October 17, 2024

Odia Express

Here, There and Everywhere

ନୂଆ ଓଡ଼ିଆ ହସକଥା – ସ୍ୱାମୀ ନିଜ ସ୍ତ୍ରୀକୁ ନିଜ ବିବାହର ଆଲବମ୍ ଦେଖାଉଥିଲେ,  ତେବେ ତାଙ୍କ ପୁଅ ଆସିଲା ଓ କହିଲା , ବାପା- ଏହି ବିବାହର ମତଲବ କଣ ତାପରେ ବାପା ଯାହା କହିଲେ ଶୁଣିକି ନିଶ୍ଚୟ ହସିବେ ଆପଣ..

1 min read

ଚୁଟକୁଲାର ମଜା ନେବା ସମସ୍ତଙ୍କୁ ହୋଇଥାଏ,  ଏହି ଚୁଟକୁଲାକୁ ପଢିଲେ ମନ ଓ ମସ୍ତିଷ୍କକୁ ଆନନ୍ଦ ଦେଇଥାଏ , ଏହି କାରଣରୁ ଲୋକଙ୍କ ମଧ୍ୟରେ ଜୋକ୍ସ ବହୁତ ପପୁଲାର୍ ହୋଇଥାଏ , ଏମାନଙ୍କୁ ପଢିଏ ଅଲଗା ଅଲଗା ଅନୁଭବ ହୋଇଥାଏ,  ସେମିତି ମନୋରଞ୍ଜନ ପାଇଁ ଦୁନିଆଁରେ ଆହୁରି ଜିନିଷ ଅଛି , କିନ୍ତ ଜୋକ୍ସ ପଢିବା ମଜା ସବୁଠାରୁ ଭିନ୍ନ ହୋଇଥାଏ , ଏହିଗୁଡିକ କମ୍ ସମୟ ମଧ୍ୟରେ ପଢିକରି ଆନନ୍ଦ ନେଇପାରିବେ , ଦ୍ୱିତୀୟ କଥା ଏହା କି ଜୋକ୍ସ ପଢିବା ସବୁଠାରୁ ଶସ୍ତା କାମ ହୋଇଥାଏ ,ଏଥିରେ ଏଣ୍ଟରଟେନ୍ ହେବା ସହ କିଛି ଖାସ୍ ପଇସା ବି ଖର୍ଚ୍ଚ କରିବାକୁ ପଡେନି, ଏହି ସବୁ ଜିନିଷ କାରଣରୁ ଜୋକ୍ସ ପଢିବା ଭଲ କଥା ହୋଇଥାଏ,  ତେବେ ଆସନ୍ତୁ ବିନା କେଉଁ ଡେରିକରି ଏହି ଜୋକ୍ସକୁ ପଢିବା ,

୧)ଜର୍ଜ- ଘରର ମାଲିକ ହୋଇଥିବା ଥିଲାବେଳେ ବି ତୁମେ ଚୋରି କିପରି କଲ ? ଚୋର ବଡ ନିରିହରେ ଜବାବ୍ ଦେଲା , ସାର୍ ଆପଣଙ୍କ ଚାକିରି ଭଲ, ସ୍ୟାଲେରି ଭଲ ଅଛି, ତାପରେ ଆପଣ ଏହା ଶିଖିକି କଣକରିବେ ?

୨)ସ୍ତ୍ରୀ ବାପଘରୁ ଫୋନ୍ କରେ ସ୍ୱାମୀଙ୍କୁ- ନିଜରଦାୟିତ୍ୱ ନେବ ,ଶୁଣୁଛି ବହୁତ ଡେଙ୍ଗୁ ହେଉଛି , ସ୍ୱାମୀ- ମୋର ସବୁ ରକ୍ତ ତୁମେ ପିଇଦେଇଛ , ମଶା କଣ ରକ୍ତଦାନ କରିବାକୁ ଆସିବେ କି ?

୩) ଆଜି ସବୁ ଝିଅଙ୍କୁ କରାଟେ ଓ ସବୁ ପୁଅଙ୍କୁ ପରଟା ଶିଖିବା ଜରୁରୀ, ଜଣାନାହିଁ ଶଳା କେବେ ଦରକାରପଡିଯିବ ।

୪) ପପୁ –ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଗଲା, ଇଣ୍ଟରଭ୍ୟୁଅର୍ କହିଲା- ତୁମେ କେତେ ବଡ ବିପଦ ସାମ୍ନାକରିପାରିବ ? ପପୁ- ସାର୍ ,ଭଗବାନଙ୍କୁ ଆଗାମୀ ଜନ୍ମ ପାଇଁ ଏହି ଏକ ସ୍ତ୍ରୀ ମାଗିଛି, ଯିଏ ଏବେ ଅଛି , ତାପରେ କଣ ଜବାବ୍ ପରେ ପପୁକୁ ଚାକିରି ମିଳିଗଲା ।

