June 23, 2025

Odia Express

Here, There and Everywhere

ଏହି ଉପାୟ ଦ୍ୱାରା ବିନା କୌଣସି କଷ୍ଟରେ ପେଟରେ ଥିବା ୨୦ ବର୍ଷର ପୁରୁଣା ପଥର ମାତ୍ର ୨୦ ମିନିଟରେ ବହାରିଯିବ..

1 min read

ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କଲେ ଆପଣଙ୍କ ପଥର ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ। ଯଦି ସେ ପଥର କିଡ଼ିନ୍ନି ରେ ହେଇଥାଉ କିମ୍ବା ଗଲବ୍ଳାଡ଼ାର ରେ ହୋଇଥାଉ। ପଥର ଏକ ଏପରି ସମସ୍ୟା ଅଟେ ଯଦି ଆପଣ ଏହାର ସମୟ ଥିବା ପୂର୍ବରୁ ଠିକ୍ ଉପସମ ନ କରାଯାଏ ତେବେ ଏହା ଆଗକୁ ବହୁତ ବଡ଼ ଭୟଙ୍କର ରୂପ ନେଇଥାଏ ଯାହାକୁ ବିନା ଅସ୍ତ୍ରୋପଚାରରେ ଠିକ୍ କରିହେବ ନାହିଁ। ଆଜ୍ଞା ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଖରାପ ଖିଆପିଆ ହୁଏ ନାହିଁ ଯେଉଁଥିପାଇଁ ଏହି ଭୁଲ ଅଭ୍ୟାସ କାରଣରୁ ପଥର ବା ଷ୍ଟୋନ ଭଳି ଗମ୍ଭୀର ସମସ୍ୟା ଭଳି ରୋଗ କୁ ଉତ୍ପନ କରାଇଥାନ୍ତି। ବର୍ତ୍ତମାନ ଡରିବାର କିଛି ଆବଶ୍ୟକ ନାହିଁ କାରଣ ଆଜି ଆମେ ଆପଣମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପଥର ବା ଷ୍ଟୋନ ର ସମସ୍ୟା ମୂଳ ରୁ ଓ ଅତି ସହଜରେ ଦୂର ହୋଇଯିବ।

ଏହି ଘରୋଇ ଉପଚାର ବନାଇବା ପାଇଁ ଆପଣ ପ୍ରଥମେ ଯେଉଁ ଜିନିଷ ଆଵଶ୍ୟକ ହେବ ସେ ହେଉଛି,ଗୋଟେ ଗ୍ଲାସ୍ ପାଣି। ଏହା ପରେ ଆପଣ ଏହି ପାଣିରେ ଲେମ୍ବୁ ମିଶାନ୍ତୁ। ଲେମ୍ବୁରେ ସାଇଟ୍ରିକ୍ ଏସିଡ ଏବଂ ଭିଟାମିନ-ସି ବହୁତ ମାତ୍ରାରେ ଭରି ରହିଥାଏ।ଏହା ସହିତ ଲେମ୍ବୁ ଆମର ଷ୍ଟୋନ କୁ ଛୋଟ ଛୋଟ ଅଂଶ ରେ ଖଣ୍ଡ ଖଣ୍ଡ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣଙ୍କୁ ଅଧା କଟା ହୋଇଥିବା ଲେମ୍ବୁ କୁ ସେହି ପାଣିରେ ଭଲ ଭାବରେ ଚିପୁଡ଼ି ଦିଅନ୍ତୁ।ଆଜ୍ଞା ଏହା ବହୁତ ସହଜ ଉପାୟ ଅଟେ। ଲେମ୍ବୁ ରସ କୁ ପାଣିରେ ମିଶାଇବା ପରେ ଏବେ ତା ଭିତରେ ଦ୍ଵିତୀୟ ଜିନିଷ କଣ ମିଶାଇବା ଚାଲନ୍ତୁ ସେ ବିଷୟରେ ଜାଣିବା।

