October 17, 2024

Odia Express

Here, There and Everywhere

ସବୁଦିନ ବ୍ରଶରେ ସାମିଲ୍ କରନ୍ତୁ ଖାଲି ଏହି ଜିନିଷ, ପାଆନ୍ତୁ କ୍ଷୀର ପରି ଧଳା ଚମକାଦାର୍ ଦାନ୍ତ…

ଚମକଦାର୍ ଦାନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ , କିନ୍ତୁ ସମସ୍ତଙ୍କୁ ନିଜ ମନମୁତାବିକ ଦାନ୍ତ ଧଳା କେଉଁଠୁ ବା ମିଳିପାରିବ , ହଁ ଆଜ୍ଞା ଆପଣ ହଳଦିଆ ମଇଳା ଦାନ୍ତରୁ ଚିନ୍ତିତ ରହୁଛନ୍ତି ? ତେବେ ଆମ ଦ୍ୱାରା କୁହାଯାଇଥିବା ଏକ ଉପାୟ କରିଦେଖନ୍ତୁ , କହିଦେବୁ କି ଏହି ଉପାୟ କାରଗର ପ୍ରମାଣିତ ହେବ , ଯେବେ ଆପଣ କେଉଁ ବ୍ୟକ୍ତିକୁ ଦେଖିଥାନ୍ତି , ଯାହାଙ୍କ ଦାନ୍ତ ଏକ ଦମ୍ ସଫା ହୋଇଥାଏ, ତେବେ ଆପଣ ନିଜକୁ ଅସହଜ ମନେ କରନ୍ତି , ଏମିତିରେ ଆପଣଙ୍କୁ ଚିନ୍ତା ମାଡିବସେ , ତେବେ ଆସନ୍ତୁ ଜାଣିବା ସେଇ ବିଷୟରେ । ଚମକଦାର୍ ଦାନ୍ତ ଆପଣଙ୍କ ହସରେ ଦୁଇଗୁଣା ଶୋଭା ବଢାଇଥାଏ,  କିନ୍ତୁ ଯଦି ଏହା ମଇଳା ହୋଇଥିବ , ତେବେ ଆପଣ ଖୋଲିକରି ହସିବି ପାରନ୍ତି ନାହିଁ , ଏତିକି ନୁହେଁ କାହା ସାମ୍ନାକୁ ଯିବାପାଇଁ ବି ଭୟ କରନ୍ତି , ତେବେ ଏମିତି ଲଜ୍ଜିତ ନହେବାପାଇଁ ଏହି ଉପାୟକୁ ନିୟମିତ ବ୍ୟବହାର କରନ୍ତୁ , ତାପରେ ଦେଖନ୍ତୁ ଆପଣଙ୍କ ଦାନ୍ତରୁ ହଳଦିଆ ଆବରଣ ଦୁର ହୋଇଯିବ , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ଦାନ୍ତ ହଳଦିଆ ହୋଇଗଲେ ଆମ ଉପରେ ବହୁତ ନକରାତ୍ମକ ପ୍ରଭାବ ପକାଇଥାଏ,  ଏମିତିରେ ହିନଭାବନା ଶିକାର ହୋଇଯାଆନ୍ତି , ଏତିକି ନୁହେଁ ସୁସ୍ଥ୍ୟ ଦାନ୍ତରୁ ଆପଣଙ୍କ ସ୍ୱାସ୍ଥ୍ୟର ବିଷୟରେ ଜଣାପଡିଥାଏ , କାରଣ ମାନାଯାଏ କି ସଫା ଓ ସୁନ୍ଦର ଦାନ୍ତ ଆପଣଙ୍କ ସ୍ୱାସ୍ଥ୍ୟକର ବୋଲି ଜଣାଯାଏ , ଏମିତିରେ ଯଦି ଆପଣଙ୍କ ଦାନ୍ତ ସୁନ୍ଦର କିମ୍ବା ସଫା ନାହିଁ ତେବେ ଆପଣ ରୋଗାଗ୍ରସ୍ତ ବୋଲି ଜଣାଯାଆନ୍ତି , ଏହାର ବିପରିତ ଯଦି ଆପଣଙ୍କ ଦାନ୍ତ ପୁରା ସଫା ଥିବ , ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ୍ ସତେଜ ରହିଥାଏ ।

୧) କିଛି ଷ୍ଟୋବ୍ରେରୀ ନେଇକରି ତାହାର ଏକ ପେଷ୍ଟ ତିଆରି କରନ୍ତୁ , ଏହି ପେଷ୍ଟକୁ ସବୁଦିନ ନିଜ ଦାନ୍ତକୁ ସଫା କରନ୍ତୁ , କିଛି ଦିନରେ ଦାନ୍ତରୁ ହଳଦିଆ ଆବରଣ ଦୁର ହୋଇଯିବ , ଆପଣ ଏହାର ସେବନ ନିୟମିତ ଭାବେ କରିବାର୍ ଅଛି ।

୨) ନିମ୍ବ ଏପରି ଏକ ଔଷଧୀ ଅଟେ, ଯାହା ଦାନ୍ତକୁ ସଫା ରଖିବାରେ ସାହାଯ୍ୟ କରେ, ତାହା ସହ ନିମ୍ବରେ ଦାନ୍ତ ସଫା ହୋଇଥିବା ସହ ବ୍ୟାକ୍ଟେରିଆ ବି ମାରିଥାଏ, ଏମିତିରେ ଆପଣଙ୍କୁ ସବୁଦିନ ନିମ୍ବ କାଠିରେ ଦାନ୍ତ୍ ସଫା କରିବାର ଅଛି , ଏଥିପାଇଁ ଏକ ନିମ୍ବର ଡାଳକୁ ଭାଙ୍ଗି ନିଜ ପାଖରେ ରଖନ୍ତୁ , ଓ ତାହାକୁ ଛେଚି ତାର ଉପର ପାର୍ଶ୍ୱକୁ ବ୍ରଶ୍ ପରି ନିଜ ଦାନ୍ତକୁ ସଫା କରନ୍ତୁ ,

୩) ଏହା ଛଡା କିଛି ଲୁଣ ଓ ଟିକିଏ ପାଣି ୧ ଚାମଚ ମିଠା ସୋଢା ମିଶାଇକରି ଦାନ୍ତରେ ଲଗାଇଲେ ଦାନ୍ତରୁ ସବୁ କଳାପଣ ଦୁର ହୋଇଯାଏ , ଏହା ଆପଣଙ୍କୁ ଏକ ସପ୍ତାହ କିମ୍ବା ଗୋଟେ ଦୁଇଦିନ କରିବାର ଅଛି, ଏଥିରେ ସବୁ ଅସୁବିଧା ଦୁର ହୋଇଯିବ ।

 

Leave a Reply

Your email address will not be published. Required fields are marked *