December 22, 2024

Odia Express

Here, There and Everywhere

ଯଦି ଆପଣଙ୍କୁ ହୋଇଛି ଏହି ୮ ଟି ରୋଗ ,ତେବେ ମେଡିସିନ୍ ନୁହେଁ ଲେମ୍ବୁ ପାଣି ଆସିବ ଆପଣଙ୍କ କାମ

1 min read

ଲେମ୍ବୁ ପାଣିରୁ ହେବ ୮ ଟିରୋଗ ଦୁର- ଆଜିର ସମୟରେ ନିଜ ଭଲ ସ୍ୱାସ୍ଥ୍ୟକୁ ନିରୋଗ ରଖିବାପାଇଁ ବହୁତ ସାରା ଲୋକ ସକାଳୁ ଉଠିକରି ଲେମ୍ବୁର ପାଣିର ସେବନ କରନ୍ତି , ଦେଖିବାକୁ ଗଲେ ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଲେମ୍ବୁ ପାଣିର ସେବନ ଭଲ ହୋଇଥାଏ , କାରଣ ଲେମ୍ବୁର ପାଣିରେ ବହୁତ ପ୍ରକାରର ଆଣ୍ଟିଏକ୍ସିଡେଣ୍ଟ, ଭିଟାମିନ୍ ସି, ଭିଟାମିନ୍ ବି, ଫସଫରସ୍, ଓ ପୋଟାସିୟମ୍ ପରି ଜରୁରୀ ପୋଷକ ତତ୍ତ୍ୱ ମହଜୁଦ୍ ଥାଏ , ଏଥିପାଇଁ ଲେମ୍ବୁ ପାଣିର ସେବନରୁ ଓଜନ କମାଇବାରେ ସହାୟକ ହୋଇଥାଏ , ଏହା ଛଡା ଆମେ ଆପଣଙ୍କୁ କହିଦେବୁ କି ଏହି ପାଣିରେ ଇମ୍ୟୁନିଟି ବଢାଇବା ଓ ଡାଇଜେଷ୍ଟ ସିଷ୍ଟମକୁ ସୁଧାରିବା ପାଇଁ ବହୁତ ହିଁ ଫାଇଦାଦାୟକ ହୋଇଥାଏ । ଲେମ୍ବୁର ପାଣିରେ ବହୁତ ସାରା ଫାଈଦା ହୋଇଥାଏ ଯାହା ଆପଣ କେବେ ଭାବିନଥିବେ , ଆଜି ଆମେ ଆପଣଙ୍କୁ କିଛି ଏମିତି ରୋଗଗୁଡିକ ବିଷୟରେ କହିବୁ , ଯାହାର ଚିକିତ୍ସା ପାଇଁ ଆପଣଙ୍କୁ କେଉଁ ପ୍ରକାରର ମେଡିସିନ୍ ନେବାର ଦରକାର ପଡିବ ନାହିଁ , କାରଣ ସେ ମେଡିସିନ୍ସର ଚିକିତ୍ସା ପାଇଁ ଲେମ୍ବୁ ପାଣି ହିଁ ବହୁତ କିଛି ହୋଇଥାଏ ।

୧) କିଡନୀ ଷ୍ଟୋନ୍- ଲେମ୍ବୁ ପାଣିରେ ବହୁତ ପ୍ରକାରର ଜରୁରୀ ତତ୍ତ୍ୱ ପରି ପୋଟାସିୟମ୍ ଆଦି ମହଜୁଦ୍ ଥାଏ , ଯାହା ମୁତ୍ର ରେ ସାଇଟ୍ରେଟ୍ ସ୍ତରକୁ ବଢାଇଥାଏ , ଓ ତାକୁ ଅକ୍ସିଲେଟ୍ କରିବାରେ ରୋକିଥାଏ , ଏହା ଛଡା ଲେମ୍ବୁରେ ଭିଟାମିନ୍ ସି ବି ବହୁତ ପରିମାଣରେ ମହଜୁଦ୍ ରହିଥାଏ , ଯାହା କିଡନୀ ଷ୍ଟୋନ୍ କୁ ବିକାଶିତ ହେବାରେ ରୋକିଥାଏ ।

୨) ମୁହଁରେ ବ୍ରଣ ଆସିଲେ- ସବୁ ଦିନ ଲେମ୍ବୁର ପାଣି ସେବନ କରିଲେ ଶରୀରରେ ଅମ୍ଳିୟ ପ୍ରକୃତି କାମ କରିବା ବନ୍ଦ କରିଦିଏ , ଯାହାଦ୍ୱାରା ବ୍ରଣ ହେବା ବନ୍ଦ ହୋଇଯାଏ , ଯଦି ଆପଣଙ୍କ ଚେହେରାରେ ବ୍ରଣ ବାହାରୁଛି , ତେବେ ଆଜି ହିଁ ଲେମ୍ବୁ ପାଣୀର ସେବନ କରନ୍ତୁ , ଏହାପାଇଁ ଆପଣ ଲେମ୍ବୁର ରସ ବାହାର କରି ଏହାକୁ ବ୍ରଣ ପ୍ରଭାବିତ ଅଙ୍ଗରେ ରଗଡନ୍ତୁ ।

