January 28, 2025

Odia Express

Here, There and Everywhere

ଏହି ଜିନିଷରୁ କରନ୍ତୁ ଭଗବାନ ଶିବଙ୍କୁ ପ୍ରସନ୍ନ , ଓ ପାଆନ୍ତୁ ଜୀବନର ସବୁ ଦୁଃଖରୁ ମୁକ୍ତି

ସବୁ ଦେବତାଙ୍କ ମଧ୍ୟରେ ଅଧିକା ମାନ୍ୟତା ଭୋଳାନାଥଙ୍କୁ ଦିଆଯାଇଥାଏ, ଏମିତି ମାନାଯାଏ କି ଯଦି ଭୋଳାନାଥଙ୍କୁ ପ୍ରସନ୍ନ କରିଦିଆଯାଏ ତେବେ ଏହାର ମତଲବ ଆପଣଙ୍କ ଜୀବନରେ କେଉଁ ପ୍ରକାରର ଦୂଃଖର ସାମ୍ନା କରିବାକୁ ପଡିବ ନାହିଁ , ଲୋକେ ଶିବଙ୍କୁ ଖୁସ୍ କରିବାପାଈଁ ଅଲଗା ଅଲଗା ପ୍ରକାରର କାର୍ଯ୍ୟ କରନ୍ତି , କିନ୍ତୁ ସବୁଥର ସେ ସଫଳ ହୋଇପାରନ୍ତି ନାହିଁ,  ଆଜି ଆମେ ଆପଣଙ୍କୁ ଶିବଙ୍କର କିଛି ପସନ୍ଦର ଜିନିଷ ବିଷୟରେ କହିବାକୁ ଯାଊଛୁ, ଯାହାର ଉପଯୋଗ କରି ଶିବଙ୍କୁ ନିଶ୍ଚିତ ଭାବେ ପ୍ରସନ୍ନ କରିବାରେ ସଫଳ ହେବେ । ଶିବଜୀଙ୍କୁ କିଛି ବିଶେଷ ମଞ୍ଜିରୁ ଭୋଗ ଲଗାଇକରି ଆପଣ ଅଲଗା ଅଲଗା ଅସୁବିଧାରୁ ମୁକ୍ତି ପାଇପାରିବେ ।

ଯଦି କେଉଁ ବ୍ୟକ୍ତିର ଧନ ସଂବନ୍ଧିତ ସମସ୍ୟା ଅଛି ତେବେ ଶିବଙ୍କୁ ଚାଉଳ ଚଢାଇପାରିବେ , ଏମିତି କରିଲେ ଆପଣଙ୍କ ଜୀବନରେ ଧନ ସଂବନ୍ଧି ସମସ୍ୟାର ନାଶ ହୋଇଥାଏ , ଯଦି ଆପଣ କେଉଁ ପାପର ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଶିବଙ୍କୁ ରାଶି ଚଢାଇପାରିବେ , ଏହା ଛଡା ଯଦି ଭଗବାନ ଶିବଙ୍କୁ ଜଉ ଚଢାଇଲେ ଏମିତି ମାନାଯାଏ କି ଏହା ଘର ପରିବାରରେ ହେଉଥିବା ସବୁ କଷ୍ଟ ଓ ଦୂଃଖରୁ ମୁକ୍ତି ଦେଇଥାଏ ।

ଯଦି କେଉଁ ବ୍ୟକ୍ତିକୁ ବହୁତ ଦିନରୁ ସନ୍ତାନର ପ୍ରାପ୍ତି ହୋଇନାହିଁ , ତେବେ ସିଏ ଲୋଗନକୁ ଶିବଙ୍କୁ ଗହମ ଚଢାଇବା ଉଚିତ୍ , ଏହା ସବୁ ଜିନିଷ ଶିବଙ୍କର ପ୍ରିୟ ହୋଇଥାଏ । ଓ ଏଥିପାଇଁ ଏହି ସବୁ ମଞ୍ଜିକୁ ଚଢାଇକରି ଶିବଙ୍କୁ ପ୍ରସନ୍ନ କରିବା ସବୁଠାରୁ ସହଜ ହୋଇଥାଏ , କିନ୍ତୁ ଏହି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ , ଏହି ଜିନିଷକୁ ଚଢାଇବାପରେ ଗରିବଙ୍କୁ ଦାନ କରିବା ଭୁଲନ୍ତୁ ନାହିଁ । ଯଦି କେଉଁ ବ୍ୟକ୍ତିକୁ ବହୁତ ଜ୍ୱର ହେଉଛି ତେବେ ବ୍ୟକ୍ତି ଯଦି ଶିବଙ୍କୁ ଜଳ ଚଢାଇବେ ତେବେ ଜ୍ୱର ତୁରନ୍ତ ଭଲ ହୋଇଯୀବ,  ଏମିତି ମାନ୍ୟତା ଅଛି କି ଶିବଙ୍କୁ ମହୁ ବହୁତ ପସନ୍ଦ ହୋଇଥାଏ

ଯଦି କେଉଁ ଟିବିର ରୋଗୀ ଶିବଙ୍କୁ ସୋମବାର ଦିନ ମହୁ ଚଢାଇବେ ତେବେ ଜଲଦି ହିଁ ଆରାମ ମିଳିବ , ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଛୁଆଙ୍କ ସ୍ମରଣଶକ୍ତି ବୃଦ୍ଧି ହେବ ତେବେ ଶିବଙ୍କୁ ସବୁଦିନ କ୍ଷିର, ମିଶ୍ରି, ଓ ଗୁଡ ଚଢାନ୍ତୁ । ଏହା ଛଡା ଯଦି କିଏ ନଂପୁସକ ବ୍ୟକ୍ତି ଶିବଙ୍କୁ ଘିଅ ଚଢାଇବେ ଓ ବ୍ରାହ୍ମଣଙ୍କୁ ଭୋଜନ କରାଇବେ ତେବେ ଏଥିରେ ନଂପୁସକତା ଶେଷ ହୋଇଯାଏ , ଓ ସନ୍ତାନପ୍ରାପ୍ତି ହୋଇଥାଏ , ଏହା ଛଡା ଆଖୁର ରସ ,ଅଲସୀର ଫୁଲ , ଦୁଦୁରାର ଫୁଲ ଆଦି ଶିବ ଭଗବାନ ବହୁତ ଅଧିକା ପ୍ରସନ୍ନ ହୋଇଥାନ୍ତି , ଏହି ସବୁ ଜିନିଷକୁ ଚଢାଇଲେ ଶିବ ପ୍ରସନ୍ନ ହୁଅନ୍ତି , ଓ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ,  ଓ ଜୀବନରେ ଖୁସିର ସଂଞ୍ଚାର ହୋଇଥାଏ

Leave a Reply

Your email address will not be published. Required fields are marked *