ଆଜି ଦିନର ସବୁଠୁ ମଜାଦାର୍ ହସକଥା : ସୋନୁ ମସ୍ତିରେ ସାଇକେଲ୍ ଚଲାଇକି ଯାଉଥିଲା ସିଏ ଗୋଟେ ସୁନ୍ଦରୀ ଝିଅକୁ ପଛରେ ଧକ୍କା ଦେଇଦେଲା ଆଉ ଯାହା କହିଲା ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ…
1 min readଆଜିକାଲି କର୍ମବ୍ୟସ୍ତତା ଭରା ଏହି ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ , ଚିନ୍ତାରେ ରହିଲେ ମଣିଷକୁ ନାନାପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଡାକ୍ତରଙ୍କ କଥା ମାନିଲେ ମଣିଷ ତେବେ ସୁସ୍ଥ୍ୟ ରହିପାରିବ ଯେବେ ସେ ନିଜ ମଧ୍ୟରେ ଖୁସିଥିବ ଆପଣ ସେ ଲୋକକଥା ତ ଶୁଣିଥିବେ କି “Laughter is the best Medicine” ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଆମେ ବିଶ୍ୱାସ କରୁଛୁ କି ଏହାକୁ ପଢିବାପରେ ଆପଣ ବି ବିନା ହସି ରହିପାରିବେ ନାହିଁ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର୍ ମଜାଦାର୍ ସିଲସିଲା ।
୧) ସ୍ୱାମୀ ରାତିକୁ ବେଡରେ ଯାଇକରି ଧୀରେ ସେ ସ୍ତ୍ରୀପାଖରେ ଶୋଇପଡିଲା, ସ୍ୱାମୀ-ଜାନୁ ଆଜି ଆଉଥରେ ହନିମୁନ୍ କରିବାକୁ ମନ ହେଉଛି, ସ୍ତ୍ରୀ-ଚିଡିକରି- ରୁହ ମ ତୁମକୁ ଖାଲି ରାତିରେ ପ୍ରେମ ଆସୁଛି, ଦିନରେ ତ ସାପ ସୁଙ୍ଗି ପଳାଉଛି
ସ୍ୱାମୀ ମୁହଁରୁ ସତ ବାହାରିଗଲା- ଆରେ କାହିଁକି ନା ରାତିରେ ଅନ୍ଧାର ହୋଇଥାଏ ,ଓଦିନରେ ତୁମର ମୁହଁ ଦେଖିବାକୁ ମୋର ମୁଡ୍ ହେଉନି, ତାପରେ ଚାରିଦିନରୁ ଛାତ ଉପରେ ମଶାଙ୍କର ସହ ସ୍ୱାମୀ ହନିମୁନ୍ କରିଲା ।
୨) ବିବାହର ପରଦିନ ଜଣେ ଲୋକର ସ୍ତ୍ରୀ ମରିଗଲା, ବିଚରା ବହୁତ କାନ୍ଦୁଥିଲା, ସାଙ୍ଗ- ଭାଇ କଣ ହେଇଥିଲା ଭାଉଜଙ୍କୁ ? ବ୍ୟକ୍ତି- କିଛି ନାହିଁ ବାସ୍ ଦହି ଖାଉଥିଲେ , ଓ ଖାଉ ଖାଉ, ସାଙ୍ଗ- ଆଚ୍ଛା ଗୋଟେ କଥା କହ ଦହି ଥିଲା କି ନାହିଁ ଆଉ ?
୩) ଦିନେ ଜଣେ ସ୍ୱାମୀ ନିଜ ଘରେ ଲାଇଟ୍ ଠିକ୍ କରୁଥିଲା , ତେବେ ତାର ସ୍ତ୍ରୀକୁ ଆବାଜ୍ ଲଗାଇଲା , ସ୍ତ୍ରୀ-କଣ ହେଲା, ସ୍ୱାମୀ- ଟିକିଏ ଏପଟକୁ ଆସ, ସ୍ତ୍ରୀ –ହଁ ଆସିଗଲି ଏବେ କୁହ, ସ୍ୱାମୀ- ଏଇଟି ଦୁଇଟି ତାର ଅଛି , ଟିକିଏ ଏଥିରୁ ଗୋଟେ ହାତରେ ଧରିବ, ସ୍ତ୍ରୀ-କଣପାଈଁ, ସ୍ୱାମୀ- ଆରେ ଧର ମ ଥରେ , ସ୍ତ୍ରୀ- ଏଇ ନିଅ ଧରିଲି, ସ୍ୱାମୀ-କଣ ହେଲା କିଛି ,ସ୍ତ୍ରୀ-ନାହିଁ ତ , ସ୍ୱାମୀ- ଆଛା ତାହାଲେ କରେଣ୍ଟ ଆଉଗୋଟେ ତାରରେ ଅଛି ।
୪) ଆଜି ମୋତେ ଗୋଟେ ଝିଅର ମେସେଜ୍ ଆସିଲା , ଝିଅ- ହାଇ, ପୁଅ- ହଁ , ଝିଅ- କେମିତି ଅଛ ? ପୁଅ- ହଁ ଭଲ, ଝିଅ- ତୁମେ କେତେ ପଢିଛ ? ପୁଅ- ତୁମେ ଯେତେ ପଢିଛ ଝିଅ- ତୁମର ଯେତେ ମାନେ ? ପୁଅ- ମୁଁ ବି ସେତିକି ଇଂରାଜୀ କହିକି ହିନ୍ଦୀରେ କହିବା ଆରମ୍ଭ କରିଦିଏ ।
