June 27, 2025

Odia Express

Here, There and Everywhere

ଏହି ତିନି ନାମ ବାଲା ପୁଅଙ୍କ ଭାଗ୍ୟରେ ନିଜେ ଭଗବାନ ଲେଖିଛନ୍ତି ସୁନ୍ଦର ସ୍ତ୍ରୀ ପାଇବାର ସୌଭାଗ୍ୟ, ଜାଣନ୍ତୁ କେଉଁ କେଉଁ ସେହି ନାଁ

1 min read

ଆମର ଜୀବନରେ ସବୁଠାରୁ ସୁନ୍ଦର ବନ୍ଧନ ବିବାହ ହୋଇଥାଏ , ଓ ଏହି ବନ୍ଧନରେ ଯୋଡିବାରେ ସମସ୍ତେ ଉତ୍ସାହିତ ହୋଇଥାନ୍ତି , ସେମିତି ଯଦି ପୁଅଙ୍କ କଥା କହିବା ତେବେ ଏମାନଙ୍କ ଏହି ଇଚ୍ଛା ହୋଇଥାଏ କି ଯେବେ ତାଙ୍କର ବିବାହ ହୋଇଯିବ ତେବେ ସେ ସୁନ୍ଦର ସ୍ତ୍ରୀ ଗୋଟେ ପାଆନ୍ତୁ, ଓ ଯାହା ତାଙ୍କର ଜୀବନରେ ଖୁସି ନେଇକରି ଆସିବେ , ଓ ଘର ପରିବାରରେ ସମସ୍ତଙ୍କ ମନ ଜିତିପାରିବେ,  କାହାର ଏହି ଇଚ୍ଛା ପୁରା ହୋଇପାରେ ନାହିଁ। ବହୁତ ସାରା ଲୋକ ଅଛନ୍ତି ଯିଏକି ଭଗବାନଙ୍କ ନିକଟରେ ଏହା ପ୍ରାର୍ଥନା କରିଥାନ୍ତି କି ତାଙ୍କୁ ସୁନ୍ଦର ସ୍ତ୍ରୀ ଗୋଟେ ମିଳୁ, କିନ୍ତୁ ତାଙ୍କୁ ସେମିତି ସହଜରେ ସୁନ୍ଦର ସ୍ତ୍ରୀ ମିଳିପାରେ ନାହିଁ । କହିଦେବୁ କି ନାମର ପ୍ରଥମ ଅକ୍ଷରରୁ ହିଁ ଆମେ କେଉଁ ବ୍ୟକ୍ତିର ଭାଗ୍ୟ ଜାଣିପାରିବା , ଜ୍ୟୋତିଷ୍ୟ ବିଜ୍ଞାନର ମାନିଲେ ଏମିତି କୁହାଯାଏ କି କେଉଁ ବ୍ୟକ୍ତିର ନାଁ ତାର ଉପରେ ଗଭୀର ପ୍ରଭାବ ପକାଇଥାଏ,  ଜ୍ୟୋତିଷ୍ୟଶାସ୍ତ୍ର ମୁତାବିକ କେଉଁ ବ୍ୟକ୍ତିର ନାଁ ତାର ଜୀବନରେ ଆସୁଥିବା ଦୁଃଖ ସୁଖ ସହିତ ଅନ୍ୟ ସୁଚନା ପୁର୍ବରୁ ମିଳୀଯାଇଥାଏ । ଏହିକଥାର ଆଧାରରେ ଆମେ ଆପଣଙ୍କୁ ୩ ଟି ନାମର ଲୋକଙ୍କର ବିଷୟରେ କହିବାକୁ ଯାଊଛୁ , ଯେଉଁ ଲୋକଙ୍କର ଜୀବନରେ ବହୁତ ସୁନ୍ଦର ସ୍ତ୍ରୀ ମିଳିଥାଏ , ଆଜି ଆପଣଙ୍କୁ ଜଣେଇବୁ କି ଏମିତି ୩ ଟି ନାଁ ବିଷୟରେ ଯାହାଙ୍କ ଜୀବନରେ ସୁନ୍ଦର ସ୍ତ୍ରୀ ମିଳିଥାନ୍ତି , ସେ ନା କିଛି ଏହିପ୍ରକାରର ଅଟେ ।

