୍ମ ନିର୍ମାତା ନିର୍ଦ୍ଧେଶକ ଫିଲ୍ମରେ ହିମ୍ୟାନ୍ ଧର୍ମେନ୍ଦ୍ର ଓ ଆଙ୍ଗ୍ରୀ ୟଙ୍ଗମାନ୍ ଅମିତାଭଙ୍କ ଜାଗାରେ ଶତ୍ରୁଘ୍ନ ସିହ୍ନାଙ୍କୁ ପସନ୍ଦ କରୁଥିଲେ , କିନ୍ତୁ ଆଜିର ସମୟରେ ତାଙ୍କ ଝିଅ ବି କମ୍ ନୁହେଁ , ସେ ଇଣ୍ତଷ୍ଟ୍ରିରେ ବହୁତ ନାଁ କମାଉଛନ୍ତି , ଆମେ କଥା ହେଉଛୁ ସୋନାକ୍ଷୀ ସିହ୍ନାଙ୍କର, କହିଦେବୁ କି ଶତ୍ରୁଘ୍ନ ସିହ୍ନାଙ୍କ ତିନୋଟି ଛୁଆ ଅଛନ୍ତି ଯେଉଁଥିରେ ଲଭ୍ କୁସ୍ ଯାଆଁଳା ଭାଇ ଓ ଛୋଟ ଭଉଣୀ ସୋନାକ୍ଷୀ ଅଛନ୍ତି ।

ଏମାନଙ୍କୁ ତ ସମସ୍ତେ ଜାଣିଥିବେ କିନ୍ତୁ ଯଦି ଆମେ ଶତ୍ରୁଘ୍ନ ସିହ୍ନାଙ୍କ କଥା କହିବୁ ନାହିଁ କି ସୋନାକ୍ଷୀ ସିହ୍ନାଙ୍କର ନୁହେଁ ,ବରଂ ଆଜି ଆମେ କଥା ହେବୁ ଶତ୍ରୁଘ୍ନ ସିହ୍ନାଙ୍କ ବୋହୁଙ୍କ ବିଷୟରେ, ଯିଏକି ଫିଲ୍ମ ଜଗତ ସହ କୌଣସି ସଂମ୍ପର୍କ ନାହିଁ,  ବଲିଉଡ୍ ସହ କିଛି ସଂମ୍ପର୍କ ନଥାଇ ବି ସେ ଲାଇମ୍ ଲାଇଟ୍ ରେ ରୁହନ୍ତି  ଏହାରପଛରେ କାରଣ ତାଙ୍କର ସୁନ୍ଦରତା ଯାହା କାରାଣରୁ ସେ ମିଡିଆ ସାମ୍ନାରେ ଆସିଥାନ୍ତି ।ସୋନାକ୍ଷୀ ଅଧିକାଂଶ ସମୟରେ ନିଜ ଭାଉଜଙ୍କ ସହ ଫଟୋ ସେୟାର୍ କରନ୍ତି , ସେମିତି ଜଣେଇଦେବୁ କି ତରୁଣା ଲଣ୍ତନର ପ୍ରସିଦ୍ଧ ଏନ୍ ଆର୍ ଆଇ ଫ୍ୟାମିଲିରୁ ଅଟନ୍ତି, ବୋଧେ ଏହି କାରଣରୁ ସୋନାକ୍ଷୀଙ୍କ ପରି ତରୁଣା ସୋସିଆଲ୍ ମିଡିଆରେ ଲକ୍ଷାଧିକଫଲୋଅର୍ସ ଅଛନ୍ତି , ଓ ବହୁତଥର ନିଜ ଫଟୋ ସେୟାର୍ କରିଥାନ୍ତି ।

ଆପଣଙ୍କୁ କହିଦେବୁ କି ସୋନାକ୍ଷୀଙ୍କ ଭାଇ କୁଶଙ୍କ ବିବାହ ୨୦୧୫ ରେ ତରୁଣାଙ୍କ ସହ ହୋଇଥିଲା , ବିବାହପରେ ସେମାନେ ବହୁତ ଚର୍ଚ୍ଚିତ ହୋଇଯାଇଥିଲେ , ଯାହାଙ୍କ କାରଣ ତାଙ୍କର ସୁନ୍ଦରତା ଥିଲା,  କୁହାଯାଏ କି ତାଙ୍କ ବିବାହରେ ପିଏମ୍ ମୋଦୀ ନିଜେ ଆସିଥିଲେ,  ତାହା ସହ ବଲିଉଡ୍ ରୁ ବହୁତ ବଡ ବଡ କଳାକାର ଆସି ଯୋଗ ଦେଇଥିଲେ , ଯେଉଁଥିରେ ଅମିତାଭ, ହେମା ମାଳିନୀ, ଟିନା ଅମ୍ବାନୀ, ଆଦି ସାମିଲ୍ ଥିଲେ

Leave a Reply

Your email address will not be published. Required fields are marked *