୫) ପ୍ରେମରେ ଧୋକା ଖାଇକରି ରହିବା ଅପେକ୍ଷା ଭଲ ଅଟେକି ଆପଣ ରକ୍ତଦାନ କରିଦିଅନ୍ତୁ ,
୬) ପୁଅ- ମା ଯଦି ମୁଁ ଲଭ୍ ମ୍ୟାରେଜ୍ କରିବି ତ ? ମା- ଅଧିକା ଝିଅଙ୍କର ଚକ୍କରରେ ପଡନି, ଏହି ଝିଅ ବହୁତ ଚାଲାକ୍ ହୋଇଥାନ୍ତି , ପୁଅ- ନା ମା, ସେ ମା- ମୋତେ ଜଣାଅଛି ଏଇ କମିନି ପୁଅଙ୍କୁ ଫସାନ୍ତି, ପୁଅ- ଆରେ ମା ସକାଳୁ ବାପା କହୁଥିଲେ କି ତୁମ ଦୁଇଜଣଙ୍କ ଲଭ୍ ମ୍ୟାରେଜ୍ ହୋଇଥିଲା ।
୭) ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେଲା, ଅଧା ଦିନ ଚୁପ୍ ଚାପ୍ ରେ କଟିବାପରେ ସ୍ତ୍ରୀ ସ୍ୱାମୀର ପାଖରୁ ଆସିଲା କହିଲା, ଟିକିଏ ବୁଝାମଣା କରିନିଅ, ଟିକିଏ ମୁଁ ବି କରୁଛି, ସ୍ୱାମୀ- ଠିକ୍ ଅଛି କଣ କରିବାର ଅଛି ? ସ୍ତ୍ରୀ- ମୋତେ ତୁମେ କ୍ଷମା ମାଗିନିଅ, ମୁଁ କ୍ଷମା କରିଦେବି ।
୮) ଏକ କବି ନିଜ ସ୍ତ୍ରୀର ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ଏକ ମିସ୍ କଲ୍ ଆସିଲା , ସେ ମେସେଜ୍ ର ଜବାବ୍ ଦେଲା କବି- ପବନର ଲହଡୀ ହୋଇକରି ତୁ ମୋର ଝରକା ଖଟ୍ ଖଟ୍ କର , ମୁଁ ବନ୍ଦ ଝରକାରୁ ତୋଫାନକୁ ମୁଁ ଧରିକି ରଖିଛି ।
୯) ଏବେ ତ ବେଶୀଅଧିକା ହେଇଗଲା କି କିଏ ଏହି ଗୁମର କରୁଛି କି ଆକ୍ଟିଭା ସାଇଲେନ୍ସରରେ ସ୍ତ୍ରୀର ନାଁ ଲେଖିଲେ ବୁଲେଟ୍ ପରି ସାଉଣ୍ତ୍ ଆସିଥାଏ ।
୧୦) ପ୍ରାଇଭେଟ୍ ସ୍କୁଲର ଆଉ ଏକ ଆଇଟମ୍ ବଢିଗଲା , ଛୁଆଙ୍କ ମାସ୍କ ଓ ସ୍ୟାନିଟାଇଜର୍ ସ୍କୁଲ୍ ରୁ କିଣିବାକୁ ପଡିବ, ବାହାର ହେଲେ ଚଳିବ ନାହିଁ ।
୧୧) ଜର୍ଜ ଏହି ବୟସରେ ଝିଅକୁ କମେଣ୍ଟ କରୁଛ ? ତୁମେ କ୍ଷମା ପାଇବାଯୋଗ୍ୟ ନୁହେଁ , ୮୦ ବର୍ଷର ବୁଢା କହିଲା- ସାହେବ୍ ମୋର ତ୍ ଶୁଣନ୍ତୁ , ଜର୍ଜ- କିଏ-୨୦-୨୨ ବର୍ଷରପୁଅ ନାହିଁ ଯେ ତୁମର କଥା ଶୁଣିବ , ବୁଢା- ସାହେବ- ଏହା ୬୦ ବର୍ଷ ପୁରୁଣା କେସ୍ ଅଟେ, ଯାହାକୁ କମେଣ୍ଟ କରିଥିଲି ସେ ନିଜ ନାତି ସହ ଆସିଛି ,
୧୨) ବାରରେ ଦୁଇଟି ଲୋକ ମଦ ପିଉଥିଲେ , ଜଣେ ଯିଏ ମଦର ନିଶାରେ ଚୁର୍ ଥିଲା, ସାଙ୍ଗ ତୋର ମା ବହୁତ ସୁନ୍ଦର ଅଟେ, ସେ ମୋତେ ବହୁତ ଭଲ ଲାଗେ, ମରୁଛି ତାଙ୍କ ଉପରେ, ଏଇ ବୟସରେ ହିରୋଇନ୍ ଲାଗୁଛନ୍ତି , ବାରରେ ଏକଦମ୍ ଚୁପଚାପ୍, ଲୋକେ ଭାବିଲେ କି କିଛି ଗଣ୍ତଗୋଳ ହେବ , ତେବେ ଆଉଜଣେ କହିଲା, ଘର ଚାଲ ତୁମକୁ ନିଶା ହୋଇଯାଇଛି ବାପା ।
୧୩) ସୋନୁ ମସ୍ତିରେ ସାଇକେଲ୍ ଚଲାଇଯାଉଥିଲା, ସେ ଏକ ସୁନ୍ଦର ଝିଅର୍ ପଛରେ ଧକ୍କା ଦେଇଦେଲା, ଝିଅ- ଅନ୍ଧ ଟା କିରେ – ବେଲ୍ ବଜାଇପାରୁନଥିଲୁ କି ତୁ ? ସୋନୁ- ପୁରା ସାଇକେଲ୍ ତ ମାରିଦେଲା , ଏବେ କଣ ଘଣ୍ଟି ଅଲଗା ପକାଇ ମାରିବି ?