October 17, 2024

Odia Express

Here, There and Everywhere

ଲକ୍ଷେରୁ ଗୋଟେ ହୋଇଥାନ୍ତି ମେଷରାଶିର ଜାତକ, ଜାଣନ୍ତୁ ଏମାନଙ୍କ ୧୦ ଟି ଖାସ୍ ଗୁଣ ବିଷୟରେ..

ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟ ଶାସ୍ତ୍ର ବହୁତ ଅଧିକା ମାନିଥାନ୍ତି , ଏମିତି କୁହାଯାଏ କି ରାଶିଗୁଡିକର ଆଧାରରେ ଆମେ କେଉଁ ବ୍ୟକ୍ତିର ଭବିଷ୍ୟତ ଓ ଆଚରଣ କହିପାରିବା , ଜ୍ୟୋତିଷ୍ୟ ବିଦ୍ୟାରେ ପ୍ରାୟ ୧୨ ଟି ରାଶିର ବର୍ଣ୍ଣନ ଦେଖିବାକୁ ମିଳେ , ଏହି ସବୁ ରାଶିର ନିଜର ଏକ ଖାସ୍ ବିଶେଷତା ହୋଇଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ ମେଷ ରାଶି ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା କହିବାକୁ ଯାଉଛୁ, ମେଷ ରାଶିର ଜାତକ ଅନୋଖା ହୋଇଥାନ୍ତି , ଏମାନଙ୍କୁ ଭିଡରୁ ଆପଣ ଅଲଗା ଚିହ୍ନିପାରିବେ,  ଏମାନଙ୍କ ମଧ୍ୟରେ ବହୁତ ସାରା ଗୁଣ୍ ରହିଥାଏ, ଯାହା ଅନ୍ୟଙ୍କ ଅପେକ୍ଷା ଅଧିକା କ୍ରିଏଟିଭ୍ ବନାଇଥାଏ,, ତେବେ ଆସନ୍ତୁ କଥା ହେବା ତାଙ୍କର ସେହି ଗୁଣଗୁଡିକ ବିଷୟରେ ।

୧) ଏହି ରାଶିର ଲୋକେ ଟିକିଏ କ୍ରିଏଟିଭ୍ ମାଇଣ୍ତର ହୋଇଥାନ୍ତି , ଏମାନଙ୍କ ରଚନାତ୍ମକ ଭାବନା କାରଣରୁ ଏମାନଙ୍କ ଆଇଡିଆ ଅଲଗା ହୋଇଥାଏ , ଏମାନେ ଯେଉଁଠିକୁ ବି ଯାଆନ୍ତି ନିଜ ବିଚାର ଓ ଆଇଡିଆରୁ ଲୋକଙ୍କ ହୃଦୟ ଜିଣିପାରନ୍ତି ।

୨) ଏହି ଲୋକ ବଡ ଇମାନଦାର୍ ହୋଇଥାନ୍ତି , ଏମାନଙ୍କ ଜୀବନରେ କିଛି ନିୟମ କାନୁନ୍ ରେ ବଞ୍ଚିବାକୁ ଚାହଁନ୍ତି , ଏମାନେ କେବେ ବେଇମାନୀରୁ ପଇସା କମାଇବା ବିଷୟରେ ଭାବନ୍ତି ନାହିଁ ।

୩) ସଂମ୍ପର୍କର ମାମଲାରେ ଏମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି , ଥରେ ଯାହାର ହୃଦୟ ଦେଇଦେଲେ ତାଙ୍କୁ ନିଜର ଭାବିବସନ୍ତି , ଓ ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ , ତାଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତି ।

