June 24, 2025

Odia Express

Here, There and Everywhere

କେବଳ ୨୮ ବର୍ଷ ବୟସରେ ଏହି ଝିଅ ତ୍ୟାଗ କରିଦେଲେ ସାଂସାରିକ ମୋହ ଓ ନେଇଯାଇଥିଲେ ଦୀକ୍ଷା – ଜାଣନ୍ତୁ ଗ୍ରାଜୁଏସନ୍ ହେବାପରେ କଣ ପାଇଁ ନେଇଥିଲେ ଏହି ଫଇସଲା..

1 min read

ଝିଅମାନଙ୍କ ପାଈଁ ୨୭-୨୮ ବର୍ଷର ବୟସ ଆଜିକାଲି ସେମିତି ହୋଇଥାଏ,  ଯେବେ ଝିଅମାନେ ବିବାହ କରିବାର ସ୍ୱପ୍ନ ଦେଖିବାକୁ ଲାଗିଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅର କାହାଣୀ ବିଷୟରେ କହିବାକୁ ଯାଊଛୁ , ଯିଏକି ଫ୍ୟାସନ୍ ଓ ବ୍ୟୁଟିର୍ ଦୁନିଆଁରେ ଦୁରେଇ ଯାଇକରି କେବଳ ୨୮ ବର୍ଷ ବୟସରେ ଦୀକ୍ଷା ନେଇଯାଇଥିଲେ, ବହୁତ ଆଶ୍ଚର୍ଯ୍ୟର କଥା ଏହା କି ବୋଧେ ପ୍ରଥମଥର କାହାକୁ ବିଶ୍ୱାସ ଆସିବ ନାହିଁ , କିନ୍ତୁ ଏହା ବିଲକୁଲ୍ ସତ ଅଟେ  ଏହି ଝିଅ ସମସ୍ତ ସାଂସରିକ ସୁଖ ତ୍ୟାଗ ନେଇକରି ଦିକ୍ଷା ନେଇଯାଇଥିଲେ, ଆସନ୍ତୁ ଆପଣଙ୍କୁ କହିବୁଉ କିଏ ସେ ଝିଅ କଣ ପାଇଁ ନେଇଯାଇଥିଲେ ଏତେ କମ୍ ବୟସରେ ଦୀକ୍ଷା । ନିଜାମପୁର ପରିମଳ ପାର୍କରେ ରହୁଥିବା ସେଫାଳୀ କେବଳ ୨୮ ବର୍ଷର ବୟସରେ ଜୈନ ସମୁଦାୟ ଦ୍ୱାରା ଦୀକ୍ଷା ନେଇକରି ସେ କରି ଦେଖାଇଦେଲେ ଯାହାର କଳ୍ପନା ସାଧାରଣ ଲୋକଙ୍କୁ ଏତେ କମ୍ ବୟସରେ କରିପାରିବେ ନାହିଁ

ଆପଣଙ୍କୁ କହିଦେବୁ କି ସେଫାଳୀଙ୍କ ନାଁର ଏହି ଯୁବତୀ ଜଣେ ଗ୍ରାଜୁଏଟ୍ ଅଟନ୍ତି, ଓ ସବୁବେଳେ ପାଠପଢାରେ ଭଲ ଥିଲେ , ସେଫାଳୀ ଗତ ୨୨ ଜାନୁୟାରୀ କୁ ନିଜାମପୁର ଜୈନ ସଂଘ ଦ୍ୱାରା ଆୟୋଜିତ ଦୀକ୍ଷା କାର୍ଯ୍ୟକ୍ରମ ସମୟରେ ଦୀକ୍ଷା ପ୍ରାପ୍ତି କରିନେଲେ , ଓ ଏବେ ସେ ନିଜ ଜୀବନ ବିଲକୁଲ୍ ସାଧାରଣ ତରିକାରେ ଏକ ଦୀକ୍ଷାର୍ଥୀ ରୁପରେ ବିତାଇବେ , ସାଧାରଣ ଝିଅଙ୍କ କଥା କହିଲେ ଏହି ବୟସରେ ନିଜ ପୁରା ଧ୍ୟାନ କ୍ୟାରିୟର ସହ ସପିଙ୍ଗ୍ ,ବ୍ୟୁଟି, ଓ ଫ୍ୟାସନରେ ଖର୍ଚ୍ଚ କରିଥାନ୍ତି , ଏମିତିରେ ସେଫାଳୀ ସବୁକିଛି ତ୍ୟାଗକରି ଦୀକ୍ଷା ନେଇଯାଇଥିଲେ, ତାଙ୍କର ଏହି ଫଇସଲାରେ ଲୋକଙ୍କୁ ସପୋର୍ଟ୍ ମିଳୁଛି , ସାଧାରଣ ଲୋକଙ୍କ ପ୍ରଥମ ଥର ପାଇଁ ଦୀକ୍ଷା ମିଳେ ନାହିଁ , କିନ୍ତୁ ସେଫାଳୀ ଜୈନ ସମୁଦାୟ ସବୁ ପରୀକ୍ଷାରେ ବର୍ଷକରେ ସିଖିଲେ , ଏଥିପାଇଁ ଏହା ପ୍ରଥମଥର ତାଙ୍କୁ ଦିକ୍ଷା ଦିଆଯାଇଥିଲା ।