ଦ୍ୱିତୀୟ ଜିନିଷ ଯାହା ଆପଣଙ୍କୁ ମିସେଇବାର ଅଛି ସେ ହେଉଛି ମଞ୍ଜି।ଏବେ ଆସନ୍ତୁ ଜାଣିବା ଏହି ମଞ୍ଜିକୁ ପ୍ରସ୍ତୁତ କରିବାର ଏକ ଉପାୟ ବା ଏହି ମଞ୍ଜି କେଉଁଥିରୁ ପ୍ରସ୍ତୁତ ହୁଏ ସେ ବିଷୟରେ ଜାଣି ରଖିବା। ଆପଣଙ୍କୁ ଏଠାରେ ନେବାର ଅଛି ଗୋଟେ କଲରା।ଏହା ଆପଣଙ୍କୁ ବହୁତ ସହଜରେ ଯେକୌଣସି ପରିବା ଦୋକାନରେ ସହଜରେ ମିଳିଯିବ।ତାପରେ କଲରା ନେଇ ସେଥିରୁ ସବୁ ମଞ୍ଜି ବାହାର କରିଦିଅନ୍ତୁ।ସେ ମଞ୍ଜି ସବୁକୁ କାଢି ସାରିବା ପରେ ସେହି ମଞ୍ଜିକୁ ଖରାରେ ଭଲଭାବରେ ଶୁଖାଇ ଦିଅନ୍ତୁ।ଏହା ପରେ ସେହି ଶୁଖିଲା ମଞ୍ଜିକୁ ଭଲଭାବରେ ପାଉଡର ଭଳି ପେଶି ଗୁଣ୍ଡ କରିଦିଅନ୍ତୁ।

ସେ ମଞ୍ଜିକୁ ଗୁଣ୍ଡ କରି ସାରିବା ପରେ ଗୋଟେ ସଫା ଗିନାକୁ ତାକୁ କାଢି ନେବେ।ତାପରେ ସେ କଲରା ମଞ୍ଜିର ଅଧା ଚାମଚ ଗୁଣ୍ଡକୁ ନେଇ ସେ ଲେମ୍ବୁ ରସ ମିଶ୍ରିତ ପାଣି ରେ ଚାମୁଚ ସାହାଯ୍ୟ ରେ ମିଶାଇ ଦିଅନ୍ତୁ। ଏହା ପରେ ଏହି ସବୁକୁ ଭଲଭାବରେ ଚାମୁଚ ସାହାଯ୍ୟ ରେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ଏକ ଆୟୁର୍ବେଦିକ ଉପଚାର ଅଟେ ଯଦି ଆମ କହିବା ଅନୁସାରେ ଆପଣ ଏହାକୁ ମାତ୍ର ୨ ରୁ ୩ ଥର ସେବନ କରୁଛନ୍ତି ମାନେ ୨-୩ ଥର ଏହାକୁ ପିଉଛନ୍ତି ତେବେ ଆପଣଙ୍କୁ ପଥର ବା ଷ୍ଟୋନ ଭଳି ଗମ୍ଭୀର ସମସ୍ୟା ଭଳି ରୋଗରୁ ଅତିସଜରେ ମୁକ୍ତି ପାଇପାରିବେ। ଯଦି ଆପଣଙ୍କୁ କେବେବି ଏହି ଉପଚାର ବ୍ୟବହାର କରିବାକୁ ପଡେ ତେବେ ଆପଣ ଏହାକୁ ପିଇବା ର ଏକ ଘଣ୍ଟା ଆଗରୁ ପ୍ରସ୍ତୁତ କରି ରଖି ଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଆମେ ଏହି ଘରୋଇ ଉପାୟକୁ କେବେ ଓ କିପରି ବ୍ୟବହାର କରିବା ଯାହାଦ୍ୱାର ଆପଣ ଏହାର ଲାଭ ଉଠେଇ ପାରିବେ। ଆପଣଙ୍କୁ ଏହି ଉପାୟର ସେବନ ସକାଳ ସମୟରେ ଖାଲି ପେଟରେ କରିବାର ଅଛି ଏବଂ ରାତିରେ ଖାଇବାର ଅଧଘଣ୍ଟା ଆଗରୁ ପିଅନ୍ତୁ। ଆପଣ ଏଗି ଘରୋଇ ଉପାୟକୁ ପ୍ରସ୍ତୁତ କରନ୍ତୁ ଆଉ ସକାଳୁ ଖାଲି ପେଟରେ ଓ ରାତିର ଖାଇବାର ଅଧଘଣ୍ଟା ପୂର୍ବରୁ ଏହାକୁ ୨ ରୁ ୩ ଦିନ ସେବନ କରନ୍ତୁ,ଯଦି ଆପଣ ଏହି ଭଳି କରୁଛନ୍ତି ତାହେଲେ ଆପଣ ପଥର ବା ଷ୍ଟୋନ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇପାରିବେ।

Leave a Reply

Your email address will not be published. Required fields are marked *