February 1, 2025

Odia Express

Here, There and Everywhere

ଝିଅଙ୍କ ପାଦର ଆଙ୍ଗୁଠି ଖୋଲିଥାଏ ତାଙ୍କର ବିଷୟରେ ମଜାଦାର୍ ରହସ୍ୟ – ଏବେ ସେ ବିଷୟରେ ଜାଣିରଖନ୍ତୁ..

ଯେଉଁ ଭଳି ଏହି ଦୁନିଆଁରେ ସବୁ ବ୍ୟକ୍ତିଙ୍କ ସ୍ୱଭାବ, ତାଙ୍କର ରହିବା ଚଳିବା ଓ କହିବାର ଢଙ୍ଗ ଅଲଗା ହୋଇଥାଏ , ସେହି ପରି ସବୁ ବ୍ୟକ୍ତିର ଶରୀରର ଗଢଣ ଅଲଗା ହୋଇଥାଏ , ଶାସ୍ତ୍ର ଅନୁସାରେ ଏମିତି ମାନାଯାଏ କି ମାନବ ଶରୀରରେ ବହୁତ ଅଙ୍ଗ ତାର ଭବିଷ୍ୟ ଓ ତାଙ୍କର ବ୍ୟବହାର ସଂବନ୍ଧି ବହୁତ ରହସ୍ୟ ଲୁଚି ରହିଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଆପଣ ନିଜ ପାଦର ଆଙ୍ଗୁଠି ଦେଖିକରି କିପରି ନିଜ ସ୍ୱଭାବ ବିଷୟରେ ଜାଣିପାରିବେ , ହଁ ଆଜ୍ଞା ଏଥିରେ କୌଣସି ସନ୍ଦେହ ନାହିଁ କି ସବୁ ବ୍ୟକ୍ତିର ପାଦର ଆଙ୍ଗୁଠି ଅଲଗା ଅଲଗା ହୋଇଥାଏ , ଏମିତିରେ ଏହା ଜାଣିବା ମଜାଦାର୍ ହେବ କି ଆପଣଙ୍କ ପାଦର ଆଙ୍ଗୁଠି ଆପଣଙ୍କ ବିଷୟରେ କଣ କହୁଛି । ଶାସ୍ତ୍ର ଅନୁସାରେ ଯଦି କେଉଁ ବ୍ୟକ୍ତିର ପାଦ ଆଙ୍ଗୁଠି ଲମ୍ବା ଓ ବାକି ଆଙ୍ଗୁଠି ଛୋଟ ହୋଇଥିବ , ତେବେ ଲମ୍ବାଇରେ ଏକ ସମାନ ହୋଇନଥିଲେ ବ୍ୟକ୍ତି ବହୁତ ଶାନ୍ତିପ୍ରିୟ ହୋଇଥାଏ , ଏହା ଛଡା ଏହି ଲୋକେ କେଉଁ କାମକୁ ଧୈର୍ଯ୍ୟପୁର୍ଣ୍ଣ କରିବା ପସନ୍ଦ କରନ୍ତି , ଏହା ସହ ଏହି ଲୋକଙ୍କୁ ରାଗ ବହୁତ କମ୍ ଆସିଥାଏ

କହିଦେବୁ କି ଏମିତି ଲୋକ କେଉଁ କଥାରେ ବାଦବିବାଦ କରିବା ପସନ୍ଦ୍ କରନ୍ତି ନାହିଁ , ସେମିତି ଏହି ଲୋକ ଟିକିଏ ଆଳସୀ ସ୍ୱଭାବର ହୋଇଥାନ୍ତି , ଯଦି ପ୍ରେମର କଥା ହେବା ତେବେ ପ୍ରେମର ମାମଲାରେ ଏହି ଲୋକ ବହୁତ ଗଂମ୍ଭୀର ହୋଇଥାଏ , ଯାହାକୁ ନେଇ ଏମାନଙ୍କ ପ୍ରେମ ସଂବନ୍ଧୀ କେବେ କୌଣସି ଖଟାସ ଆସେ ନାହିଁ । ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ଗୋଟେ ପଟୁ ଅନ୍ୟ ଆଙ୍ଗୁଠି ବଡ ଓ ବାକି ଅନ୍ୟ ଆଙ୍ଗୁଠି ଛୋଟ ହୋଇଥାଏ,  ତେବେ ଏମିତି ଲୋକ କେଉଁ କାଂଅକୁ ନିଜ ତରିକାରେ କରିବାକୁ ପସନ୍ଦ କରନ୍ତି , ଏହା ସହ ଏହି ଲୋକ ସବୁ କାମକୁ ବୁଝିବିଚାରି କରନ୍ତି , ଓ ଏମାନଙ୍କ ଏହି ଖାସିୟତ୍ କାରଣରୁ ସେମାନେ ଅନ୍ୟଙ୍କ ଆଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇବାରେ ସଫଳ ହୋଇଯାଆନ୍ତି ।

