June 23, 2025

Odia Express

Here, There and Everywhere

୧୦ ଅକ୍ଟୋବରକୁ ବୁଧ କରିବ ଏହି ରାଶିରେ ପ୍ରବେଶ , ଓ ନେଇକରି ଆସିବ ଜୀବନରେ ବହୁତ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ରାଶି ନାହିଁ ଏଥିରେ ସାମିଲ୍

1 min read

ଗ୍ରହ ନକ୍ଷତ୍ର ସବୁବେଳେ ପରିବର୍ତ୍ତନର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ଆସୁଥିବା ୧୦ ଅକ୍ଟୋବର କୁ ହେବାକୁ ଥିବା ଯାହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ , ଏବେ ଏହା ଭଲ ହେବ କି ଖରାପ ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ, ଆସୁଥିବା ୧୦ ଅକ୍ଟୋବର କୁ ବୁଧ ଗ୍ରହ କିଛି ରାଶିରେ ପ୍ରବେଶ କରିବେ , ଯାହାପରେ ସେହି ରାଶିର ଜାତକର ଜୀବନରେ କିଛି ଉତଥାନପତନ ହେବ , ବୁଧକୁ କଣ୍ଟ୍ରୋଲର୍ କୁହାଯାଇଥାଏ, ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ଏହାର ମତଲବ ହୋଇଥାଏ କି ଯେଉଁ ରାଶିରେ ସେ ପ୍ରବେଶ କରିବେ ସେହି ରାଶିର ଜୀବନକୁ ନିଜ ତରିକାରେ କଣ୍ଟ୍ରୋଲ୍ କରିବାରେ ଚେଷ୍ଟା କରିବ, ତେବେ ଆସନ୍ତୁ ଜାଣିବା ବୁଧ କେଉଁ କେଉଁ ରାଶିରେ ପ୍ରବେଶ କରୁଛନ୍ତି  ଏହି ୧୦ ଅକ୍ଟୋବରକୁ ।

ବିଛା ରାଶି- ବିଛା ରାଶିରେ ବୁଧ ମାନେ ଆସୁଥିବା ୧୦ ତାରିଖରେ ପ୍ରବେଶ କରିବେ , ଯାହା ଦ୍ୱାରା ବିଛା ରାଶି ସହ ଅନ୍ୟ ରାଶିଗୁଡିକ ଉପରେ ପ୍ରଭାବ ପକାଇବ , ବୁଧ ଗ୍ରହର ବିଛା ରାଶିରେ ପ୍ରବେଶ କରିବେ ଯେଉଁଠି ଗୋଟେ ପଟେ କିଛି ରାଶିର ଫାଇଦା ହେବ , ଓ କିଛି ରାଶିର କ୍ଷତି ବି ହେବ, ବିଛା ରାଶି ବୁଧରେ ପ୍ରବେଶ କରିଲେ ଏହି ରାଶିର ପାଇଁ ବହୁତ ହିଁ ସୌଭାଗ୍ୟର କଥା ହେବ , ଏଥିରେ ବିଛା ରାଶିର ଜୀବନରେ ବୃଦ୍ଧି ଓ ଜ୍ଞାନର ବୃଦ୍ଧି ହେବ , ଓ ତାଙ୍କ ଜୀବନରେ ଅନେକ ରାସ୍ତା ଖୋଲିଯିବ ।

ବୃଷ ରାଶି- ବୃଷ ରାଶିଙ୍କ ପାଇଁ ବୁଧ ରାଶି ବିଛା ରାଶିରେ ପ୍ରବେଶ କରିବା ଏକ ଫଳ ଦାୟକ ପ୍ରମାଣିତ ହେବ , ତାଙ୍କ ଜୀବନରେ ବହୁତ ସାରା ଖୁସି ନେଇକରି ଆସିବ , ଗୋଟେ ପଟେ କୋର୍ଟ କଚେରି ମୁକଦ୍ଦମାରୁ ମୁକ୍ତି ମିଳିବ,  ଅନ୍ୟ ପଟେ ବୁଢାପାରେ ଶାନ୍ତି ମିଳିବ,  ଏହି ରାଶିର ଲୋକଙ୍କୁ ଧ୍ୟାନ ରଖିବାକୁ ହେବ କି ଘରେ ଝିଅ କିମ୍ବା ଭଉଣୀଙ୍କୁ କେଉଁ ପ୍ରକାରର ଅସୁବିଧାର ସାମ୍ନା ନ କରିବାକୁ ପଡେ , ଏହା ଛଡା ଯେଉଁ ଲୋକଙ୍କର ଲେଖିବା ପଢିବାର ସଉକ ଅଛି । ଏହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇକରି ଆସିବ

ମେଷ ରାଶି- ବୁଧ ଗ୍ରହର ଏହି ସ୍ଥାନ ପରିବର୍ତ୍ତନ ହେତୁ ମେଷ ରାଶିର ଜୀବନରେ ଶୁଭ ସମୟ ଆସିବ , ଓ ଶୁଭ ଫଳ ପ୍ରାପ୍ତ୍ ହେବ , ଏହା ଛଡା ଅଧିକା ସୁଖମୟ ଜୀବନ ପାଇଁ ଏହି ରାଶିର ଲୋକେ ଟିକିଏ ପରିଶ୍ରମ ବି କରିବାକୁ ପଡିପାରେ, ଏହା ଛଡା ମେଷ ରାଶି ବାଲାଙ୍କର ୧୬ ଅକ୍ଟୋବର ଯାଏଁ ପଇସାର ଖର୍ଚ୍ଚକୁ କଣ୍ଟ୍ରୋଲ୍ କରିବାକୁ ହେବ , ଅନ୍ୟଥା ତାଙ୍କ ପାଇଁ ଏହା କ୍ଷତି ହୋଇପାରେ,  ପଇସା ସହ ଯୋଡି ହୋଇଥିବା ମାମଲାରେ ହୋଇପାରିଲେ ୧୬ ଅକ୍ଟୋବର ପର୍ଯ୍ୟନ୍ତ ସଂମ୍ଭାଳି ରୁହନ୍ତୁ, ନହେଲେ ଏହା ବଡ କ୍ଷତିର ସଙ୍କେତ ଦେଇପାରେ ।

Leave a Reply

Your email address will not be published. Required fields are marked *