October 17, 2024

Odia Express

Here, There and Everywhere

ଜାଣନ୍ତୁ କଣ ପାଇଁ ଏତେ ପାପ କରିବାପରେ ବି ଦୁର୍ଯୋଧନଙ୍କୁ ସ୍ୱର୍ଗରେ ଜାଗା କଣପାଇଁ ମିଳିଲା , କାରଣ ଜାଣିଲେ ହୋଇଯିବେ ସ୍ତବ୍ଧ

କୁହନ୍ତି ନା ଜୀବନ ଓ ମୃତ୍ୟୁ ଏହି ସଂସାରର ନିୟମ ଅଟେ, ଯାହାକୁ କେହି ବି ଭାଙ୍ଗିପାରିବେନାହିଁ,  ହଁ ଆଜ୍ଞା ଯେଉଁ ବ୍ୟକ୍ତି ଦୁନିଆଁରେ ଆସିଥାଏ ସେ ଦିନେ ନାଦିନେ ଏହି ଦୁନିଆଁକୁ ଛାଡିଯିବାକୁ ପଡିଥାଏ, ଏହି କଥା ଅଲଗା କି କିଛି ଲୋକ ମୃତ୍ୟୁପରେ ନର୍କକୁ ଯାଇଥାନ୍ତି , ତେବେ କିଛି ଲୋକ ସ୍ୱର୍ଗକୁ ଯାଈଥାନ୍ତି , ଏବେ ସେମିତି କହିଲେ ଯେଉଁ ଲୋକଙ୍କର କର୍ମ ଭଲ ହୋଇଥାଏ, ସେମାନେ ସ୍ୱର୍ଗପ୍ରାପ୍ତି କରନ୍ତି , କିନ୍ତୁ ଯେଉଁ ଲୋକ ଖରାପ କର୍ମ କରନ୍ତି , ସେମାନେ ନର୍କ ବା ଦୁଃଖ ଭୋଗିବାକୁ ବାଧ୍ୟ ହୁଅନ୍ତି , କର୍ମ ଅନୁଯାୟୀ ନର୍କରେ ତାଙ୍କୁ ଦଣ୍ତ ଭୋଗିବାକୁ ପଡିଥାଏ । ଆଜି ଆମେ ଏମିତି ଏକ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯିଏକି ନିଜ ଜୀବନରେ ଖରାପ କର୍ମ କରିଛନ୍ତି କିନ୍ତୁ ମରିବାପରେ ସ୍ୱର୍ଗକୁ ଯିବାକୁ ମଉକା ମିଳିଲାନାହିଁ

ହଁ ଆଜ୍ଞା , ଆପଣଙ୍କୁ ଜଣେଇଦେବୁ କି ଆମେ ଏଠାରେ ଦୁର୍ଯୋଧନଙ୍କ କଥା କହୁଛୁ, ସେମିତି ଆପଣ ଦୁର୍ଯୋଧନଙ୍କ ନାଁ ଶୁଣିଥିବେ, ଯିଏକି ମହାଭାରତରେ ଦ୍ରୋପଦୀଙ୍କ ଚିରହରଣ କରିଥିଲେ, କିନ୍ତୁ ଏତିକି ନୁହେଁ ଖରାପ କର୍ମକରିବା ପରେ ବି ମରିବାପରେ ସେ ସ୍ୱର୍ଗକୁ ଯାଇପାରିନଥିଲେ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା । ମହାଭାରତ ଯୁଦ୍ଧରେ କୌରବଙ୍କ ମରିବାପରେ ଯେବେ ଯୁଦ୍ଧର ଅନ୍ତ ହେଲା ତେବେ ପାଣ୍ତବ କିଛି ସମୟ ପାଇଁ ରାଜ୍ୟ କରିବା ପରେ ହିମାଚଳ ଚାଲିଗଲେ,  କହିଦେବୁ କି ସେଠାରେ ଗୋଟେ ଗୋଟେ କରି ଭାଇ ଗଳିପଡିଲେ,  କିନ୍ତୁ ଏହି ସମୟରେ ଯୁଦ୍ଧିଷ୍ଟିର ହିଁ ନିଜ କୁକୁର ସହ ବଞ୍ଚିଗଲେ,  କହିଦେବୁ କି ସେ ସିଧା ସ୍ୱର୍ଗ ଚାଳିଗଲେ , କୁହାଯାଏ କି ଯୁଦ୍ଧିଷ୍ଟିର ମରିବାପୁର୍ବରୁ ସ୍ୱର୍ଗ ଚାଲିଯାଇଥିଲେ

