January 28, 2025

Odia Express

Here, There and Everywhere

ପୁରୁଣା ଘା ଓ ଚିହ୍ନକୁ କେବଳ ଦୁଇଦିନରେ ଠିକ୍ କରିଦେବ ଏହି ପ୍ରକିୟା…

ବହୁତଥର ଏମିତି ହୋଇଥାଏ କି ଘରେ କାମ କରୁଥିବା ସମୟରେ ଘରେ କୁଆଡେ ବାହାରକୁ ଯିବା ସମୟରେ ଶରୀରରେ ଆଘାତ ଳାଗିଥାଏ , କିମ୍ବା ମୋଡି ହୋଇଯାଏ , ଯଦି ଏହି ଆଘାତ ଗରମ ଦିନ ପରିବର୍ତ୍ତେ ଥଣ୍ତା ଦିନରେ ହୁଏ ତେବେ ଅଧିକା ପୀଡା ହୋଇଥାଏ , ହଁ ଆଜ୍ଞା ଏହା ଏଥିପାଇଁ କାରଣ ଗୋଟେ ତ ଥଣ୍ତାର କାରଣରୁ ଏହା ଶୁଖିବା ବହୁତ୍ ସମୟ୍ ଲାଗିଯାଏ , ଓ ଦ୍ୱିତୀୟ କଥା ଏହା କି ଥଣ୍ତାଦିନରେ କଷ୍ଟ ଅଧିକା ହୋଇଥାଏ , ଏହା ଛଡା ଯଦି ଘଟଣା କେଉଁ ଛୁଆ ସହ ହୋଇଯାଏ ତେବେ ଅସୁବିଧା ଅଧିକା ହୋଇଥାଏ । ସେମିତି ଆପଣଙ୍କୁ କହିଦେବୁ କି ମଜାକ୍ ମଜାକ୍ ରେ ଲାଗିଥିବା ଏହି ଆଘାତ ବଡ ଚିହ୍ନର ଆକାର ନେଇଯାଏ , ଯାହାର ଭରପାଇ ଆମେ ପରେ ଭୋଗିଥାଉ, ଏହି ଆଘାତକୁ କେବେ ଅଣଦଙ୍ଖା କରିବା ଉଚିତ୍ ନୁହେଁ  ଯଦି ଆପଣ ପୁରୁଣା ଘା କିମ୍ବା ଆଘାତର ଚିହ୍ନରୁ ଚିନ୍ତିତ ଅଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ପ୍ରକିୟା ନେଇକରି ଆସିଛୁ ଯାହା ଆପଣଙ୍କ ଘା ଦାଗ ଗାୟବ ହୋଇଯିବ , ସେମିତି ଏଥିରେ କୌଣସି ସନ୍ଦେହନାହିଁ କି ପୁରୁଣା ଚିହ୍ନ ଜଲଦି ପିଛା ଛାଡେ ନାହିଁ , ଏମିତିରେ ଲୋକେ ତାହାକୁ ମିଟାଇବାପାଇଁ ନାନାପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିନ୍ତୁ ଏହି ସବୁ ପ୍ରଡକ୍ଟ କିଛି କାଟୁକରେ ନାହିଁ, ଏଥିପାଇଁ ଆଜି ଆମେ ଏକ ଘରୋଇ ପ୍ରକିୟା ନେଇକରି ଆସିଛୁ ।

ଏହି ପ୍ରକିୟାକୁ ବନାଇବାପାଇଁ ଏକ ନିମ୍ବର୍ ପତ୍ର ଓ ଗାଇର ଦେଶୀଘିଅ ଦରକାର୍ ପଡିବ , ଏହାପରେ ଏହି ପ୍ରକିୟାକୁ ବନାଇବାପାଇଁ ପ୍ରଥମ ୫୦ ଗ୍ରାମର ନିମ୍ବର ପତ୍ର ଓ ପାଞ୍ଚ ଶହ ଗ୍ରାମ ଗାଇର ଘିଅ ଏହି ଦୁହେଁ ଏକା ସହ ମିଶାଇକରି ନିଆଁରେ ଭାଜିବାର ଅଛି, ଏହି ମିଶ୍ରଣକୁ ତେବେ ପର୍ଯ୍ୟନ୍ତ ଭାଜନ୍ତୁ , ଯେବେ ପର୍ଯ୍ୟନ୍ତ ନିମ୍ବର ପତ୍ର କଳା ନ ହୋଇଛି । ଏହାପରେ ଯେବେ ଏହା ଭଲ ଭାବେ ଭାଜି ହୋଇଯିବ , ତେବେ ଏହାକୁ ବାହାର କରି ଭଲ ଭାବରେ ମିଶାନ୍ତୁ , ଓ ଏହାର ଲେପ ନିଜ କେଉଁ ପୁରୁଣା ଘା ଚିହ୍ନରେ ଲଗାନ୍ତୁ , ଓ ଏହାର ପ୍ରଭାବ ଦେଖନ୍ତୁ

ଏହା ଛଡା ଯଦି ଏହି ଲେପକୁ ଧୋଇବାପାଇଁ ନିମ୍ବର ପତ୍ର ବ୍ୟବହାର କରିବେ ତେବେ ଆପଣଙ୍କୁ ଅଧିକା ଫାଇଦା ହେବ , ଏହା ସହ ଏହାର ଲେପ ଲଗାଇଲେ ପ୍ରଥମେ ଘା ଚିହ୍ନ ନିମ୍ବର ପାଣିରେ ଧୋଇବା ଫାଇଦାୟକ ହୋଇଥାଏ । ଏହି ମିଶ୍ରଣରୁ ମୁଣ୍ତରେ ହୋଇଥିବା ଚିକେନ୍ ପକ୍ସ ପାଇଂ ଲଗାଇଲେ ମୁକ୍ତି ମିଳିଥାଏ , ଏହାପାଇଁ ବିନା ଡେରି କରି ଥରେ ଏଇ ପ୍ରକିୟାକୁ ଆପଣାନ୍ତୁ , ଓ ଘାର ଚିହ୍ନରୁ ମୁକ୍ତି ପାଆନ୍ତୁ

Leave a Reply

Your email address will not be published. Required fields are marked *