୩) ଇମ୍ୟୁନିଟି-ଲେମ୍ବୁ ପାଣି୍ରେ ଭିଟାମିନ୍ ସି ଓ ପୋଟାସିୟମ୍ ବହୁତ ମାତ୍ରାରେ ମହଜୁଦ୍ ରହିଥାଏ,  ଯାହା ଦ୍ୱାରା ଆମର ଶରୀରରେ ଭିଟାମିନ୍ କୁ ଅବଶୋଷିତ କରିବାରେ ସାହାଯ୍ୟ କରେ,  ଏହା ଆମର ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ , ଓ ଏଣ୍ତ୍ରେନଲ ପାଈଁ ଫାଈଦାଦାୟକ ହୋଇଥାଏ, ତାହା ସହ ଇମ୍ୟୁନୋ ସିଷ୍ଟମ ରୋଗାଣୁ କୁ ଶେଷ କରିବାରେ ସାହାଯ୍ୟ କରିଥାଏ , ଓ ଚିନ୍ତାକୁ ଜଡରୁ ଶେଷ କରେ ।

୪) ଥଣ୍ତା ଓ ଫ୍ଲୁ- ଯଦି ଆପଣଙ୍କୁ କୋଲଡ୍ ଓ ଫ୍ଲୁ ରେ ଗ୍ରସିତ ହୋଇଛନ୍ତି, ତେବେ ଲେମ୍ବୁର ରସକୁ ସେବନ କରନ୍ତୁ , ଏହା ବ୍ୟାକ୍ଟେରିଆକୁ ଜଡରୁ ମିଟାଇଦେଇଥାଏ , ଓ ଉପଚାର ପ୍ରକିୟା କୁ ବଢାଇଥାଏ ।

୫) ହର୍ଟ ବର୍ଣ୍ଣ୍- ଏସିଡ୍ ର ରିଫ୍ଲକ୍ସ କିମ୍ବା ହର୍ଟ ବର୍ଣ୍ଣ ପ୍ରାୟ ସବୁ ମଣିଷରେ ହେଉଥିବା ଏକ ସାଧାରଣ ସମସ୍ୟା ଅଟେ , ଏହାପାଈଁ ଆପଣଙ୍କୁ ମହଙ୍ଗା ମେଡିସିନ୍ ନେବାର ଜାଗାରେ ଯଦି ଗୋଟିଏ ସପ୍ତାହରେ ଦୁଇଥର ଲେମ୍ବୁର ପାଣୀ ସେବନ କରିବେ ତେବେ ନିଜେ ସୁଧାର ଦେଖିବାକୁ ପାଇବେ ।

୬) ଫୁଡ୍ ପଏଜନିଙ୍ଗ୍- ବହୁତ ଲୋକ ଖାଦ୍ୟପେୟ ବିଗଡିବା କାରାଣରୁ ଫୁଡ୍ ପଏଜନିଙ୍ଗ୍ ହୋଇଯାଏ , ଏମିତିରେ ଲେମ୍ବୁ ପାଣି ପିଇବା ଆପଣଙ୍କ ପାଇଁ ଫାଈଦାକାରୀ ହେବ ।

୭) ଭୋକ କମ୍ କରି ଓଜନ ବଢାଇଥାଏ- ସବୁ ଦିନଲେମ୍ବୁ ପାଣିର ସେବନ କରିଲେ ଭୋକ କମ୍ ଲାଗିଥାଏ , ଓ ଓଜନ କଣ୍ଟ୍ରୋଲ୍ ରହିଥାଏ , ଏକ ରିସର୍ଚ୍ଚ ଅନୁସାରେ ଲେମ୍ବୁ ପାଣିରେ ୩୦% ଲୋକଙ୍କୁ ମେଟାବଲିଜିମ୍ କୁ ବଢାଇଥାଏ , ଏହା ଛଡା ଆମର ବ୍ଲଡ୍ ସୁଗାରକୁ ବି ରେଗୁଲେଟ୍ କରିଥାଏ ।

୮) ନଖଗୁଡିକୁ ମଜବୁତ୍ କରିଥାଏ – ଲେମ୍ବୁର ପାଣି ପିଇଲେ ନଖଗୁଡିକ ପୁର୍ବ ଅପେକ୍ଷା ଅଧିକା ମଜବୁତ୍ ହୋଇଥାଏ,  ଓ ଏହା ନଖଗୁଡିକରେ ସବୁ ଦାଗ ଚିହ୍ନକୁ ଜଡରୁ ମିଟାଇଦିଏ

Leave a Reply

Your email address will not be published. Required fields are marked *