ସେ ସ୍ୱର୍ଗ ଓ ନର୍କର ଦୁହେଁ ଦର୍ଶନ କରିଥିଲେ, କହିଦେବୁ କି ସେ ସ୍ୱର୍ଗରେ ପ୍ରବେଶ କରିବାପରେ ଦୁର୍ଯୋଧନଙ୍କୁ ଦେଖାଯାଇଥିଲେ,  ଓ ଏହା ସହ ସେ ନିଜ ଭାଇଙ୍କୁ ବି ସେଠାରେ ଦେଖିଲେ, ସ୍ୱର୍ଗରେ ଭୀମ ବି ଥିଲେ , ତାଙ୍କ ମନରେ ସବୁବେଳର ପରି ଏକ ପ୍ରଶ୍ନ ଉଠିଲା, ଭୀମ ପଚାରିଲେ କି ତାଙ୍କ ଭାଇ ଦୁର୍ଯୋଧନ ଜୀବନରେ ପାପ କରିଛନ୍ତି, କିନ୍ତୁ ତାଙ୍କୁ ସ୍ୱର୍ଗପ୍ରାପ୍ତି କଣପାଇଂ ହେଲା , ଏମିତିରେ ସେ ପଚାରିଲେ କି ଇଶ୍ୱର ନ୍ୟାୟ ଦେବାରେ କିଛି ଭୁଲ୍ କରିଛନ୍ତି, କହିଦେବୁ କି ଯୁଦ୍ଧିଷ୍ଠିରଙ୍କ ଏହି ପ୍ରଶ୍ନର ଉତ୍ତର ଦେଇକରି କହିଲେ କି ଜୀବନରେ ଦୁର୍ଯୋଧନଙ୍କ ଧୈର୍ଯ୍ୟ ଏକଦମ୍ ସଫା ଥିଲା ।

ଏହା ଛଡା ନିଜ ଉଦ୍ଧେଶ୍ୟକୁ ପୁରା କରିବାପାଇଁ ସେ ସବୁ ପ୍ରକାର ଚେଷ୍ଟା କରିଥିଲେ,  ବାସ୍ତବରେ ଦୁର୍ଯୋଧନ ଛୁଆବେଳରୁ ଭଲ ସଂସ୍କାର ପାଇନଥିଲେ,  ଯାହାର କାରଣରୁ ସେ ସତ ସାଙ୍ଗ ଦେଇପାରିଲେନାହିଁ , ସେମିତି ଏତେ ଅସୁବିଧା ଆସିବାପରେ ବି ଦୁର୍ଯୋଧନଙ୍କୁ କେବେ ନିଜ ଉଦ୍ଦେଶ୍ୟକୁ ଅଧୁରା ଛାଡିନଥିଲେ, ଓ ଏହା ହିଁ ସତ୍ୟ ଅଟେ,  ଏହି କାରଣରୁ ଜୀବନରେ ଏତେ ଖରାପ କର୍ମ କରିବାପରେ ବି ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେଲା ନର୍କ ନୁହେଁ , ଯୁଦ୍ଧିଷ୍ଠିରଙ୍କ କଥା ଶୁଣିକରି ଭୀମଙ୍କ ଜିଜ୍ଞାସା ଶାନ୍ତ ହୋଇଗଲା, ଏହାପରେ ପାଣ୍ତବ ଓ କୌରବ ମିଶିକରି ଆଉଥରେ ବହୁତ ସମୟ ଏକାସାଙ୍ଗେ ରହିଲେ

Leave a Reply

Your email address will not be published. Required fields are marked *