June 27, 2025

Odia Express

Here, There and Everywhere

ଭୋକ ଲାଗିଲେ ଖାଇନେଇଥାଉ , ଶୋଷ ଲାଗିଲେ ପିଇନେଇଥାଉ, ଓ ଥଣ୍ତା ଲାଗିଲେ ଜଳାଇଦେଇଥାଉ ତେବେ କୁହ ମୋର୍ ନାଁ ଟି କଣ ?

1 min read

ଏହି ଦେଶରେ ବହୁତ ଲୋକ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି , କିନ୍ତୁ ଆଶ୍ଚର୍ଯ୍ୟର କଥା ତାଙ୍କୁ ଇଣ୍ଟରଭ୍ୟୁର ହିନ୍ଦୀ ଅର୍ଥ ଜଣା ହିଁ ନଥାଏ , ଇଣ୍ଟରଭ୍ୟୁର ହିନ୍ଦୀ ଅର୍ଥ ଲୋକଙ୍କ ଦିମାଗକୁ ପରଖିବାର ଅଛି , ହଁ ଆଜ୍ଞା, ଏଥିରୁ କିଛି ପ୍ରଶ୍ନ ପଚାରିକରି ତାଙ୍କ ଦିମାଗକୁ ପରଖାଯାଈଥାଏ,  ଏମିତିରେ ପାଠପଢିଥିବା ବ୍ୟକ୍ତି ବି ପ୍ରଶ୍ନଗୁଡିକର ଉତ୍ତର ଦେବାର ଅସଫଳ ହୋଇଯାଏ , ଓ ବହୁତ ଅଶିକ୍ଷିତ ଲୋକ ସେହି ପ୍ରଶ୍ନର ଉତ୍ତର ସହଜରେ ଦେଇଦିଅନ୍ତି , କହିଦେବୁ କି ଇଣ୍ଟରଭ୍ୟୁରେ ଦିମାଗ ଶାନ୍ତ ରହିବା ବହୁତ ହିଁ ଜରୁରୀ , କାରଣ ଏହାର ବିନା ଆପଣଙ୍କୁ ସଫଳତା ମିଳିପାରିବ ନାହିଁ , ଆଜିକାଲି ଆଇଏଏସ୍ ଇଣ୍ଟରଭ୍ୟୁରେ ଯାହା ପ୍ରଶ୍ନ ପଚାରାଯାଇଥାଏ , ତାହାକୁ ନେଇକରି ସମସ୍ତେ ଚକିତ ଅଛନ୍ତି , କିନ୍ତୁ ସବୁ ଦିମାଗର ଖେଳ ଅଟେ ଏଇ ସମୟରେ ବହୁତ ଲୋକ ସଠିକ୍ ଉତ୍ତର ଦେବାରେ ସଫଳ ହୋଇଯାଆନ୍ତି , ଓ କିଛି ଲୋକ ଅଶ୍ଳୀଲ ଜବାବ୍ ଦେଇକରି ଫେଲ୍ ହୋଇଯାଆନ୍ତି , କିନ୍ତୁ ଆମେ ଆପଣଙ୍କୁ ଏତିକି କହିବାକୁ ଚାହିଁବୁ କି ଏହା କେବଳ ବ୍ୟକ୍ତିର ଦିମାଗ ଟେଷ୍ଟ କରିବାପାଇଁ ପଚାରାଯାଇଥାଏ,  ଏବେ ସାମ୍ନାବାଲାର ଦିମାଗ ଏହି ପ୍ରଶ୍ନଗୁଡିକ ଶୁଣିବାପରେ ଯାହା ଭାବିଥାଏ

ସେମିତି ହିଁ ଉତ୍ତର ସେ ଦେଇଥାଏ,  ଏମିତିରେ ମଣିଷର ମାନସିକତା ଜଣାପଡେ,  ସେମିତି କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବୁ, ଯାହା ଦିମାଗ ଓ ବୁଦ୍ଧି ଦୁହେଁ ବହୁତ ଜରୁରୀ ହୋଇଥାଏ , ଏହି ଦୁହେଁଙ୍କ ବିନା ଆପଣ ଫେଲ୍ ହୋଇଯୀବେ , ତେବେ ଆସନ୍ତୁ ଆପଣଙ୍କୁ ସେହି ପ୍ରଶ୍ନର ଉତ୍ତର ପଚାରିବାର ସିଲସିଲା ଆରମ୍ଭ କରିଦେଉଛୁ ।

ପ୍ରଶ୍ନ-୧ : ଗାଇ କ୍ଷୀର ଦେଇଥାଏ , କୁକୁଡା ଅଣ୍ତା ଦେଇଥାଏ, କିନ୍ତୁ ସେ କେଉଁ ଜିନିଷ ଅଟେ ଯାହା ଦୁହେଁ ଦେଇଥାଏ ?

ଉତ୍ତର : ଦୋକାନୀ

ପ୍ରଶ୍ନ-୨ :ଏକ ବ୍ୟକ୍ତି ଗୋଟେ ଆଙ୍ଗୁଠିରେ ଏକ ସେକେଣ୍ତରେ ପାଞ୍ଚ ଜଣ ଲୋକଙ୍କୁ ଉପରକୁ ପଠାଇଦେଲା , ତେବେ ସେ ବ୍ୟକ୍ତି କିଏ ହୋଇଥିବ ?

ଉତ୍ତର: ଲିଫ୍ଟମ୍ୟାନ୍

ପ୍ରଶ୍ନ-୩ : ଏମିତି କେଉଁ ଜିନିଷ ଅଛି ଯାହା ଖରାପ ହୋଇଥାଏ,  ତାପରେ ବି ଲୋକ କହିଥାନ୍ତି ପି ଯାଅ,

ଉତ୍ତର : ରାଗ

ପ୍ରଶ୍ନ-୪ : ସେ କେଉଁ ଜିନିଷ ହୋଇଥାଏ ଯାହାର ପାଖରେ ରାତିକୁ ତ ମୁଣ୍ତ ହୋଇଥାଏ , କିନ୍ତୁ ଦିନରେ ହୋଇନଥାଏ ,

ଉତ୍ତର- ତକିଆ

ପ୍ରଶ୍ନ-୫ : ଭୋକ ଲାଗିଲେ ଖାଇନେଇଥାଉ , ଶୋଷ ଲାଗିଲେ ପିଇନେଇଥାଉ, ଓ ଥଣ୍ତା ଲାଗିଲେ ଜଳାଇଦେଇଥାଉ ତେବେ କୁହ ମୋର୍ ନାଁ ଟି କଣ ?

ଉତ୍ତର : ନଡିଆ ଯାହାକୁ ଆମେ ଖାଇପାରିବା, ଜଳାଇପାରିବା ଓ ଶୋଷ ଲାଗିଲେ ପିଇବି ପାରିବା

Leave a Reply

Your email address will not be published. Required fields are marked *