୪) ଏମାନଙ୍କ ମଧ୍ୟରେ ବହୁତ ଜଲଦି ଶିଖିବାର୍ କଳା ହୋଇଥାଏ , ଯଦି କେଉଁ ଜିନିଷର ଜ୍ଞାନ ନାହିଁ ତେବେ ମନରୁ ଶିଖିବାର ଦମ୍ ରଖନ୍ତି , ଏମାନେ ଯେଉଁ ଜିନିଷକୁ ମନେ ରଖିନେଲେ ତେବେ ଆଉଥରେ ଭୁଲନ୍ତି ନାହିଁ , ଏମାନଙ୍କ ମେମୋରି ପାୱାର୍ ଗଜବର ହୋଇଥାଏ ।

୫) ଏମାନଙ୍କୁ ଶାନ୍ତ ବାତାବରଣ ଓ ପ୍ରାକୃତିକ ଜିନିଷରେ ଅଧିକା ରୁଚି ରହିଥାଏ, ପାଟିତୁଣ୍ତ ଆଦିରୁ ଦୁରେଇ ରହିବା ପସନ୍ଦ କରିଥାନ୍ତି , ଏମାନେ ଏକେଲା ସମୟ ବିତାଇବା ପସନ୍ଦ କରନ୍ତି ।

୬) ଏହି ରାଶିର ଲୋକଙ୍କୁ ରାଗ ବହୁତ ଅଧିକା ଆସେ , ଏମାନେ ଏତେ ଜଲଦି ରାଗନ୍ତି ନାହିଁ କିନ୍ତୁ ସହିବାର ସୀମା ପାର୍ ହେଲେ ଏମାନେ ବହୁତ ଜଲଦି ରାଗିଯାଆନ୍ତି , ରାଗରେ ଏମାନଙ୍କ ଏକ ଅଲଗା ରୁପ ଦେଖିବାକୁ ମିଳେ , କିନ୍ତୁ ଭଲ କଥା ଏହାକି ରାଗ ବି ଜଲଦି ଶାନ୍ତ ହୋଇଯାଏ ,

୭) ଏମାନଙ୍କ ବଡ ଟ୍ୟାଲେଣ୍ଟେଡ୍ ଦିମାଗ୍ ହୋଇଥାଏ , ଏମାନେ ବଡ ବୁଦ୍ଧିମାନୀ ଓ ଚତୁର ହୋଇଥାନ୍ତି , ଖାସକରି କେଉଁ ଚାଲ୍ ଚାଲିବା, କିମ୍ବା କେଉଁ ପ୍ଲାନ ବନାଇବାରେ ଏମାନଙ୍କ କେହି ଭାଙ୍ଗିପାରିବେ ନାହିଁ ।

୮) ଏମାନଙ୍କ ଭାଗ୍ୟ ସବୁବେଲେ ଅନ୍ତିମ ସମୟରେ ଧୋକା ଦେଇଯାଏ , ଯଦି କେଉଁ କାମ କରିଥାନ୍ତି ତେବେ ଆରମ୍ଭରୁ ଭଲ ହୋଇଥାଏ , କିନ୍ତୁ ଫଳାଫଳ ଆସିବାପୁର୍ବରୁ ହିଁ କାମ ବିଗଡିଯାଏ , ଏମାନଙ୍କ ଭାଗ୍ୟ ବହୁତ ବିଳମ୍ବରେ ଚମକିଥାଏ ।

୯) ଏମାନଙ୍କ ଦିମାଗ କେବେ ଶାନ୍ତ ରୁହେନାହିଁ , ଏମାନେ ଲଗାତାର କେଉଁ ନା କେଉଁ ଜିନିଷ ବିଷୟରେ ଭାବୁଥାନ୍ତି , ବହୁତଥର ସେହି ଜିନିଷର ଟେନସନ୍ ନେଇ ଥାନ୍ତି ଯାହା ହୋଇନାହିଁ ।

୧୦) ବ୍ୟବହାରରେ ଏମାନେ ସମସ୍ତଙ୍କ ସହ ଭଲରେ ରୁହନ୍ତି , ଏମାନେ କାହାକୁ ଅପମାନ କରନ୍ତି ନାହିଁ , ଏମାନେ ନିଜ କାମକୁ କାମ ଭାବେ ଦେଖିବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *