December 22, 2024

Odia Express

Here, There and Everywhere

କେଉଁ ବି କନ୍ୟା ନିଜ ଶଶୁରଘରକୁ ଏହି ୩ ଟି କଥା କେବେ ଭୁଲରେ କହିବା ଉଚିତ୍ ନୁହେଁ , ଆଜି ହିଁ ଜାଣିନିଅନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ଏମିତି ପୋଷ୍ଟ ନେଇକରି ଆସିଛୁ ଯାହା ଏକ ଝିଅ ବିଷୟରେ ଅଟେ, ଯେବେ କେଉଁ ଝିଅର ବିବାହ ହୋଇଥାଏ,  ତେବେ ତାର ଜୀବନ ବଦଳିଯାଇଥାଏ, ବିବାହ କରିବା ସବୁ ଝିଅଙ୍କର ଜୀବନରେ ଏକ ବହୁତ ଏକ ମହତ୍ତ୍ୱପୁର୍ଣ୍ଣ ସମୟ ହୋଇଥାଏ , ବିବାହ ପରେ ସାଙ୍ଗ କିମ୍ବା ସଂମ୍ପର୍କୀୟଙ୍କୁ ପଚାରିଲେ ବହୁତ ଝିଅ ନିଜ ଶଶୁରଘର କଥା କହିଥାନ୍ତି କିନ୍ତୁ ଶଶୁରଘରଙ୍କୁ କିଛି କଥା ଏମିତି ହୋଇଥାଏ , ଯାହା କେଉଁ ସଂମ୍ପର୍କୀୟଙ୍କୁ ସେୟାର୍ କରିବା ଉଚିତ୍ ନୁହେଁ ।ଶଶୁରଘରେ କିଛି କଥା ଏମିତି ହୋଇଥାଏ ଯାହା ଭୁଲରେ ବି କେବେ କହିବା ଉଚିତ୍ ନୁହେଁ , ଏଥିରେ ଆପଣଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଆସନ୍ତୁ ଜାଣିବା ସେହି କଥାକୁ ବିଷୟରେ ଯାହା ବିବାହପରେ ଅନ୍ୟଙ୍କୁ ସେୟାର୍ କରିବା ଉଚିତ୍ ନୁହେଁ , ଅଧିକାଂଶ ବିବାହିତ ବ୍ୟକ୍ତି ଏହି ଭୁଲ୍ କରିବସିଥାଏ , ଯାହାର ତାକୁ କିଛି ସମୟ ପରେ ପଶ୍ଚାତାପ୍ କରିବାକୁ ପଡିପାରେ , ଆସନ୍ତୁ ଜାଣିବା କେଉଁ ସେହି କଥା ଅଟେ ।

ଯେବେ କେଉଁ ଝିଅ ପ୍ରଥମଥର ଶଶୁରଘର ଯାଇଥାଏ,  ତେବେ ତାପାଇଁ ସବୁ ନୁଆ ପରି ହୋଇଥାଏ,  ପ୍ରଥମଥର ଶଶୁରଘର ଆସିବାପରେ ବ୍ୟକ୍ତି ନିଜ ଶଶୁରଘର ବହୁତ ସାରା ପ୍ରେମ ଓ ମାନ ସମ୍ମାନ ମିଳିଥାଏ , ଆପଣଙ୍କୁ କହିଦେବୁ କି ଶଶୁରଘରରେ କରାଯାଇଥିବା ମାନସମ୍ମାନ ବିଷୟରେ କଥା ଅନ୍ୟଙ୍କୁ କ୍କେବେ ସେୟାର୍ କରିବା ଉଚିତ୍ ନୁହେଁ , ଏହି ମାନ ସମ୍ମାନର୍ କଥା ଆପଣଙ୍କୁ ସେଇ ସମୟରେ କହିବାରେ ଖୁସି ମିଳିଥାଏ , କିନ୍ତୁ ଏହି କଥା ଅନ୍ୟଙ୍କୁ ଇର୍ଷା ସୃଷ୍ଟି କରିଥାଏ,  ତେବେ ତୁମେ ପରେ କଷ୍ଟ ପହଞ୍ଚାଇପାରେ ।

୧) ବିବାହ ହେଇଯିବାପରେ ଶଶୁରଘରେ ହିଁ ଝିଅର ଘର ହୋଇଥାଏ , ଯେବେ ବିବାହ ହୋଇଥାଏ ତେବେ ଆରମ୍ଭର ସମୟରେ ଘରେ କେଉଁ ନା କେଉଁ ସଦସ୍ୟରୁ ପାଟିତୁଣ୍ତ ହୋଇଯାଏ , କିନ୍ତୁ ଏହାର ମତଲବ ଏହା ନୁହେଁ କି ଏହି ବିଷୟରେ ଆପଣ କାହାକୁ କହିଦେବେ କି ଆପଣଙ୍କ ଦ୍ୱାରା କୁହାଯାଇଥିବା କଥା ସେୟାର୍ କରିଲେ ସେ ଆପଣଙ୍କ ଭୁଲ୍ ଫାଇଦା ଉଠାଇପାରିବେ , ଏଥିପାଇଁ ବିବାହ ହୋଇଯିବାପରେ ଏହି କଥାକୁ ଧ୍ୟାନରେ ରଖିବେ ।

୨) ଆପଣ ଏମିତି କରିଲେ ବାହର ଲୋକ ଆପଣଙ୍କ ଫାଇଦା ଉଠାଇପାରିବେ , ଶଶୁରଘର କେବେ କେବେ ମଜାକ୍ କିମ୍ବା କେଉଁ କଥାରେ ଝଗଡାରେ କିଛି କଥା ଅଛି ଆମକୁ ଖରାପ ଲାଗିଥାଏ,  ଯାହା ଆମେ ଘରେ ସିଧା ନିଜ ସଂମ୍ପର୍କୀୟଙ୍କୁ ଶୁଣାଇଥାଉ, ଏମିତି କରିଲେ ଆପଣ ଓ ଆପଣଙ୍କ ଶଶୁରଘର ଲୋକଙ୍କ ଦୁର୍ବଳତା ଜଣାପଡିଯାଏ , ଯାହାର ଫାଇଦା ସେ ପରେ ଉଠାଇପାରିବେ ।

୩) ବହୁତଥର ଏହା ଶୁଣିବାକୁ ଆସିଛି କି ଝିଅ ବିବାହ ପରେ ନିଜ ବିବାହ ପରେ ସ୍ୱାମୀର ଇନକମ୍ ବିଷୟରେ ନିଜ ସାଙ୍ଗ କିମ୍ବା ସଂମ୍ପର୍କୀୟଙ୍କୁ କହିବାକୁ ଲାଗନ୍ତି , ଏହି କଥା ନିଶ୍ଚିତ ଧ୍ୟାନ ରଖିବେ କି ବିବାହ ପରେ ସ୍ୱାମୀ ଆର୍ଥିକ ସ୍ଥିତି ଯେମିତି ହେଉ ତାହା କେବେ କାହା ସହ ସେୟାର୍ କରିବା ଅନୁଚିତ୍, ଓ ସଂମ୍ପର୍କରେ ଫାଟ ଆସିପାରେ ,

ଆପଣ ନିଜ ସାଙ୍ଗଙ୍କ ସହ ନିଜ ଆୟର ବିଷୟରେ କିଛି କଥା ସେୟାର୍ କରନ୍ତୁ ନାହିଁ , ଓ ଆପଣଙ୍କ ବିଜନେସ୍ ସିକ୍ରେଟ୍ ସମେତ ଆୟର ସ୍ରୋତ ଆଦି କାହାକୁ ସୁଚେଇ ଦିଅନ୍ତୁ ନାହିଁ , ନିଜ ଘରର ବଜେଟ୍ କେଉଁ ଅନ୍ୟଙ୍କୁ କହିଲେ ଏହାର କିଛି ମତଲବ ହୋଇନଥା,ଏ ଏହି ପରି କଥାକୁ ନିଜ ପର୍ଯ୍ୟନ୍ତ ସିମିତ ରଖିଲେ ଆପଣଙ୍କ ପାଇଁ ଫାଈଦା ହେବ

Leave a Reply

Your email address will not be published. Required fields are marked *