June 22, 2025

Odia Express

Here, There and Everywhere

ଏଇ ଦୁର୍ଲ୍ଲଭ ଶିବଲିଙ୍ଗରେ ଲୁଚି ରହିଛି ପାତାଳ ଯିବାକୁ ରାସ୍ତା , ଏକ ଲକ୍ଷରୁ ଅଧିକା ଅଛି ଛିଦ୍ର…

ଶିବଲିଙ୍ଗକୁ ଶିବଙ୍କର ପ୍ରତୀକ ବୋଲି ଜଣାଯାଏ  ଓ ସେମିତି ଦୁନିଆଁ ସାରା ହଜାର ଶିବଲିଙ୍ଗ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଶିବଲିଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ କୁହାଯାଉଛି କି ଏହି ଶିବଲିଙ୍ଗ ପାତାଳ ଯିବାର ରାସ୍ତା ହୋଇଛି, ଆଜି ଆମେ ଆପଣଙ୍କୁ ଏହି ଦୁର୍ଲ୍ଲଭ ଶିବଲିଙ୍ଗ ସହ ଯୋଡି ହୋଇଥିବା କଥାଗୁଡିକ କହିବାକୁ ଯାଉଛୁ, ଯାହା ଆପଣ ବି ଶୁଣିଲେ ଚକିତ ହୋଇଯିବେ । ଆମେ ଆଜି ଯେଉଁ ଶିବଲିଙ୍ଗ ବିଷୟରେ କହିବାକୁ ଯାଊଛୁ ତାହାର୍ ସ୍ଥାପନା ନିଜେ ମା ଲକ୍ଷ୍ମୀ କରିଥିଲେ,  ଏହା ବହୁତ ଦୁର୍ଲ୍ଲଭ ଶିବଲିଙ୍ଗ ଅଟେ ଏଥିରେ ଲକ୍ଷାଧିକ ଛିନ୍ଦ୍ର ଅହି ସେଥିରୁ ଗୋଟେ ଛିଦ୍ର ପାତାଳ ଯିବାର ରାସ୍ତା ବୋଲି କୁହାଯାଉଛି  ଏଠାରେ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ମାନିବା କଥାକ୍ ଇ ଏହି ଶିବଲିଙ୍ଗରେ ଯେଉଁ ଭକ୍ତ ଜଳ ଅର୍ପଣ କରେ ସେ ପାତାଳ ଲୋକ ଯାଇଥାଏ , ଆମେ ଯେଉଁ ଦୁର୍ଲ୍ଲଭ ଶିବଲିଙ୍ଗ ବିଷୟରେ କଥା ହେଉଛୁ ତାହା ପ୍ରକୃତରେ ଛତିଶଗଡର ଖରୋଦ ନଗରରେ ଅଛି , ଖରୋଦ ନଗର୍ ଛତିଶଗଡର ଲୋକ ସେଠାକାର କାଶୀ ବୋଲି କହନ୍ତି

ଏଠାରେ ସ୍ଥାପିତ ହୋଇଥିବା ଏକ ମନ୍ଦିର ଲକ୍ଷ୍ମୀମେଶ୍ୱର ମହାଦେବ ମନ୍ଦିର ହିଁ ଏକ ଏମିତି ଶିବଲିଙ୍ଗ ସ୍ଥାପିତ୍ ଅଛି , ଯେଉଁଥିରେ ଲକ୍ଷାଧିକ ଛିଦ୍ର ଅଛି,  ଓ ଲୋକଙ୍କର ମାନିବା କଥା କି ଏହି ଛିଦ୍ର ପାତାଳ ଲୋକ ଆଡକୁ ଯାଏ , ଏହି ଦୁର୍ଲ୍ଲଭ୍ ମନ୍ଦିର ଛତିଶଗଡର ରାଜଧାନୀରୁ ୧୨୦ କିମି ଦୁର ସ୍ଥାନରେ ସ୍ଥାପିତ ହୋଇଛି କିଛି ପୁରାତନ୍ତ୍ର ବିଭାଗର ବିଶେଷଜ୍ଞ ବି ଏହି ମନ୍ଦିରକୁ ଷଷ୍ଠଶତାଦ୍ଧୀର ସ୍ଥାପିତ ହୋଇଛି ବୋଲି କହନ୍ତି , ଉତ୍ତରାଖଣ୍ତର ଲୋକଙ୍କ ମଧ୍ୟରେ ଏହି ମନ୍ଦିର ବିଶେଷ ମହତ୍ତ୍ୱ ରଖେ ଓ ଏଥିପାଇଁ ଆସୁଥିବା ଶ୍ରଦ୍ଧାଳୁ ବି ନିଜ ମନୋକାମନା ପୁର୍ତ୍ତି କରିବାପାଇଁ ଆସିଥାନ୍ତି , ଓ ମହାଦେବଙ୍କ ପୁଜା ଅର୍ଚ୍ଚନା କରନ୍ତି ।