୫) ବିବାହିତ ମହିଳାଙ୍କ ଦ୍ୱାରା କୁହାଯାଉଥିବା ସବୁଠାରୁ ବଡ ମିଛ, ତାଙ୍କୁ ପଚାରିବାକୁ ପଡିବ, ଓ ବିବାହିତ ପୁରୁଷଙ୍କ ଦ୍ୱାରା କୁହାଯାଉଥିବା ବଡ ମିଛ ତାଙ୍କୁ ପଚାରିବାକୁ ପଡିବ ।

୬) ଚାରିଜଣ ପୁଅ ବାଇକ୍ ରେ ବସିଯାଉଥିଲେ, ତେବେ ପୋଲିସ୍ ଅଟକାଇଲା, ପୋଲିସ୍ ବାଲା- ତୁମେ ସମସ୍ତଙ୍କୁ ଜଣାନାହିଁ କି ବାଇକ୍ ରେ ତିନିଜଣ ଲୋକ ଅଧିକା ବସିଲେ ଫାଇନ୍ ଲାଗିବ ବୋଲି, ତୁମେ ୪ ଜଣ ବସିଛ ବାଇକ୍ ଚଲାଉଥିବା ପଛକୁ ଦେଖି କହିଲା , ଆରେ ଶଳା ୫ନମ୍ବର ଟୋକା କୁଆଡେ ଗଲା ,

୭) ବସ୍ ଷ୍ଟାଣ୍ତରେ ଏକ ଝିଅ ଠିଆ ହୋଇଥିଲା , ସେଠାରେ ଗୋଟେ ମୋଟରସାଇକେଲ୍ ରୁ ବାହାରିଲା , ଟିକିଏ ଦୁରକୁ ଯାଇ ପୁଣି ଫେରିଲା , ଓ ଝିଅକୁ ପଚାରିଲା ଚିହ୍ନିପାରିଲ ? ଝିଅ- କହିଲା ନା,  ପୁଅ- ଏବେ ତ ତୁମ ସାମ୍ନାରୁ ବାହାରିଥିଲି ।

୮) ଗୋଟେ କଥା ସବୁବେଳେ ମନେ ରଖିବ,  ଦୁନିଆଁରେ କିଛି ମିଳୁ କି ନମିଳୁ, ଦୁଇଟା ଜିନିଷ ହକ୍ ରେ ନେବା ଉଚିତ୍ , ଏକ ସିଙ୍ଗଡା ସହ ଏକ୍ସଟ୍ରା ଚଟଣି, ଦ୍ୱିତୀୟଟି ହେଲା ଗୁପ୍ ଚୁପ୍ ସହ ଏକ ପାମ୍ପୁଡି,

୯) ମୁଁ ସୁର୍ଯ୍ୟଦେବଙ୍କୁ ପଚାରିଲି ପ୍ରଭୁ- ଏବେ ତ ଏପ୍ରିଲ୍ ହୋଇଛି, ଏବେ ୪୪-୪୫ ଡିଗ୍ରୀ ସୁର୍ଯ୍ୟଦେବ କହିଲେ , ଏବେ ତ୍ ପାର୍ଟି ଆରମ୍ଭ ହେଲା ।

୧୦) ଚାରିଟି ଜିନିଷ ଶେଷ ହେବାପରେ ବହୁତ ହଇରାଣ ହେବାକୁ ପଡେ , ୧) ବନ୍ଧୁତା, ୨ ପଇସା, ୩) ପ୍ରେମ ୪) ରବିବାର, ଲାଷ୍ଟ୍ ବାଲା କନ୍ଦାଇଦେଇଥାଏ ।

୧୧) ଝିଅ ଘର ଲୋକେ ଝିଅପାଇଁ ପୁଅ ଦେଖିବାକୁ ଗଲେ , ପୁଅ- ମୋବାଇଲ୍ ରେ ତିନ୍ ପତ୍ତି ହ୍ୟାଙ୍ଗ୍ ହୋଇଗଲା , ଓ ସବୁ ଆୟ ଚାଲିଗଲା ,

୧୨) ସ୍ୱାମୀ ନିଜ ସ୍ତ୍ରୀକୁ ନିଜ ବିବାହର ଆଲବମ୍ ଦେଖାଉଥିଲେ,  ତେବେ ତାଙ୍କ ପୁଅ ଆସିଲା ଓ କହିଲା , ବାପା- ଏହି ବିବାହର ମତଲବ କଣ ? ବାପା- ନିଜ ନାଁରସୁପାରୀ ନେବା ।

୧୩) ବର୍ମାଜୀ ଓକିଲକୁ- ମୋତେ ନିଜ ସ୍ତ୍ରୀଠାରୁ ଛାଡପତ୍ର ଦରକାର,

ଗତ ୬ ମାସ ରୁ ମୋତେ କଥା ହେଉନି, ଓକିଲ- ଥରେ ଭଲ ଭାବେ ଭାବିନିଅ, ଏମିତି ସ୍ତ୍ରୀ ବାରମ୍ବାର ମିଳିବନି

Leave a Reply

Your email address will not be published. Required fields are marked *