ଏହି ରାଶିର ପୁଅ ହୋଇଥାନ୍ତି ଭଲ ଜ୍ୱାଇଁ , ଶଶୁରଘର୍ ଲୋକେ କରନ୍ତି ବହୁତ ଇଜ୍ଜତ
1 min readଯେବେ କେଉଁ ମା ବାପା ନିଜ ଝିଅ ପାଇଁ ସଂମ୍ପର୍କ ଖୋଜିଥାନ୍ତି ତେବେ ସେ ନାନାପ୍ରକାର ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି , ପୁଅ କେମିତି ଦେଖାଯାଉଛି , କେତେ କମାଉଛି, ହାଇଟ୍ କେତେ ଅଛି, ରଙ୍ଗ କେମିତି, ଜାତି କଣ, ଏମିତି ବହୁତ କିଛି , କିନ୍ତୁ ଏହି ସବୁ ଜିନିଷରୁ ଗୋଟେ ଜିନିଷ ସବୁଠାରୁ ଅଧିକା ମାଇନା ରଖିଥାଏ କି ସେ ପୁଅ ବାହାଘର ପରେ ନିଜ ସ୍ତ୍ରୀ ଓ ତାହାର ଘର ଲୋକଙ୍କ କେତେ ଇଜ୍ଜତ କରିବ । ପୁଅ ଥରେ ଦେଖିବାକୁ ଠିକ୍ ଠାକ୍ ହୋଇଥିବ , କମାଉଥିବ ଓ ଘର ଚଳାଇପାରୁଥିବ କିନ୍ତୁ ଯଦି ତାହାର ସ୍ୱଭାବ ବେକାର ହୋଇଥିବ, ଓ ପରେ ତା ମଧ୍ୟରେ ଗର୍ବରେଭରା ହୋଇଥିବ, ସେମିତି ଅନ୍ୟଙ୍କ ଇଜ୍ଜତ ନ କରୁଥିବ ତେବେ ଏମିତି ଘର ଲୋକେ ନିଜ ଝିଅର ବିବାହ ଠିକ୍ କରିବାପରେ ପଶ୍ଚାତାପ କରନ୍ତି , ଏମିତିରେ ପୁଅଙ୍କ ସହ ଝିଅ କେବେ ଖୁସିରେ ରହିପାରେ ନାହିଁ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କ ଜାତକର ସ୍ୱଭାବର ମାମଲାରେ ଭଲ ହୋଇଥାଏ , ଏହି ରାଶିର ପୁଅ ନା କେବଳ ନିଜ ସ୍ତ୍ରୀଙ୍କୁ ଇଜ୍ଜତ କରନ୍ତି ବର୍ଂ ନିଜ ଶଶୁରଘର ଲୋକଙ୍କ ପ୍ରତି ମାନ ସମ୍ମାନ ଭାବନା ରଖନ୍ତି , ଏମିତି ପୁଅଙ୍କ ଘରେ ନିଜ ଝିଅର ବିବାହ କରାଇ ମା ବାପା ଓ ତାଙ୍କର ଝିଅ ବହୁତ ଖୁସିରେ ରହନ୍ତି , ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶି ଗୁଡିକ ।
ମେଷ ରାଶି- ଏହି ରାଶିର ପୁଅ ଥରେ ଯାହା ସହ ସଂମ୍ପର୍କ କରିନିଅନ୍ତି ତାଙ୍କ ସହ୍ ପୁରା ଜୀବନ ସାଥ୍ ନିଭାଇଥାନ୍ତି , ଏହି କାରଣରୁ ଯେବେ ଏମାନେ କେଉଁ ଝିଅକୁ ବିବାହ କରନ୍ତି ତେବେ ପୁରା ଧ୍ୟାନ ରଖନ୍ତି , ମେଷ ରାଶିର ଜାତକ ନିଜ ସ୍ତ୍ରୀ ଛଡା ନିଜ ଶଶୁରଘର ତରଫକୁ ବେଶୀ ନଇଁକରି ଚଳନ୍ତି , ଏହି ଲୋକ ଶଶୁରଘର ଲୋକଙ୍କ ଭାବନାକୁ ବୁଝନ୍ତି , ଓ ତାଙ୍କ ଝିଅଙ୍କୁ ଏକ ରାଜକୁମାରୀ ପରି ରଖନ୍ତି , ଏହି ରାଶିର ପୁଅଙ୍କୁ ବିବାହ ଦେଇ ମା ବାପା ନିଜ ଝିଅ ପାଇଁ ଟେନସନ୍ ଫ୍ରୀ ରୁହନ୍ତି ।
