March 8, 2025

Odia Express

Here, There and Everywhere

ଆଜିର ସବୁଠୁ ମଜାଦାର୍ ଜୋକ୍ସ : ସ୍ୱାମୀ ଓ ପଡୋଶୀର ଚକ୍କର ବିଷୟରେ ପତ୍ତା ଲାଗିଗଲା ସ୍ତ୍ରୀକୁ ଓ ଆଗକୁ ଯାହା ହେଲା ଜାଣିଲେ ହସ ଅଟକାଇପାରିବେ ନାହିଁ ଆପଣ..

1 min read

ଏହି ଦୁନିଆଁରେ ସବୁଠାରୁ କଠିକ କାମ ଯାହା ବି ହେଉ ସେ କାହାକୁ ହସାଇବା ହେଉ କାରଣ ଏହି କର୍ମବ୍ୟସ୍ତ ଜୀବନରେ ଯିଏ ହେଲେ ବି ଚିନ୍ତାରେ ବୁଡି ରହୁଛନ୍ତି , ଏମିତିରେ ବ୍ୟକ୍ତି ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛି କି ହସିବା ଓ ହସାଇବା ଯେମିତି ଭୁଲିଯାଇଛି , କିନ୍ତୁ ଏହି କଥା ଆମେ ସମସ୍ତେ ଜାଣିଛେ କି ଜୀବନରେ ଖୁସି ରହିବାର କେତେ ଜରୁରୀ ହୋଇଥାଏ , ଓ ଏହା ଆମର ସ୍ଥାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ, ବନ୍ଧୁଗଣ ଆଜିକାଲି ଟିଭିରେ ଏମିତି ବହୁତ ସାରା ଶୋ ଆସେ ଯାହା ହସାଇବା ପାଇଁ ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ମଜାଦାର୍ ଜୋକ୍ସନେଇକରି ଆସିଛୁ, ଯାହାକୁ ପଢିକରି ଆପଣଙ୍କ ମନ ଖୁସ୍ ହୋଇଯିବ , ତେବେ ଆସନ୍ତୁ ଆରମ୍ଭ କରିବା ।

୧) ସ୍ୱାମୀ ସ୍ତ୍ରୀର ପଇସାର ମୁଲ୍ୟକୁ ନେଇକରି ଯୁକ୍ତି ଚାଳୁଥିଲା,  ସ୍ୱାମୀ ଉତ୍ତେଜନାରେ କହିଲା ସବୁ କିଛି ପଇସାରେ ହିଁ ଅଛି , ଏଠାରେ ଏହି ଘର ବି, ସ୍ତ୍ରୀ କହିଲା, କେବଳ ଘର ବି କାହିଁକି ମୁଁ ବି ହୋଇଥିବି  ସ୍ତ୍ରୀ, ରାଗରେ ସ୍ୱାମୀ ମହୋଦୟଙ୍କ ଉପରେ ରାଗିକରି କହିଲେ ମୁଁ ପଚାରୁଛି ଏମିତିରେ ଚାରିଟି ଚାକର କଣ ପାଇଁ ରଖିଛ ?ସ୍ୱାମୀ-କଣ ହେଲା କି ? ସ୍ତ୍ରୀ –ହେବ କଣ ତୁମେ ପରଦିନ ହୋଟେଲରୁ ଯେଉଁ ରୁପାର ପ୍ଲେଟ୍ ଆଣିଥିଲ ସେ ଏହାକୁ ଗାୟବ କରିଦେଇଛି ।

୨)ପପୁ- ସାଙ୍ଗ ଗପୁ ଏହି ବିବାହ ପାଇଁ ଯୋଡି କିଏ ତିଆରି କରିଥାଏ ? ଗପୁ- ସାଙ୍ଗ ଭଗବାନ ବନାଇଥାନ୍ତି ଉପରୁ, ପପୁ- ଓହ୍ ତେରି, ଗଡବଡ ହେଇଗଲା ଏବେ ତାହାଲେ, ଗପୁ- କଣ ହେଲାକି ,ପପୁ- ମୁଁ ତ କୋଣରେ ଦର୍ଜିକୁ ଦେଇଆସିଲି ॥

୩) ସ୍ୱାମୀ- ବିଦ୍ୱାନ କହିଛନ୍ତି କି ମୁର୍ଖଙ୍କ ସ୍ତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି , ସ୍ତ୍ରୀ- ଆପଣଙ୍କ ପାଖରେ ଆମର ପ୍ରଶଂସା କରିବା ଛଡା ଆଉ କିଛି କାମ ହିଁ ନାହିଁ , ସ୍ତ୍ରୀ-ଏଇ କଣ ହରକତ୍ କରୁଛ ? ମୁଁ ତୁମକୁ ଏତେ ସମୟରୁ କଥା ହେଉଛି , ତୁମେ ବାରମ୍ବାର ଚୁପ୍ ହୋଇଯାଉଛ , ସ୍ୱାମୀ- ମୁଁ ଚୁପ୍ ହେଉନି ବରଂ ତୁମର ସହ କଥା ହେବାକୁ ଚେଷ୍ଟା କରୁଛି ,

୪) ଜଣେ ଯୁବକ ନିଜ ସ୍ତ୍ରୀକୁ ନେଇକରି ଫିଲ୍ମ ଦେଖିବାକୁ ଗଲା, ଫିଲ୍ମହଲ୍ ରେ ସ୍ତ୍ରୀ ଲଗାତାର ସ୍ୱାମୀ ସହ କଥାବାର୍ତ୍ତା କରୁଥିଲା, ରାଗିକରି ସେ ଇଣ୍ଟରଭଲ୍ ରେ ସ୍ତ୍ରୀକୁ ପାନ କିଣିକି ଦେଲା,  ଓ ତାକୁ ଦେଇଦେଲା , ସ୍ତ୍ରୀ କହିଲା- ଗୋଟେ ପାନ ତୁମେ ବି ଖାଅ, ସ୍ୱାମୀ କହିଲା- ମୁଁ ତ ବିନା ପାନ ଖାଇ ବି ଚୁପ୍ ରହିପାରିବି ।

