June 27, 2025

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି କି କୁକୁର ରାତିରେ କଣ ପାଇଁ କାନ୍ଦିଥାନ୍ତି ?ଏହାର ପଛରେ କାରଣ ଜାଣିଲେ ଆପଣ ଚକିତ ହୋଇଯିବେ

ବହୁତଥର ଆପଣ ଦେଖିଥିବେ କି ଯେବେ କେଉଁ କୁକୁର କାନ୍ଦିଥାଏ ତେବେ ବଡ ବୟସ୍କ ଲୋକ କହନ୍ତି କି କୁକୁର ଚୁପ୍ କରାଓ କାରଣ କୁକୁର କାନ୍ଦିବା ଅଶୁଭ ବୋଲି ମାନାଯାଏ , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଛୁଆବେଳରୁ ନେଇକରି ଆଜି ପର୍ଯ୍ୟନ୍ତ ଯେଉଁ କଥାକୁ ଆମେ ସତ ମାନୁଥିଲେ ତାହା ବିଲକୁଲ୍ ମିଛ୍ ଅଟେ,  କୁକୁର କାନ୍ଦିଲେ ଶୁଭ ଅଶୁଭ ସେମିତି କିଛି ହୋଇନଥାଏ,  ଆଜି ଆମେ ଆପଣଙ୍କୁ କୁକୁର କାନ୍ଦିବାର ପଛରେ ଅସଲ କାରଣ କହିବାକୁ ଯାଊଛୁ , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି  ତେବେ ଆସନ୍ତୁ ଜାଣିବା ଏହା ପଛରେ ରହସ୍ୟ ଜାଣିବା ।ଆପଣଙ୍କୁ କହିଦେବୁ ଯେଉଁ ଲୋକ ଅଶୁଭ ଭାବିକରି କୁକୁରର କାନ୍ଦିବା କହନ୍ତି ତାହା ତାଙ୍କର ପ୍ରକୃତରେ ହାଉଲ୍ କରିବା କୁହାଯାଏ , ଏହାର ମତଲବ ହୋଇଥାଏ କି ତାଙ୍କୁ କେଉଁ ପ୍ରକାରର ସାହାଯ୍ୟ ଦରକାର , ଆପଣଙ୍କୁ ଜଣେଇଦେବୁ କି କୁକୁର ପ୍ରକୃତରେ ବିଲୁଆର ପ୍ରଜାତୀର ହୋଇଥାନ୍ତି , ଓ ତାଙ୍କୁ ନିଜ୍ କଥା ଅନ୍ୟ କାହା ସହ ପହଞ୍ଚାଇବାରେ ଅସୁବିଧା ହୋଇଥାଏ

ଏଥିପାଇଁ କୁକୁର ଏହି ଭଳି ଆବାଜ୍ କରି ନିଜ ଠାରୁ ଅନ୍ୟ ମାନଙ୍କ ପାଖରେ ନିଜ କଥା ପହଞ୍ଚାନ୍ତି , ଆପଣ ବିଲୁଆ ହାଉଲ୍ କରୁଥିବାର ନିଶ୍ଚିତ ଶୁଣିଥିବେ , କାରଣ ବିଲୁଆ ହାଉଲ୍ ତ କରନ୍ତି , କାରଣ ବିଲୁଆ ଆବାଜ୍ ଏଥିପାଇଁ ହାଉଲ୍ କରନ୍ତି କାରଣ ତାଙ୍କର ଏହି ହାଉଲ୍ କାନ୍ଦିବା କୁହାଯାଏ ନାହିଁ , ଯେବେ କି କୁକୁର ଏମିତି କରିଥାଏ , ତେବେ ଲୋକଙ୍କୁ ଲାଗିଥାଏ କି ସେ କାନ୍ଦୁଛି  ଏଥିପାଇଁ ଲୋକ ଭଲ ନ ମାନିକରି ଚୁପ୍ କରାଇଥାନ୍ତି , କିମ୍ବା ସେଠାରେ ଭଗାଇଦିଅନ୍ତି ।

ଆପଣଙ୍କୁ କହିଦେବୁ କି ଯେବେ କୁକୁର ଦଳରେ ଥାଏ , ତେବେ ଅଚାନକ ନିଜ ଦଳରୁ ବାହାରିଯାଏ , ଏମିତିରେ ସେ ଜୋର୍ ଜୋର୍ ରେ ହାଉଲ୍ କରିଥାଏ । ଯାହା ଦ୍ୱାରା ଦଳର ଅନ୍ୟ ଲୋକ ତାକୁ ଖୋଜିପାରିବେ , ଓ ତାକୁ ସାଥିରେ ନେଇଯୀବେ , ଏହା ଛଡା କହିଦେବୁ କି କୁକୁରଙ୍କର ଦଳ ଏକ ନିଜର ଇଲାକା ହୋଇଥାଏ , ଯେଉଁଠି ଅନ୍ୟ କେଉଁ କୁକୁର ଆସିବା ବର୍ଜିତ ହୋଇଥାଏ , ଓ ଭୁଲ୍ ରେ ଯଦି ଅନ୍ୟ କେଉଁ କୁକୁର ପଳେଇଆସେ , ତେବେ ଦଳରେ ସମସ୍ତେ ହାଉଲ୍ କରି ଚେତାବନୀ ଦିଅନ୍ତି , କି ସେ ସେଠାରୁ ଚାଲିଯାଉ

ଏହା ଛଡା ଯେବେ କୁକୁରର ମାଲିକ ତାଙ୍କୁ ଏକେଲା ଘରେ ଛାଡି ଚାଲିଯାଆନ୍ତି , ତେବେ ଏମିତି ସ୍ଥିତିରେ କୁକୁର ହାଉଲ୍ କରନ୍ତି , ଓ ନିଜ ସାହାଯ୍ୟ ପାଇଁ ନିଜ ମାଲିକ ପର୍ଯ୍ୟନ୍ତ ଆବାଜ୍ ପହଞ୍ଚାଇପାରିବେ , ବହୁତଥର ଏପରି ହୋଇଥାଏ କି କୁକୁରଙ୍କୁ କେଉଁଠି ଆଘାତ ଲାଗିଗଲେ କିମ୍ବା କେଉଁ ପ୍ରକାର କଷ୍ଟ ହୋଇଥିଲେ , ତେବେ ସେ ହାଉଲ୍ କରି ଦୁଃଖର ଜାହିର୍ କରନ୍ତି

Leave a Reply

Your email address will not be published. Required fields are marked *