ଆପଣଙ୍କୁ କହିଦେବୁ କି ସାଇନ୍ସ ଫେକଲଟିରେ ଗ୍ରାଜୁଏଟ୍ ସେଫାଳୀ ବସନ୍ତ ପଞ୍ଚମୀ ଶୁଭ ଅବସରରେ ଜୈନ୍ ସମୁଦାୟ ଦ୍ୱାରା ଆୟୋଜିତ ବସନ୍ତ ପଞ୍ଚମୀର ଶୁଭ ଅବସରରେ ଜୈନ୍ ସମୁଦାୟଙ୍କ ଦ୍ୱାରା ଆୟୋଜିତ ଦୀକ୍ଷା ସମାରୋହ ରେ ହଜାର ଲୋକଙ୍କର୍ ଉପସ୍ଥିତିରେ ସାଂସରିକ ଜୀବନ ତ୍ୟାଗ ଦୀକ୍ଷା ନେଇଗଲେ , ସୈଫାଳୀ ଏହି ଫଇସଲାରେ ତାଙ୍କ ମା ଓ ଭାଇର୍ ପୁରା ସହମତି ଅଛି, କହିଦେବୁ କି ବାପା ବସନ୍ତ କୁମାର ଫୁଲଚନ୍ଦ ୨୦୦୩ ରେ ଦେହାନ୍ତ ହୋଇଯାଇଥିଲା

ଯାହାପରେ ସେଫାଳୀଙ୍କ ମା ଓ ଭାଇ ମିଶିକରି ତାଙ୍କ ଯତ୍ନ ନେଇଥିଲେ,  ଓ ଛୁଆ ବେଳରୁ ପାଠପଢା ସହ ଧର୍ମ ଶିକ୍ଷା ବି ଦେଇଥିଲେ, ସେଫାଳୀ ଦୀକ୍ଷା ସମାରୋହରେ ସାମିଲ୍ ହେବାପାଇଁ ତାଙ୍କ ବଡ ଭାଇ ଭୌମିକ ବିଦେଶରୁ ଏହି ସମାରୋହରେ ସାମିଲ୍ ହେବାକୁ ଆସିଥିଲେ, ସୈଫାଳୀ ଦିକ୍ଷା ନେବାପୁର୍ବରୁ ନିଜ ଭାଇ ଓ ମାଙ୍କ ସହ ଫଟୋସୁଟ୍ କରାଇଲେ , ଯେଉଁଥିରେ ସେ ଅପସରା ପରି ଦେଖାଯାଉଥିଲେ, ପୁରା ମେକଅପ୍ ଓ ଇଣ୍ତିଆନ୍ ଡ୍ରେସ୍ ରେ ସେଫାଳୀ ବହୁତ ସୁନ୍ଦର ନଜର୍ ଆସୁଥିଲେ, କିନ୍ତୁ ଏହା ଶେଷଥର ଥିଲା ଯେବେ ସେ ପୁରା ଏହି ଭଳି ସଜେଇ ହୋଇଥିଲେ

Leave a Reply

Your email address will not be published. Required fields are marked *