December 22, 2024

Odia Express

Here, There and Everywhere

ନିଜ ସ୍ତ୍ରୀଙ୍କୁ ବହୁତ ଅଧିକା ପ୍ରେମ କରନ୍ତି ଏହି ୪ ଟି ରାଶିର ପୁରୁଷ, ରହିପାରନ୍ତି ନାହିଁ ଏକେଲା

1 min read

ସେମିତି ଆମ ସମାଜରେ ବହୁତ ସାରା ସଂମ୍ପର୍କ ହୋଇଥାଏ । କିନ୍ତୁ ସେହି ସବୁ ସଂମ୍ପର୍କରେ ସ୍ୱାମି ଓ ସ୍ତ୍ରୀର ସଂମ୍ପର୍କ ଜୀବନର ସବୂଠାରୁ ଅନୋଖା ସଂମ୍ପର୍କ ହୋଇଥାଏ , ଏହାର ନିମ୍ବ ଭରସା ଓ ଭଲ ପାଇବା ହୋଇଥାଏ , ଯଦି ଏହି ସଂମ୍ପର୍କରେ ଭରସା ଭାଙ୍ଗିଯାଏ , ତେବେ ସଂମ୍ପର୍କ ଭାଙ୍ଗିଯିବାର ସମୟ ଲାଗେ ନାହିଁ , ବିବାହ ସଂମ୍ପର୍କରେ ଖାସ୍ କରି ଝିଅଙ୍କ କଥା କହିଲେ ତେବେ ସେମାନେ ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ରୁହନ୍ତି , ଏହି ସମୟରେ ସେ ଭାବନ୍ତି କି ଆସୁଥିବା ବିବାହିତ ଜୀବନରେ ତାଙ୍କ ସ୍ୱାମୀ କିପରି ହୋଇଥିବ , କି ପ୍ରକାରର ବ୍ୟବହାର କରିବ , କାରଣ ଝିଅଙ୍କୁ ଜଣାଥାଏ କି ଯାହାଙ୍କ ସହ ସେ ଜୀବନ କଟାଇବେ ବା ବାହା ହେବେ ତାଙ୍କ ପାଇଁ ସେ ଏହି ନିର୍ଣ୍ଣୟ ନେବାରେ ବହୁତ ବୁଦ୍ଧିମତାର ସହ କାମ କରନ୍ତି । ବିବାହକୁ ନେଇକରି ବହୁତ ସଂମ୍ପର୍କରେ ଏମିତି ଦେଖାଯାଈଛି କି ବିବାହର କିଛି ବର୍ଷ୍ ପରେ ସ୍ୱାମୀର କିଛି ପରିବର୍ତ୍ତନ ଦେଖାଦିଏ

ଆପଣଙ୍କୁ କହିଦେବୁ କି ପୁରୁଷଙ୍କ ଗୋଟେ କଥା ଖାସ୍ ଅଟେ କି କେବେ ସେମାନେ ଏମିତି ବ୍ୟବହାର କରନ୍ତି , ଯାହା ସ୍ତ୍ରୀକୁ ସହ୍ୟ ହୋଇପାରେ ନାହିଁ,  କିନ୍ତୁ ଏହାର ମତଲବ ନୁହେଁ କି ସେ ଭଲ ପାଆନ୍ତି ନାହିଁ , କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ସ୍ୱାମୀ ରୋମାଣ୍ଟିକ୍ ହୋଇଥାଏ , ତେବେ ସଂମ୍ପର୍କରେ କିଛି ନୁଆପଣ ଦେଖାଦିଏ , ରୋମାନ୍ସ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ନୁଆ ଜୀବନ ଦେଇଥାଏ , କିଛି ସ୍ୱାମୀ ନିଜ ସ୍ତ୍ରୀ ପ୍ରେମର ଆବେଦନ ଖୋଲିକରି କରନ୍ତି , ଯେବେ କି କିଛି ଏମିତି ହୋଇଥାନ୍ତି , ଯିଏ ନିଜ ପ୍ରେମ ଆବେଦନ କରିପାରନ୍ତି ନାହିଁ , ବ୍ୟକ୍ତିର ସ୍ୱଭାବ ତାଙ୍କର ରାଶି ଉପରେ ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କେଉଁ କେଉଁ ରାଶିର ସ୍ୱାମୀ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି ।