୫) ପ୍ରେମିକା- ନିଜ ପ୍ରେମୀକୁ – ଜାନୁ ମୋର ଜିଭରୁ ଛାଲ ବାହାରି ଆସିଛି, ପ୍ରେମୀ- ଏହା ତ ହେବାର ଥିଲା । ତୁମର ହରକତ୍ ଯାହା ଏମିତି ଥିଲା , ପ୍ରେମିକା- କଣ ମୁଁ କଣ କଲି କି ? ପ୍ରେମୀ- ତୁମେ କେବେ ନିଜ ଜୁବାନରେ ଆରାମ୍ ଦେଉନ , ଦିନ ସାରା ବକ୍ ବକ୍ , ପ୍ରେମୀ –କେବେ ତ ତାକୁ ବି ଆରାମ କରିବାର ଦିଅନି, ତାପରେ ଏହା ହୀଁ ହେବାର ଥିଲା ।

୬) ସ୍ୱାମୀ ଗୋଆ ବୁଲିବାକୁ ଯାଇଥିଲା, ୧୫ ଦିନ ପର୍ଯ୍ୟନ୍ତ ଘରକୁ ନ ଆସିଲା ତ ଫୋନ୍ କଲା , ତେବେ ରାଗରେ ସ୍ତ୍ରି କେବଳ ଏକ ମେସେଜ୍ କଲା , ଯେଉଁ ତୁମେ ପଇସାରୁ କିଣିଛ ନା, ତାକୁ ମୁଁ ଏଠି ଦାନ କରିପାରିବି, ସ୍ୱାମୀ- ରାତିରେ ଘରକୁ ଆସିଗଲା,  ସ୍ତ୍ରୀ-ରୋମାଣ୍ଟିକ୍ ହୋଇ ସ୍ୱାମୀକୁ କହେ ଆମର ବାହାଘରର୍ ୨୫ ବର୍ଷ ହୋଇଯାଇଛି, ଏତେ ବର୍ଷ କଟିଗଲା , ଜଣା ହିଁ ପଡିଲ୍ ନାହିଁ , ସ୍ୱାମୀ- ସମୟର ପତ୍ତା କଏଦୀଙ୍କୁ ଜଣାପଡିଥାଏ ଜେଲରକୁ ନୁହେଁ , ତାପରେ ହେଲା ଜୋରଦାର୍ ମାଡ୍ ।

୭) ସ୍ୱାମୀ ପେପର ପଢୁଥିବା ବେଳେ ଚିତ୍କାର କରେ , ସ୍ତ୍ରୀ ଫିଙ୍ଗିଦିଅ, ଲୈଲା ଉଠାଅ, ସ୍ତ୍ରୀ- କଣ ପଢୁଛ ? ସ୍ୱାମୀ- ପେପରରେ କଣ ବିଜ୍ଞାପନ ଛପା ହୋଇଛି, ସ୍ତ୍ରୀ ଫିଙ୍ଗ, ଲୈଲା ଫିଙ୍ଗ, କଣ କହୁଛ ? ସ୍ୱାମୀ- ପ୍ରଥମେ ତୁମ ଚଷମା ଉଠାଅ, ସେ ଲେଖାହୋଇଛି ପନିକି ଫିଙ୍ଗ ଥାଳୀ ଆଣ ଲେଖା ହୋଇଛି ।

୮) ଏକ ଅଟୋବାଲା ବାହାଘର ହେଉଥିଲା,  ଯେବେ ତାର କନ୍ୟା ଫେରା ନେବା ସମୟରେ ବସିଥିବା ବେଳେ ସେ କହିଲା , ଟିକିଏ ପାଖରେ ବସ,  ଏବେ ଆଉ ଜଣେ ବସିପାରିବେ , ତାପରେ କଣ ଥିବ ମଣ୍ତପରେ ହିଁ ଚପଲ୍ ମାଡଆରମ୍ଭ ହୋଇଗଲା ।

୯) ସ୍ତ୍ରୀ – ଯଦି ମୋର ବାହାଘରରେକେଉଁ ରାକ୍ଷାସ ଆସିଯାଇଥାନ୍ତା ତ , ଏତେ ଦୁଃଖୀ ହୋଇନଥାନ୍ତି , ଯେତେ ତୁମ ସହ ରହିଛି , ସ୍ୱାମୀ- ପାଗେଳୀ ରକ୍ତର ସଂମ୍ପର୍କକୁ କିଏ ବାହାହୁଏ ? ତାପରେ ପତିଦେବଙ୍କ ହେଲା ଜୋରଦାର୍ ପିଟାଇ ।

୧୦) ସ୍ତ୍ରୀ ତୁମର ପଡୋଶିବାଲା ସ୍ତ୍ରୀ ଲୋକ ସହ ଚକ୍କର ଚାଲୁଛି ନା , ସ୍ୱାମୀ –ନାହିଁ ତ, ସ୍ତ୍ରୀ –ମିଛ କୁହନି, ସ୍ୱାମୀ-କଣ ପ୍ରମାଣ ଅଛି, ସ୍ତ୍ରୀ –ତାର ସ୍ୱାମୀ କାଲି ତୁମର ଗଞ୍ଜି ପିନ୍ଧିକରି ଆସିଥିଲା ।

Leave a Reply

Your email address will not be published. Required fields are marked *