ଯଦି ଆପଣ ପାଇବାକୁ ଚାହୁଁଛନ୍ତି ମୁଲାୟମ୍ ଓ ଗୋଲାପି ଓଠ, ତେବେ ରାତିରେ ଶୋଇବା ପୁର୍ବରୁ ଓଠରେ ଏହି ଗୋଟେ ଜିନିଷ ନିଶ୍ଚିତ ଲଗାନ୍ତୁ
ଏମିତି ତ ମଣିଷ ନିଜ ଚେହେରାକୁ ସୁନ୍ଦର ବନାଇବାପାଇଁ କେତେ ଉପାୟ କରିଥାଏ, କିନ୍ତୁ ଏହି ମାମଲାରେ ଝିଅମାନେ ଟିକିଏ ଅଧିକା ଭାବିଥାନ୍ତି , ହଁ ଆଜ୍ଞା ଏଥିପାଇଁ କାରନ ତାଙ୍କୁ ନିଜକୁ ଅନ୍ୟଙ୍କ ଅପେକ୍ଷା ଅଧିକା ସୁନ୍ଦର ଦେଖାଯିବାର ଇଚ୍ଛା ହୋଇଥାଏ , ଏହା ଛଡା ଝିଅଙ୍କୁ ନିଜ ଚେହେରା ସୁନ୍ଦର ଦେଖାଯିବାପାଇଁ ଲିପିଷ୍ଟିକ୍ ର ବ୍ୟବହାର କରନ୍ତି , ଏବେ ଜାହିର୍ କଥା ଲିପିଷ୍ଟିକ୍ ଲଗାଇବାପରେ ଚେହେରା ଆହୁରି ସୁନ୍ଦର ଦେଖାଯିବ, ଏହି କାରଣରୁ ଝିଅମାନେ ନିଜ ଚେହେରାର ସୁନ୍ଦର ବଢାଇବାପାଇଁ ଲିପିଷ୍ଟିକ୍ ର ପ୍ରୟୋଗ କରନ୍ତି , ଯଦି ଆପଣଙ୍କ ଓଠ କଳା ଓ ଫାଟିଛି, ତେବେ ଏହା ସୁନ୍ଦରତା ଆପଣଙ୍କ ପାଇଁ ଲଜ୍ଜାଜନକ ହେବାର କାରଣ ହୋଇପାରେ । ଏହା ଛଡା ଝିଅମାନେ ନିଜ କଳା ଓଠକୁ କିଛି ସମୟ ପାଇଁ ଲିପିଷ୍ଟିକ୍ ପଛରେ ଲୁଚାଇବି ପାରନ୍ତି , କିନ୍ତୁ ବିଚରା ପୁଅ ତ ଲିପିଷ୍ଟିକ୍ ବ୍ୟବହାର କରିପାରିବେ ନାହିଁ , ଆଜି ଆମେ ଆପଣଙ୍କ ପାଇଁ ଏକ ତରିକା ନେଇକରି ଆସିଛୁ, ଯାହାକୁ ଲଗାଇଲେ ଓଠ ମୁଲାୟମ୍ ଓ ଚମକଦାର୍ ହୋଇଯିବ , ଏହା ପାଇଁ ଆପାଣଙ୍କୁ ଅଧିକା ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ , ଓ କଳା ଓଠରୁ ମୁକ୍ତି ମିଳିଯିବ , ଏବେ ତରିକା କଣ ଅଛି ଏହା ଜାଣିବାପାଇଁ ପୁରା ଖବର ପଢନ୍ତୁ । ଏମିତି ଓଠ କଳା ହେବାର ବହୁତ କାରଣ ହୋଇପାରେ, କିନ୍ତୁ ଏହି ଚେହେରାର ସୁନ୍ଦରତା ଓ ହସରେ କମିଦେଖାଯାଏ , ଏଥିପାଇଁ ଯାଦି ଆପଣ ନିଜ ଓଠକୁ ଗୋଲାପି କରିବାକୁ ଚାହୁଁଛନ୍ତି ତେବେ ଥରେ ଏହି ଉପାୟ ବ୍ୟବହାର କରିଦିଅନ୍ତୁ ।
୧) ଏହି ଉପାୟ ଅନୁସାରେ ଆପଣଙ୍କୁ ପ୍ରଥମେ ମଲାଇ ଓ ଟିକିଏ ହଳଦୀନେଇକରି ତାହାକୁ ମିଶାଇଦିଅନ୍ତୁ , ଓ ଏହାପରେ ସକାଳ ଓ ସଂଞ୍ଜ ସମୟରେ ଏହି ମିଶ୍ରଣକୁ ନିଜ ଓଠରେ ମାଲିସ୍ କରନ୍ତୁ , ଏହା ଦ୍ୱାରା ଆପଣଙ୍କ କଳା ଓଠ ଗୋଲାପି ଦେଖାଯିବ ।
୨) ଏଥିପାଈଁ କିଛି ଗୋଲାପର ପାଖୁଡା ନିଅନ୍ତୁ, ଓ ପେଷିଦିଅନ୍ତୁ , ଏହାପରେ ଟିକିଏ ଗ୍ଲିସରିନ୍ ମିଶାଇଦିଅନ୍ତୁ , କହିଦେବୁ କି ଏହି ମିଶ୍ରଣକୁ ରାତିରେ ଶୋଇବାପୁର୍ବରୁ ଲଗାଇବାର ଅଛି , ଏହାକୁ ରାତିସାରା ଲଗାଇରଖନ୍ତୁ , ଏଥିରେ ଆପଣଙ୍କ ଓଠ ତା ପରଦିନ ଆହୁରି ମୁଲାୟମ ଓ ଗୋଲାପି ଦେଖାଯିବ
୩) ଏହା ଛଡା ଆପଣ କେଉଁ ଲିପ୍ ବାମ୍ ରେ ଗୋଲାପ ଜଳ ମିଶାଇକରି ସକାଳ ଓ ସଂଞ୍ଜ ସମୟରେ ଓଠରେ ଲଗାଇପାରିବେ , ପରେ ଏହା ଆପଣଙ୍କ ଓଠକୁ ନରମ ଓ ନ୍ୟାଚୁରାଲ୍ ରୁପରେ ଗୋଲାପି କରିଦେବ ।
ଏବେ ଏହା ତ ଆପଣ ବହୁତଥର ଶୁଣିଥିବେ କି କେଉଁ ବ୍ୟକ୍ତି ସୁନ୍ଦର୍ ହସ ପାଇବାକୁ ହେଲେ ଓଠ ସୁନ୍ଦର ହେବା ଜରୁରୀ ହୋଇଥାଏ ,ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ସୁନ୍ଦର ହସ ଅନ୍ୟକୁ ଆକର୍ଷୀତ୍ କରୁ , ତେବେ ଏହି ଉପାୟଗୁଡିକ ବ୍ୟବହାର କରିବେ , ସେମିତି ଆମେ ଆପଣଙ୍କୁ ଉପାୟ କହୁଛୁ, କିନ୍ତୁ ଏହା ପ୍ରଭାବ ତେବେ କରିବ ଯେବେ ଆପଣ ବ୍ୟବହାର୍ କରିବେ , ହଁ ଆଜ୍ଞା ଯଦି ଆପଣ ଏହି ଉପାୟକୁ ଆଜମାଇବେ ନାହିଁ ତେବେ ଏହାର ଖାସିୟତ୍ ବିଷୟରେ ଜାଣିପାରିବେ ନାହିଁ