D ନାମକ ଲୋକ- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ସୁନ୍ଦର ସ୍ତ୍ରୀ ପାଇବା ସହ ଏହି ମାମଲାରେ ବହୁତ ଧନୀ ହୋଇଥାନ୍ତି , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏହି ନାଁ ବାଲା ଙ୍କ ଜୀବନରେ ସୁନ୍ଦର ସ୍ତ୍ରୀର ସୁଖ ଲେଖା ହୋଇଛି, ଓ ଏହା ସହ ଏମାନଙ୍କୁ ଜୀବନରେ ସଚ୍ଚା ପ୍ରେମ ମିଳିଯାଏ , ଏହି ନାଁର ଲୋକେ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି, ଓ ମାନ ସମ୍ମାନ କରୁଥିବା ବାଲି ହୋଇଥାନ୍ତି , ଓ ଏମାନେ ନିଜ ସ୍ତ୍ରୀଙ୍କୁ ସବୁବେଳେ ଖୁସିରେ ରଖନ୍ତି , ଏହି ଦାୟିତ୍ୱବାନ ମଣିଷ କୁହାଯାଉଥିବା ଲୋକଙ୍କ ମଧ୍ୟରେ ହୋଇଥାନ୍ତି , ଏମାନଙ୍କ ଜୀବନରେ ମାନ ସମ୍ମାନ ଓ ଦାୟିତ୍ୱ ରଖୁଥିବା ସ୍ତ୍ରୀ ମିଳିଥାଏ  ।

N ନାମକ ଲୋକ- ସୁନ୍ଦର ସ୍ତ୍ରୀ ପାଇବାରେ ଏହି ଲୋକଙ୍କର ଭାଗ୍ୟରେ ବହୁତ ବଡ ଧନୀ ହୋଇଥାନ୍ତି , ଏହି ଲୋକ କେଉଁ ବି ଝିଅଙ୍କୁ ହୃଦୟରୁ ଭଲ ପାଇଥାନ୍ତି , ଓ ଭଗବାନ ନିଜେ ଏମାନଙ୍କ ପ୍ରେମକୁ ମିଳାଇଦେଇଥାଏ,  ଓ ତାହା ସହ ଝିଅ ବି ବହୁତ ଏମାନଙ୍କ ମାନ ସମ୍ମାନ କରିଥାନ୍ତି , ସେମାନେ ବହୁତ ସଫା ହୃଦୟ ହେବା କାରାଣରୁଏହି ଲୋକ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବା ପସନ୍ଦ କରନ୍ତି ।

S ନାମକ ଲୋକ – ଯେଉଁ ଲୋକଙ୍କର ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥାଏ ସେମାନଙ୍କୁ ସୁନ୍ଦର ସ୍ତ୍ରୀ ମିଳିବାର୍ ସୌଭାଗ୍ୟ ମିଳିଥାଏ , ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାଁର ପୁଅଙ୍କୁ ସୁନ୍ଦର ସ୍ତ୍ରୀ ମିଳିଥାଏ , ଏହି ନାଁର ପୁଅଙ୍କ ଜୀବନରେ ସୁନ୍ଦର ସ୍ତ୍ରୀ ଆସିଥାଏ , ତାହା ସହ ସେମାନେ ବିପଦ ସମୟରେ ବି ସେ ନିଜ ସ୍ୱାମୀର୍ ସାଥ୍ ଦିଅନ୍ତି , ଏମାନଙ୍କ ସ୍ତ୍ରୀ ଘରବାଲାଙ୍କର ପୁରା ମାନସମ୍ମାନ ବି କରନ୍ତି , ଏମାନଙ୍କ ସ୍ତ୍ରୀଙ୍କ ସ୍ୱଭାବ ଏମାନଙ୍କ ପରି ହୋଇଥାଏ । କିନ୍ତୁ ଏମାନଙ୍କ ସ୍ତ୍ରୀ ବୁଦ୍ଧିମାନ ହେବା ସହ ସବୁ ମାମଲାରେ ସାଥ୍ ଦେଇଥାନ୍ତି

Leave a Reply

Your email address will not be published. Required fields are marked *