କହିଦେବୁ କି ଏହି ଲୋକଙ୍କର କଥାବାର୍ତ୍ତା ହେବାର ତରିକା ଟିକିଏ ଅଲଗା ହୋଇଥାଏ,  ଓ ଏହି ଲୋକ ନିଜ ପରିବାର ମଧ୍ୟରେ ଖୁସି ବନାଇ ରଖନ୍ତି , ସେମିତି ପ୍ରେମର ମାମଲାରେ ଏହି ଲୋକ ଟୀକିଏ ପଜେଟିଭ୍ ରୁହନ୍ତି , କିନ୍ତୁ ଏହି ଲୋକଙ୍କୁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଏହି ଲୋକ ସେହି ଅସୁବିଧାକୁ ସହଜରେ ସମାଧାନ କରିଦିଅନ୍ତି । ଏହାପରେ ସେହି ଲୋକଙ୍କର୍ କଥା କହିବା ଯାହାଙ୍କ ପାଦର ଆଙ୍ଗୁଠି ତରଫରୁ ଦ୍ୱିତୀୟ ଆଙ୍ଗୁଠି ଛୋଟ ହୋଇଥାଏ,

ଏମିତି କୁହାଯାଏ କି ଯେଉଁ ଲୋକଙ୍କର ପାଦ ଦ୍ୱିତୀୟ ଆଙ୍ଗୁଠି ଠାରୁ ଛୋଟ ହୋଇଥାଏ,  ସେ ଲୋକ କଳାତ୍ମକ ବିଚାର ବାଲା ହୋଇଥାନ୍ତି , ଏମିତି ଲୋକ ନିଜ ସବୁ ଦାୟିତ୍ୱ ବଡ ସହଜରେ ସ୍ମାର୍ଟ ତରିକାରେ ସମାଧାନ କରନ୍ତି , ଏହା ଛଡା ଏହି ଲୋକ ମଲଟି ଟ୍ୟାକ୍ସର୍ ହୋଇଥାନ୍ତି , ଓ ସବୁ କାମକୁ ପୁରା ଇମାନଦାରି ଓ ଦାୟିତ୍ୱ ସହ ନିଭାଇଥାନ୍ତି , ଏହା ସହ ଏହି ଲୋକ ପ୍ରେମ ଓ ବନ୍ଧୁତା ସଂମ୍ପର୍କକୁ ଇମାନଦାରୀ ସହ ନିଭାଇଥାନ୍ତି , ଏମିତିରେ ସେ ନିଜ ପ୍ରେମ ଓ ବନ୍ଧୁତାକୁ କେବେ ଦୁଃଖି ଦେଖିପାରିବେ ନାହିଁ । ଏହା ଛଡା ଯେଉଁ ଲୋକଙ୍କ ପାଦର ଆଙ୍ଗୁଠି ର ତୃତୀୟ ଆଙ୍ଗୁଠି ବଡ ହୋଇଥାଏ,  ତାଙ୍କ ବିଷୟରେ ଏମିତି କୁହାଯାଏ କି ସେ ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି,  ଓ ସବୁ ଜିନିଷ ସପନ୍ନ ହୋଇଥାଏ , ଏହା ସହ ଏହି ଲୋକ ବହୁତ ଶକ୍ତିଶାଳୀ ଓ ସାମାଜିକ ହୋଇଥାଏ , ଓ ନିଜ ସବୁ କାମକୁ ମନ ଲଗାଇକରି କରନ୍ତି, କହିଦେବୁ କି ଏହି ଲୋକ ପ୍ରେମର ମାମଲାରେ ବି ବହୁତ ଗଂମ୍ଭିର ହୋଇଥାନ୍ତି , ଯାହାକୁ ନେଇ ନିଜ ପ୍ରେମୀଙ୍କ ମନରେ ଦୁଃଖ ଦିଅନ୍ତି ନାହିଁ ।

ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ଚତୁର୍ଥ ଆଙ୍ଗୁଠି ଛୋଟ ହୋଇଥାଏ,  ସେ ଲୋକ ପାରିବାରିକ ସ୍ଥିତିରେ ଖାସ୍ ଧ୍ୟାନ ରଖିପାରନ୍ତି ନାହିଁ , ଏହା ସହ ଏମାନେ କେବେ କେବେ ଚିନ୍ତାରୁ ଦୁରକୁ ଯିବାପାଇଁ ଚେଷ୍ଟା କରନ୍ତି, କିନ୍ତୁ ଏମାନଙ୍କ ଏକ ଭଲ କଥା ଏହା କି ଏହି ଲୋକ ସମୟ ଆସିଲେ ସମସ୍ତଙ୍କୁ ସହାୟତା କରନ୍ତି , ପ୍ରେମର ମାମଲାରେ ଏହି ଲୋକ ଟିକିଏ ଲାଜକୁଳା ହୋଇଥାନ୍ତି , ଯାହାକୁ ନେଇ ଏହି ଲୋକଙ୍କ ପ୍ରେମର ନିବେଦନ କରିବାରେ ବହୁତ ସମୟ ଲଗାଇଦିଅନ୍ତି । ଏହାପରେ ଆମେ ସେହି ଲୋକଙ୍କର ବିଷୟରେ କଥା ହେବା ଯାହାଙ୍କ ପାଦର ଛୋଟ ଆଙ୍ଗୁଠିକୁ ହଲାଇପାରନ୍ତି ନାହିଁ, ଏହି ଲୋକଙ୍କର ବିଷୟରେ କୁହାଯାଏ କି ଏହି ଲୋକ ବନ୍ଧୁତା ହେଉ କିମ୍ବା ପ୍ରେମ , ଏହି ଦୁହେଁ ମାମଲାରେ ବହୁତ ଗଂମ୍ଭୀର ହୋଇଥାନ୍ତି , ଏହା ସହ ଏମାନେ ସମସ୍ତଙ୍କ ଧ୍ୟାନ ରଖିବା ବାଲା ହୋଇଥାନ୍ତି , କହିଦେବୁ କି ଏହି ଲୋକ ନିଜ ସାଙ୍ଗଙ୍କ ସହ ରହିବା ପସନ୍ଦ ହୋଇଥାଏ , ଏହି ଲୋକ ନରମସ୍ୱଭାବର ହୋଇଥାନ୍ତି ।

ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ଆକାର ସଠିକ୍ ଥାଏ ଓ ସମାନ ଥାଏ, ସେ ଲୋକ ବ୍ୟବହାରିକ ବ୍ୟକ୍ତିତ୍ୱ ବାଲା ଜଣାଯାଆନ୍ତି , ଏମାନଙ୍କ ସହ ଏହି ଲୋକ ଭଲ ବନ୍ଧୁତାଓ ଭଲ ପ୍ରେମୀ ପ୍ରମାଣିତ ହୋଇଥାନ୍ତି , ଏହା ସହ ସେ ନିଜ କାର୍ଯ୍ୟକ୍ଷେତ୍ରରେ ବି ଭଲ କର୍ମଚାରୀ ଭାବେ ଜଣାଯାଆନ୍ତି ,ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ଓ ତାଙ୍କର ପାଖରେ ଦୁଇ ଆଙ୍ଗୁଠି ଏକା ସମାନ ହୋଇଥାଏ , ଏମିତି ଲୋକ ପରିଶ୍ରମୀ ହୋଇଥାନ୍ତି, ଓ ନିଜ ପରିଶ୍ରମ ବଳରେ କିଛି ବି ସଫଲତା ହାସିଲ୍ କରିପାରନ୍ତି , ଯାହାକୁ ନେଇ ସମାଜରେ ମାନ ସମ୍ମାନ ମିଳିଥାଏ , ଏହା ସହ ଏହି ଲୋକ ନିଜ ପ୍ରେମୀ ଓ ପରିବାର ପକ୍ଷକୁ ବି ଧ୍ୟାନ ରଖନ୍ତି, ଏମିତି ଲୋକ ଦାୟିତ୍ୱକୁ ସଠିକ୍ ଭାବେ ନିଭାଇଥାନ୍ତି ।

ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ବିଲକୁଲ୍ ଘଟୁଥିବା କ୍ରମରେ ହୋଇଥାଏ , ଏମିତି ଲୋକ ନିଜ କଥାକୁ ସବୁବେଳେ ଉପରେ ରଖିବା ବାଲା ହୋଇଥାନ୍ତି , ଏହା ସହ ଏମାନେ ନିଜ ଅଧିକାରକୁ ପାଇବାପାଇଁ ନାନାପ୍ରକାରର ଚେଷ୍ଟା କରନ୍ତି , କିନ୍ତୁ ଏହି ଲୋକଙ୍କର ସବୁଠାରୁ ଖାସ୍ କଥା ଏହା କି ଏମାନେ ଲୋକଙ୍କୁ ଭୁଲ୍ ଭାବନା ରଖନ୍ତି ନାହିଁ , ଓ ଅନ୍ୟଙ୍କ ସାହାଯ୍ୟ କରିବାରେ ସବୁବେଳେ ପ୍ରସ୍ତୁତ ରୁହନ୍ତି , , ଏମାନଙ୍କ ସ୍ୱଭାବ କେବେ କେବେ ଟିକିଏ କ୍ରୋଧୀ ହୋଇଥାଏ , ଏମାନଙ୍କ ସ୍ୱଭାବରୁ ଏକ ଭଲ ପ୍ରେମୀ ଖୋଜିଥାନ୍ତି , ଯାହା ତାଙ୍କ କଥାରେ ଭରସା କରିପାରିବ , କହିଦେବୁ କି ଏହି ଲୋକ ବହୁତ ମିଳାମିଶା ପ୍ରବୃତିର ହୋଇଥାନ୍ତି , ଯାହାକୁ ନେଇ ଏହି ଲୋକ ସହଜରେ ସଫଳତା ହାସିଲ୍ କରିଦିଅନ୍ତି ।

ଏହା ଛଡା ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ପାଖ ବାଲା ଆଙ୍ଗୁଠି ଲମ୍ବା ଓ ତାହାପର ବାଲା ଆଙ୍ଗୁଠି ଛୋଟ ଓ ବାକି ଆଙ୍ଗୁଠି ସମାନ ହୋଇଥାଏ,  ଏମିତି ଲୋକ ବହୁତ ସାହାସି, ଉର୍ଜାବାନ ଓ ସ୍ୱାଧୀନ ବିଚାରର ହୋଇଥାନ୍ତି , ଏହି ଲୋକେ କେଉଁ ବି କାମକୁ କରିବାପାଇଁ ପରିଶ୍ରମକରିଥାନ୍ତି , ଓ ଏହା ସହ ଏମାନଙ୍କୁ ମଉଜ ମସ୍ତି କରିବା ବହୁତ ପସନ୍ଦ ହୋଇଥାଏ , ଏହି ଲୋକ ଟିକିଏ ମଜାକିଆ ପ୍ରବୃତିର ହୋଇଥାନ୍ତି , ସେମିତି ଅନ୍ୟଙ୍କୁ ଖୁସି ଦେଖିକଇର୍ ଏହି ଲୋକ ଖୁସି ହୋଇଯାଆନ୍ତି , ଓ ନିଜ ବର୍ତ୍ତମାନ ନିଜ ହିସାବରେ ବଞ୍ଚିବା ପସନ୍ଦ କରନ୍ତି , ଏହା ଛଡା ଏହି ଲୋକ ଜୀବନରେ ଭରପୁର୍ ଆନନ୍ଦ ନେଇଥାନ୍ତି ।

Leave a Reply

Your email address will not be published. Required fields are marked *