ଆପଣଙ୍କୁ କହିଦେବୁ କି ଏହି ମନ୍ଦିର ବିଷୟରେ ଏହା କୁହାଯାଏ କି ଏହାର ନିର୍ମାଣ ରାମାୟଣ କାଳରେ ଯେବେ ଶ୍ରୀରାମ୍ ଲଙ୍କାରୁ ବିଜୟଲାଭ କରିଥିଲେ,  ପରେ ଅଯୋଦ୍ଧ୍ୟା ଫେରୁଥିଲେ ତେବେ ଛତିଶଗଡର ଖରୋଦ ନଗର ପହଞ୍ଚିବାପରେ ଲକ୍ଷ୍ମଣ ରାମଙ୍କୁନିବେଦନ କରିଥିଲେ କି ସେ ଏଠାରେ ଏକ ଶିବ ମନ୍ଦିରର ସ୍ଥାପନା କରିବେ , ଲକ୍ଷ୍ମଣଙ୍କ ବିନତି ଶୁଣିବାପରେ ଶ୍ରୀରାମ ମନା କରିପାରିଲେ ନାହିଁ , ଓ ଶିବଜୀଙ୍କ ଏହି ଲକ୍ଷ୍ମୀନେଶ୍ୱର ମନ୍ଦିର ସ୍ଥାପନା କରାଇଦେଲେ , ମାନାଯାଏ କି ଏହି ମନ୍ଦିର ସ୍ଥାପନା ପଛରେ ବହୁତ୍ ରୋଚକ ଇତିହାସ ବି ଅଛି

ସେଠାକାର ସ୍ଥାନୀୟ ଲୋକଙ୍କର୍ କହିବା କଥା କି ଶ୍ରୀରାମ ମନ୍ଦିର ରୁପରେ ସେଠାକାର ରାଜା ରତନସିଂ ଦେଇଥିଲେ,  ଏହି ମନ୍ଦିର ସ୍ଥାପନା ଶିବଲିଙ୍ଗର ଗୋଟେ ଛିଦ୍ର ପାତାଳ ଆଡକୁ ଯିବାର ରାସ୍ତା ଅଟେ, ଲୋକଙ୍କର ମାନିବା କଥା କି ଏହି ଶିବଲିଙ୍ଗ ଛିଦ୍ରରେ ଯେତେ ବି ଜଳ ଚଢାଯାଏ , ତାହା କେବେ ଭରିନଥାଏ,  କାରଣ ସେ ଗୋଟେ ଛିଦ୍ର ପାତାଳଲୋକକୁ ଯାଈଥାଏ,  ଓ କେବେ ଭରିନଥାଏ, ଏହି କଥାର ଏବେ ପର୍ଯ୍ୟନ୍ତ କିଛି ବି ପୃଷ୍ଟି ମିଳିନି, କିନ୍ତୁ ସେଠାକାର ଲୋକଙ୍କର୍ ଏମିତି ମାନିବା କଥା କି ଶିବଲିଙ୍ଗରେ ମହଜୁଦ୍ ଏକ ଛିଦ୍ର ରାସ୍ତା ପାତାଳ ଲୋକ ଆଡକୁ ଯାଏ

Leave a Reply

Your email address will not be published. Required fields are marked *