June 22, 2025

Odia Express

Here, There and Everywhere

ଏବେ କେବଳ ତିନି ମିନିଟ୍ ର ଭିତରେ ଗାଡିର ନମ୍ବରରୁ ଜାଣିପାରିବେ ମାଲିକର ନାଁ, ଜାଣିନିଅନ୍ତୁ ଏହି ସହଜ ତରିକା

1 min read

ବହୁତଥର ଏମିତି ହୋଇଥାଏ କି ରାସ୍ତାରେ ଚାଲୁଥିବା ସମୟରେ କେଉଁ ଗାଡିର ଆକ୍ସିଡେଣ୍ଟ ହୋଇଅଲେ ଗାଡିବାଲା ବିନା ଦେଖି ସେଠାରୁ ଚାଲିଯାଏ,  ଏହାପରେ ଲୋକେ ଗାଡିର ପତ୍ତା ଲଗାଇଥାନ୍ତି , କିନ୍ତୁ ଅଧିକାଂଶ ଲୋକଙ୍କୁ ଗାଡିର ମାଲିକ ବିଷୟରେ ଜଣାପଡିପାରେ ନାହିଁ , ଆଜି ଆମେ ଆପଣଙ୍କୁ ଏମିତି ଏକ ଟେକନିକ୍ ବିଷୟରେ କହିବାକୁ ଯାଊଛୁ ଯାହା ଜରିଆରେ ଆପଣ କେଉଁ ବି ଗାଡିର ନମ୍ବର ଓ ତାର ମାଲିକର ନାଁ ଜାଣିପାରିବେ , ଏହାଛଡା ଆପଣ ଏହି ଟେକନିକ୍ ସେକେଣ୍ତ ହ୍ୟାଣ୍ତ ଗାଡି କିଣିଲାବେଳକୁ  ଗାଡି ବିଷୟରେ ଓ ଗାଡିର ମାଲିକ ବିଷୟରେ ବି ଜାଣିପାରିବେ , ତେବେ ଆସନ୍ତୁ କହିବୁ କେଉଁ ସେହି ତରିକା ଅଟେ ଯାହାକୁ ଫଲୋ କଲେ ଆପଣ ଗାଡିର୍ ମାଲିକ ନାଁ ବି ଜାଣିପାରିବେ ।

ପ୍ରଥମ ଷ୍ଟେପ୍ – ପ୍ରଥମ କରି ଆପଣଙ୍କୁ ନିଜ ଫୋନ୍ ରେ ଆର୍ ଟିଓ ଭେଇକିଲ୍ ଇନଫରମେଶନ୍ ଆପ୍ ଡାଉନଲୋଡ୍ କରିବାକୁ ହେବ,  ଏହି ଆପ୍ କୁ ଫୋନ୍ ରେ ଇନଷ୍ଟାଲ୍ ଅରିବାପରେ ଆପଣ ଯେଉଁ ଗାଡି ହେଉ ସେ କାର୍ ହେଉ କିମ୍ବା ବାଇକ୍ କିମ୍ବା ଟ୍ରକ୍ ଆଅଣ ତାହା ବିଷୟରେ ସହଜରେ ଜାଣିପାରିବେ , ଏହି ଆପ୍ ଜରିଆରେ ଆପଣ କେଉଁ ଗାଡିର ମାଲିକ ନାଁ ରେଜିଷ୍ଟ୍ରସନ୍ ନମ୍ବର, ରେଜିଷ୍ଟ୍ରେସନ୍ ଡେଟ୍, ଗାଡିର୍ ମଡେଲ୍, କ୍ଲାସ୍ ଓ ଇଞ୍ଜିନ୍ ବିଷୟରେ ଆଦି ଜାଣିପାରିବେ ।

