June 27, 2025

Odia Express

Here, There and Everywhere

ବୋତଲ ବନ୍ଦ ପାଣିପିଇବାର ସଉକିନ୍ ଥିଲେ ହୋଇଯାଆନ୍ତୁ ସାବଧାନ, ନୁଆ ରିସର୍ଚ୍ଚରୁ ହୋଇଛି ଖୁଲାସା…

ବହୁତ ଲୋକ ଯାତ୍ରା କରୁଥିବା ସମୟରେ କିମ୍ବା କେଉଁଆଡେ ଯାଇଥିଲେ ମିନେରାଲ୍ ବୋତଲ ପାଣି ପିଇବାକୁ ଇଚ୍ଛା କରନ୍ତି , କେଉଁ ହୋଟଲ୍ ରେ ଖାଇବାକୁ ଗଲେ ତେବେ ଲୋକେ ଏକ ମିନେରାଲ୍ ୱାଟର୍ ବୋତଲ ଅର୍ଡର ସାଥିରେ କରିଥାନ୍ତି , ଆଜିକାଲି ମିନେରାଲ୍ ୱାଟର୍ ବୋତଲରୁ ପାଣି ପିଇବା ଲୋକଙ୍କର ଜୀବନରେ ଏକ ଭାଗ ହୋଇଯାଇଛି, କିନ୍ତୁ ଟିକିଏ ସାବଧାନ ହୋଇଯାଆନ୍ତୁ , କାରଣ ଏକ ନୁଆ ରିସର୍ଚ୍ଚରୁ ମାଲୁମ୍ ଆସିଛି କି ଯେତେ ବି ମିନେରାଲ୍ ୱାଟର୍ ବନାଉଥିବା କମ୍ପାନୀ ପ୍ରକୃତରେ ପାଣିର ନାଁରେ ଲୋକଙ୍କୁ ବିଷ ବିକ୍ରି କରୁଛନ୍ତି , ଆସନ୍ତୁ ଆପଣଙ୍କୁ କହିବୁ କଣ ତାହା ଅଟେ ପୁରା ମାମଲା , କଣ ପାଇଁ ଲୋକେ ବୋତଲ ବନ୍ଦ ପାଣି ପିଇବାକୁ ମନା କରାଯାଉଛି ।ଆପଣଙ୍କୁ କହିଦେବୁ କି ଗତ କିଛି ଦିନ ହେବ ଷ୍ଟେଟ୍ ୟୁନିଭରସିଟି ଅଫ୍ ନ୍ୟୁୟର୍କର କିଛି ବୈଜ୍ଞାନିକ ସେହି ସମୟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ ଯେବେ ସେ ନିଜ ଲାଟେଷ୍ଟ ରିସର୍ଚ୍ଚର ଜରିଆରେ କହିଲେ କି ଯେଉଁ ଲୋକ ମିନେରାଲ୍ ୱାଟର୍ ବୋତଲ କିଣୁଛନ୍ତି ଓ ଏଥିରୁ ତାଙ୍କୁ ଯେଉଁ ମିନେରାଲ୍ ମିଳୁଛି , ତାହା ଅସଲରେ ଭ୍ରମିତ କରାଯାଉଛି , କାରଣ ଏମିତି କିଛି ବି ହୋଇନଥାଏ

କହିଦେବୁ କି ଷ୍ଟେଟ୍ ୟୁନିଭରସିଟି ଅଫ୍ ନ୍ୟୁୟର୍କର ବୈଜ୍ଞାନିକ , ୟୁଏସ୍, ଇଣ୍ତିଆ, ବ୍ରାଜିଲ୍, ଚାଇନା,ଓ ଇଣ୍ତୋନେସିଆ ସହ ପ୍ରାୟ ସବୁଦେଶରେ ବିକ୍ରି ହେଉଥିବା ହାଇ ପ୍ରୋଫାଇଲ୍ ବ୍ରାଣ୍ତର ମିନେରାଲ୍ ୱାଟର ବୋତଲ ମଗାଇକରି ସେଥିରେ ରିସର୍ଚ୍ଚ କରିଥିଲେ,  ଇଣ୍ତିଆରେ ବୋତଲ ବନ୍ଦ ପାଣି ସାମ୍ପଲ୍ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ ଅନ୍ୟ ୧୯ ଟି ସହରରୁ ମଗା ହୋଇଥିଲା, କହିଦେବୁ କି ବୈଜ୍ଞାନିକ ଯେବେ ଏହି ସବୁଦେଶରୁ ମଗା ହୋଇଥିବା ମିନେରାଲ୍ ୱ୍ଟାଟର୍ ଚେକ୍ କଲେ ତେବେ ସବୁ ବ୍ରାଣ୍ତର ପାଣିରେ ୯୩ ପ୍ରତିଶତ ଛୋଟ ଛୋଟ ପ୍ଲାଷ୍ଟିକ୍ କଣ ମିଳିଲା , ଯାହା ପାଣିକୁ ଲୋକେ ସୁରକ୍ଷିତ ଭାବି ପିଉଥିଲେ, ତାହା ପ୍ରକୃତରେ ଏକ ବିଷ ସହ ସମାନ ବୋଲି ଜଣାଯାଏ ।