୧) ମେଷ ରାଶି- ଏହି ରାଶିର ପୁରୁଷ ବିବାହିତ ଜୀବନରେ ପ୍ରେମର ରସ ମିଶାଇବା ଭଲ ଭାବରେ ଜାଣନ୍ତି , ଏହି ଲୋକ ନିଜ ସଂମ୍ପର୍କକୁ ନେଇକରି ବହୁତ ଅଧିକା ଇମାନଦାର୍ ହୋଇଥାନ୍ତି , ଏହି ରାଶିର ପୁରୁଷଙ୍କ ବିଷୟରେ କୁହାଯାଏ କି ବହୁତ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି , ଏମାନେ ଅନ୍ୟଙ୍କୁ ଦୟା ଦୃଷ୍ଟିରେ ଦେଖନ୍ତି , ଓ ସଦୈବ ସାହାଯ୍ୟ କରିବାରେ ତତ୍ପର ରୁହନ୍ତି , ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଏହା କି ସେ ନିଜ ସ୍ତ୍ରୀର ଯତ୍ନନେବାରେ ମାହିର୍ ହୋଇଥାନ୍ତି ।

୨) ସିଂହ ରାଶି- ଏହି ରାଶିର ପୁରୁଷ ଭଲ ବ୍ୟକ୍ତିତ୍ୱର ହୋଇଥାନ୍ତି , ଏମାନେ ଯେଉଁ ଝିଅକୁ ସଂମ୍ପର୍କ ବନାଇଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ରାଶିର ପୁରୁଷ ଆକର୍ଷକ ହୋଇଥାନ୍ତି , ଓ ବୁଢାପାରେ ବି ନିଜ ପ୍ରେମକୁ ସେପରି ଭଲ ପାଇବା ଦେଇଥାନ୍ତି , ଏହି ରାଶିର ପୁରୁଷଙ୍କ ଏକ ବଡ ଖାସିୟତ୍ ଏହା କି ଏମାନେ ନିଜ ରିଲେସନସିପ୍ କୁ ନେଇକରି ସବୁଠାରୁ ଅଧିକା ଇମାନଦାର୍ ରହିଥାନ୍ତି , ଯାହାର କାରଣରୁ ଏମାନଙ୍କ ସଂମ୍ପର୍କରେ କେବେ କେଉଁ ଚିନ୍ତା ଆସେ ନାହିଁ , ଓ ଇମାନଦାର୍ ହେବା ସହ ଏହି ରାଶିର ପୁରୁଷ ଅଧିକା ଦୟାବାନ୍ ହୋଇଥାନ୍ତି , ଏହି ପୁରୁଷଙ୍କ ସବୁଠାରୁ ଅଧିକା ସହନଶୀଳତା ଦେଖିବାକୁ ମିଳିଥାଏ , ଯାହାର କାରଣରୁ ତାଙ୍କ ସ୍ତ୍ରୀଙ୍କର ଭଲ ସଂମ୍ପର୍କ ହୋଇଥାଏ ।

୩) ବିଛା ରାଶି- ବିଛା ରାଶିର ପୁରୁଷ ଭଲ ସ୍ୱାମୀ ହୋଇଥାନ୍ତି , ଏହି ରାଶିର ପୁରୁଷଙ୍କ ଏକ ଖାସ୍ ଗୁଣ ହେଲା ସହଜରେ ସାମ୍ନା ବାଲାର ଭାବନାକୁ ବୁଝିପାରନ୍ତି , ଓ ବିବାହ କରିବାରେ ବିଶ୍ୱାସ ରଖନ୍ତି , ନିଜ ପ୍ରେମକୁ ଇମାନଦାରୀ ସହ ନିଭାଇବା ଭଲ ଭାବରେ ଜଣାଥାଏ , ବିଛା ରାଶିର୍ ପୁଅ ଯେଉଁ ଝିଅକୁ ବିବାହ କରନ୍ତି , ସେମାନେ ବହୁତ୍ ଭାଗ୍ୟଶାଳି ହୋଇଥାନ୍ତି , କାରଣ ତାଙ୍କୁ ଜୀବନରେ ସ୍ୱାମୀର ପ୍ରେମ ଅଧିକା ମିଳିଥାଏ ।

୪) କୁମ୍ଭ ରାଶି- ଏହି ରାଶିର ସ୍ୱାମୀ ନିଜ ସ୍ତ୍ରୀର୍ ସବୁ ଦରକାରିତା ପୁରା କରନ୍ତି , ଓ ପୁରା ବି କରନ୍ତି । ଏହି ଲୋକ ନିଜ ସ୍ତ୍ରୀଙ୍କ ସହ କେବେ ଧୋକା ଦିଅନ୍ତି ନାହିଁ , ସେମାନେ ନିଜ ପରିବାରର ପୁରା ଧ୍ୟାନ ରଖନ୍ତି , କେଉଁ ବି ପରିସ୍ଥିତି ଓ ଦାୟିତ୍ୱର ସାମ୍ନା ଦୃଢତାର ସହ କରନ୍ତି , ଏମାନଙ୍କୁ ସମାଜରେ ମାନ ସମ୍ମାନ ମିଳିଥାଏ , ଏହି ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ବହୁତ ଭଲପାଇଥାନ୍ତି

Leave a Reply

Your email address will not be published. Required fields are marked *