ଦ୍ୱିତୀୟ ଷ୍ଟେପ୍ ରେ ଆପଣ ଆର୍ ଟିଓ ଭେଇକିଲ୍ ଇନଫରମେଶନ୍ ଆପ୍ ଇନଷ୍ଟଲ୍ କରିବାପରେ ଭେଇକିଲ୍ ଇନଫରମେଶ୍ନ୍ ଉପରେ କ୍ଲିକ୍ କରିବାକୁ ହେବ , ଏହାପରେ ଆପଣଙ୍କୁ ଏକ ବ୍ଲାଙ୍କ୍ ସ୍ପେସ୍ ଦେଖାଇବ ଆପଣଙ୍କୁ ସେଠାରେ ଗାଡିର ନମ୍ବର ଦେବାକୁ ହେବ , ଏହାଦ୍ୱାରା ଗାଡିର ସବୁ ଇନଫରମେଶନ୍ ମିଳିଯିବ , ଏବେ ମାନିନିଅନ୍ତୁ କେଉଁ ଏକ ବ୍ୟକ୍ତି ପାଖରେ ଆଣ୍ତଡ୍ରୋଏଡ୍ ଫୋନ୍ ନାହିଁ , ତେବେ ଏମିତି ସ୍ଥିତିରେ ସେ ଏକ ଏସ୍ ଏମ୍ ଏସ୍ ଜରିଆରେ ଗାଡି ବିଷୟରେ ସବୁ ସୁଚନା ପ୍ରାପ୍ତ କରିପାରିବ,  ଏମିତିରେ ଏକ ନମ୍ବର ପରିବହନ ବିଭାଗ ଜାରି କରିଛି, ଯାହା ହେଲା ୭୭୩୮୨୯୯୮୯୯ ଆପଣଙ୍କୁ ଏହି ନମ୍ବରରେ କ୍ୟାପିଟାଲ୍ ରେ ବାହାନ୍ ଲେଖିକରି ଗାଡିର ନମ୍ବର ଲେଖିଦେବାର ଅଛି , ଓ ଏସ୍ ଏମ୍ ଏସ୍ କୁ ପଠାଇଦେବେ , ଏହାପରେ ଗାଡିର ସବିଶେଷ ତଥ୍ୟ ଆପଣଙ୍କୁ ମିଳିଯିବ ।

ତୃତୀୟ ଷ୍ଟେପ୍- ଏଥିପାଇଁ ଆପଣଙ୍କୁ ପରିବହନ ସେବା ୱେବସାଇଡ୍ କୁ ଯିବାକୁ ହେବ, କହିଦେବୁକି ଏହି ଷ୍ଟେପ୍ ସେହି ଲୋକ ଫଲୋ କରିପାରିବେ ଯାହାଙ୍କ ପାଖର୍ ଇଣ୍ଟରନେଟ୍ ବିଷୟରେ ସୁଚନା ଥିବ , ଓ ସେମାନେ ଇଣ୍ଟରନେଟ୍ ସେବା ବ୍ୟବହାର କରିପାରୁଥିବେ , ଏଥିପାଇଁ ଆପଣଙ୍କୁ ପରିବହନ ବିଭାଗର ଅଫିସିଆଲ୍ ୱେବସାଇଡ୍ –

http:// parivahan.gov.in/parivahan ରେ ଯାଇକରି କେଉଁ ବି ଗାଡୀର ସଂବନ୍ଧିତ ସୁଚନା କିଛି ମିନିଟ୍ ରେ ବାହାର କରିପାରିବେ , ଯଦି ଭବିଷ୍ୟତରେ ଆପଣଙ୍କୁ କିଛି ଜାଣିବାକୁ ଅଛି ତେବେ ଏହି ତିନୋଟୀ ଷ୍ଟେପ୍ ଫଲୋ କରିପାରିବେ , ଏହି ଷ୍ଟେପ୍ ଫଲୋ କଲେ ଆପଣ କେଉଁ ବି ଗାଡିର ସବିଶେଷ ବିବରଣୀ ନିଶୁଳ୍ପ ଭାବେ ଜାଣିପାରିବେ

Leave a Reply

Your email address will not be published. Required fields are marked *