କର୍କଟ ରାଶି- ଏହି ରାଶିର ପୁଅ ବହୁତ ଶାଳୀନ ପ୍ରବୃତିର ହୋଇଥାନ୍ତି , ଏମାନେ ନିଜ ସ୍ତ୍ରୀକୁ ନିଜ ଇଜ୍ଜତ ବୋଲି ଭାବନ୍ତି , ଏମାନେ ଅଧିକା ବ୍ୟବହାରିକ ହୋଇଥାନ୍ତି , ଏହି କାରଣରୁ କେବଳ ନିଜ ସ୍ତ୍ରୀ ନୁହେଁ ବରଂ ଝିଅର ସଂମ୍ପର୍କୀୟ ଓ ବନ୍ଧୁଙ୍କୁ ଭଲ ଭାବେ ବ୍ୟବହାର କରିଥାନ୍ତି , କର୍କଟ୍ ରାଶିର ପୁଅଙ୍କୁ ବିବାହ କରି ଝିଅ ଏକ ଆରାମଦାୟକ ଓ ଖୁସିମୟ ଜୀବନ ବ୍ୟତିତ କରନ୍ତି , ଏପଟେ ଝିଅର୍ ବାପା ମା ଭଲ ବ୍ୟବହାର ବାଲା ଜ୍ୱାଇଁ ପାଇକରି ନିଜକୁ ଧନ୍ୟ ମାନନ୍ତି ।
କନ୍ୟା ରାଶି- ଏହି ରାଶିର ଲୋକ ବହୁତ ମିଳାମିଶା ପ୍ରବୃତିର୍ ହୋଇଥାନ୍ତି , ଏମାନଙ୍କ ମଧ୍ୟରେ ଏକ ଖାସ୍ କଥା ଏହା କି ଏମାନେ କେବଳ ସଂମ୍ପର୍କୀୟଙ୍କ ସହ ନୁହେଁ ବରଂ ଅଜଣା ଲୋକଙ୍କ ସହ ଭଲରେ ମିଶିଥାନ୍ତି , ଏମାନେ ବହୁତ୍ ଜଲଦି ସହଜରେ ମିଶିଯାଆନ୍ତି , ଏମାନଙ୍କ ଏହି ବ୍ୟବହାର କାରାଣରୁ ତାଙ୍କ ସ୍ତ୍ରୀ ଓ ଶଶୁରଘର ଲୋକଙ୍କ ସହ ଭଲ ସଂମ୍ପର୍କ ରୁହେ , ଝିଅର ବାପା ମା ନିଜ ଜ୍ୱାଇଁର ଏହି ମିଳାମିଶା ବ୍ୟବହାର ଯୋଗୁଁ ବହୁତ ସେ ତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥାନ୍ତି ।
ବିଛା ରାଶି- ଏହି ରାଶିର ଘର ନିଜ ଝିଅକୁ ବିବାହ କରାଇ ଗର୍ବ ଅନୁଭବ କରନ୍ତି , ଏହି ରାଶିର ପୁଅ ବହୁତ ଦକ୍ଷତାପୁର୍ଣ୍ଣ ହୋଇଥାନ୍ତି , ଏମାନଙ୍କ ଜୀବନରେ ବହୁତ କିଛି ହାସିଲ୍ କରିବାର କ୍ଷମତା ରଖିଥାନ୍ତି , ଏମାନଙ୍କ ଖାସ୍ କଥା ଏହା କି ସଫଳତା ଓ ପଇସା ଆସିବାପରେ ବି ନିଜ ସଂମ୍ପର୍କୀୟଙ୍କୁ କେବେ ଭୁଲନ୍ତି ନାହିଁ , ଓ ଭଲ ବ୍ୟବହାର୍ ରଖନ୍ତି , ଏମାନଙ୍କ ଏହି ବ୍ୟବହାର ସକାଶେ ଶଶୁରଘର ଲୋକଙ୍କ ସହ ଭଲ ସଂମ୍ପର୍କ ବସେ