ସବୁଠାରୁ ପ୍ରଥମେ କହିଦେବୁ କି ବୈଜ୍ଞାନିକ ମାନେ ଯେଉଁ ବ୍ରାଣ୍ତର ପାଣି ବୋତଲର ସାମ୍ପଲ୍ ମଗାଇଥିଲେ ତାହା ପୁରା ଦୁନିଆଁର ସହ ଇଣ୍ତିଆରେ ବିକ୍ରି ହେଉଥିବା ପ୍ରସିଦ୍ଧ ବ୍ରାଣ୍ତ ପାଣି ବିସଲେରି ଓ ଆକ୍ୱାଫିନା ବି ସାମିଲ୍ ଅଛି, ସୋଧକର୍ତ୍ତାଙ୍କ କଥା ମାନିଲେ ଏଇ ବୋତଲ ବନ୍ଦ ପାଣିରେ ପ୍ରାୟ ପାଞ୍ଚ ହଜାର ମିକ୍ରୋପ୍ଲାଷ୍ଟିକ୍ କଣ ମିଳିଲା,  ଯାହା କେଉଁ ବ୍ୟକ୍ତି ରୋଗ ସୃଷ୍ଟି କରିବାରେ ଯଥେଷ୍ଟ ଅଟ୍,ଏ  ଏହା ଛଡା ପାଣିରେ ପ୍ରାୟ ୫୪ ପ୍ରତିଶତ ପୋଲିପ୍ରୋପ୍ଲିନ୍ ଓ ପ୍ରାୟ ୧୬ ପ୍ରତିଶତ୍ ନିଲୋ ମିଳିଲା, ଅସଲରେ ବୋତଲ ବନାଉଥିବା କମ୍ପାନୀ ପୋଲିପ୍ରୋପ୍ଲିନ୍ ବ୍ୟବହାର ବୋତଲର ଠିପି ବନାଇବାରେ କରନ୍ତି , କିନ୍ତୁ ଏହା ପାଣିରେ ବି ମିଳିଲା,  ଯାହା ସଫା ଜଣାଉଛି କି ସୁରକ୍ଷାର ଦାବି କରୁଥିବା ଏହି ସବୁ କମ୍ପାନୀ ବିକ୍ରେତା ଅସଲରେ ସୁରକ୍ଷା ଓ ସଫାସୁତୁରା ଉପରେ ଧ୍ୟାନ ଦେଉନାହାନ୍ତି  ଏହି କାରଣରୁ ଆଜି ଲୋକେ ପାଣି ରୁପରେ ବିଷର୍ ସପ୍ଲାଇ ହେଉଥିଲା, କହିଦେବୁ କି ଏହି ପାଣିରେ ମିଳୁଥିବା ଏହି ଖତରନାକ କଣ କେଉଁ ବ୍ୟକ୍ତିକୁ କ୍ୟାନ୍ସରରୁ ନେଇକରି ବ୍ରେନ୍ ଡ୍ୟାମେଜ୍ , ପେଟରେ ଗ୍ୟାସ୍, ନପୁଂସକତା, ଓ ଗର୍ଭପାତ୍ ପର୍ଯ୍ୟନ୍ତ ଶିକାର ହୋଇପାରନ୍ତି

Leave a Reply

Your email address will not be published. Required fields are marked *