June 27, 2025

Odia Express

Here, There and Everywhere

ଯଦି ଆପଣ ଖାଲି ପେଟରେ ଖାଆନ୍ତି ଅମୃତଭଣ୍ତା, ତେବେ କିଛି ହେବ ଯାହା ଆପଣ ଜାଣିଲେ ଚକିତ ହୋଇଯିବେ..

ଆଜିକାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ଏହି ଦୁନିଆଁରେ ଲୋକେ ଠିକ୍ ପ୍ରକାରରେ ନିଜ ଖାଦ୍ୟ ପାନୀୟ ଦାୟିତ୍ୱ ନେଇପାରୁନାହାନ୍ତି , ଏମିତିରେ ନିଜକୁ ସୁସ୍ଥ୍ୟ ରଖିବାପାଇଁ ଜରୁରୀ ଅଟେ କି ନିଜ ଖାଦ୍ୟ ପେୟର ଦାୟିତ୍ୱ ରଖନ୍ତୁ , ସବୁଦିନ ସକାଳୁ ଉଠିକରି ଆପଣ ଖାଲି ପେଟରେ ପାଣି ପିଇଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଖାଲି ପେଟରେ ଅମୃତଭଣ୍ତା ଖାଇବାର ଫାଈଦା ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ , ଆସନ୍ତୁ କହିବୁ ଖାଲି ପେଟରେ ଅମୃତଭଣ୍ତା ଖାଇବାରେ କଣ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କୁ କହିଦେବୁ କି ଆପଣ ସକାଳୁ ଖାଲି ପେଟରେ ଅମୃତଭଣ୍ତା ଖାଉଛନ୍ତି ତେବେ ଏଥିରେ ଶରୀରରେ ଆପଣଙ୍କ ସବୁ ପୋଷକ ତତ୍ତ୍ୱ ପ୍ରାପ୍ତି ହୋଇଥାଏ

ଯେପରି ପ୍ରୋଟିନ୍ , ଫାଇବର୍, ପୋଟାସିୟମ୍, ଭିଟାମିନ୍ , ଓ ସବୁଦିନ ଖାଲି ପେଟରେ ଅମୃତଭଣ୍ତା ଖାଇକରି ଆପଣ ନିଜ ଶରୀରରେ ଏହି ସବୁ ପୋଷକ ତତ୍ତ୍ୱ ଭରପାଇ କରିପାରିବେ , ଓ ତେବେ ଏକ ସୁସ୍ଥ୍ୟ ଓ ରୋଗ ମୁକ୍ତ ଲାଇଫ୍ ଷ୍ଟାଇଲ୍ ମେନଟେଣ୍ଟ କରିବାରେ ସାହାଯ୍ୟ କରିଥାଏ । କହିଦେବୁ କି ଯଦି କେଉଁ ବ୍ୟକ୍ତିକୁ ପିଲିଆ ପରି ରୋଗ ହୋଇଛି , ତେବେ ସବୁଦିନ ଅମୃତଭଣ୍ତା କଞ୍ଚା ଖୁଆଇଲେ ସେ ଜଲଦି ଠିକ୍ ହୋଇଯିବେ , ପିଲିଆ ରୋଗୀଙ୍କ ପାଇଁ ଅମୃତଭଣ୍ତା ଖାଇବା ବହୁତ ଲାଭକାରୀ ହୋଇଥାଏ,  ଏହି ରୋଗର ରୋଗୀଙ୍କୁ ଅମୃତଭଣ୍ତା ସିଝାଇକରି ସେଥିରେ କିଛି ଲୁଣ ମିଶାଇକରି ଖାଇପାରିବେ

ଏମିତି କରିଲେ ଜଲଦି ହିଁ ଏହି ରୋଗରୁ ମୁକ୍ତି ମିଳିପାରିବ । ଯଦି କେଉଁ ବ୍ୟକ୍ତି କବଜ୍ ସମସ୍ୟାରେ ପିଡିତ ଅଛନ୍ତି , ତେବେ ସକାଳ ସମୟରେ ଖାଲି ପେଟରେ ଅମୃତଭଣ୍ତାର ସେବନ କରନ୍ତୁ , ପାଚିଲା ଅମୃତଭଣ୍ତା କବଜ୍ ପରି ସମସ୍ୟାରୁ ମୁକ୍ତି ଦେଇଥାଏ , ଓ ପେଟ ସଫାକରିଥାଏ,  ଓ ଯଦି ନିୟମିତ ରୁପରେ ଏହାର ସେବନ କରାଯାଏ , ତେବେ କବଜ୍ ପରି ସମସ୍ୟାରୁ ଜଲଦି ହିଁ ମୁକ୍ତି ମିଳିପାରିବ , ଓ ପେଟ ସଫା ରହିବ । ଅମୃତଭଣ୍ତାରେ ପ୍ରଚୁର ପରିମାଣରେ ଫାଇବର୍ ମିଳିଥାଏ,  ଜାହା ଶରୀରରେ ମହଜୁଦ୍ କୋଲେଷ୍ଟ୍ରୋଲ୍ କୁ କଣ୍ଟ୍ରୋଲ୍ କରିଥାଏ, ଯଦି ନିୟମିତ ରୁପରେ ସକାଳୁ ଅମୃତଭଣ୍ତାର ସେବନ କରାଯାଏ , ତେବେ ଶରୀରରେ ମହଜୁଦ୍ କୋଲେଷ୍ଟ୍ରୋଲ୍ ମାତ୍ରାକୁ ନିୟନ୍ତ୍ରିତ କରି ପାରିବ , ଓ ବଢୁଥିବା କୋଲେଷ୍ଟ୍ରୋଲ୍ କୁ ବି ନିୟନ୍ତ୍ରିତ୍ କରିବ ।

ଆଜିକାଲି ପ୍ରାୟ ୮୦ ପ୍ରତିଶତ ଲୋକେ ମୋଟାପା ଯୋଗୂଁ ଚିନ୍ତିତ ଅଛନ୍ତି , ଅନିୟମିତ ଜୀବନଶୈଳୀ କାରଣରୁ ଓଜନ କମାଇବାରେ ସେମାନେ ବିଫଳ ହୋଇଯାଆନ୍ତି  କିନ୍ତୁ ଯଦି ଆପଣ ସବୁଦିନ ଡେଲି ରୁଟୀନ୍ ରେ ଖାଲି ପେଟରେ ଅମୃତଭଣ୍ତାର ସେବନ କରିବେ , ତେବେ ମୋଟାପାର ସମସ୍ୟାରୁ ମୁକ୍ତି ପାଇବେ,  ଓଜନ କମ କରିବା ଦ୍ୱାରା ଆପଣ ସୁସ୍ଥ୍ୟ ରହିବେ , ଏଥିପାଇଁ କିଛି ବି କରନ୍ତୁ ନାହିଁ, ଖାଲି ଏକ ସ୍ଲିମ୍ ଟ୍ରିମ୍ ବଡି ପାଇବାକୁ ହେଲେ, ସବୁଦିନ ଖାଲି ପେଟରେ ଅମୃତଭଣ୍ତା ସେବନ କରିଦିଅନ୍ତୁ

Leave a Reply

Your email address will not be published. Required fields are marked *