June 21, 2025

Odia Express

Here, There and Everywhere

ଏହି ଅକ୍ଷର ନାଁ ଥିବା ଲୋକ ସବୁବେଳେ ରୁହନ୍ତି ସାଥିରେ , କେବେ ବି ହୋଇନଥାନ୍ତି ଅଲଗା..

1 min read

ଜୀବନରେ ପ୍ରେମ ପାଇବା ସହଜ ହୋଇଥାଏ କିନ୍ତୁ ତାକୁ ନିଭାଇବା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ , ଆଜି ସେମିତି ଲୋକଙ୍କ ପ୍ରେମର ଭାଷା ବଦଳିଯାଇଛି , ଏମିତିରେ ଆଜି ଏହି ପୋଷ୍ଟର ଜରିଆରେ ଆମେ କିଛି ଅକ୍ଷର ବାଲା ଲୋକଙ୍କର ବିଷୟରେ କହିବାକୁ ଯାଉଛୁ ଯାହା କେବେ ହେଲେ ବି ନିଜ ଠାରୁ ଅଲଗା ରହିବାକୁ ଦିଅନ୍ତି ନାହିଁ , ଓ ନା ହିଁ କେବେ ବି ଧୋକା ଦିଅନ୍ତି , ତେବେ ଆସନ୍ତୁ କହିବୁ ସେ କେଉଁ ଅକ୍ଷର ବାଲା ଲୋକ ଅଛନ୍ତି ଯାହାଙ୍କ ମଧ୍ୟରେ କେବଳ ପ୍ରେମ ଛଡା ଆଉ କିଛି ଦେଖିବାକୁ ମିଳିନଥାଏ ।କହିଦେବୁ କି ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ଆସିଥାଏ A ଓ S ଅକ୍ଷର ନାଁ ବାଲା କପଲ୍ସଙ୍କର , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ ଏହି ଲେଟର୍ ଆରମ୍ଭ ହେଉଥିବା କପଲ୍ସଙ୍କ ମଧ୍ୟରେ ଅତୁଟ ପ୍ରେମ ରହିଥାଏ ,ମାନାଯାଏ କି ଏମାନଙ୍କ ଯୋଡି ସ୍ୱର୍ଗରୁ ତିଆରି ହୋଇଥାଏ , ପ୍ରେମର ମାମଲାରେ ଏହି କପଲ୍ସ ବହୁତ ଲକି ହୋଇଥାନ୍ତି , କାରଣ ଏମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଅଗାଧ ପ୍ରେମ ହୋଇଥାଏ , ଓ ତାହାସହ ବିଶ୍ୱାସ ଓ ବନ୍ଧୁତା ଥାଏ

ଏହି ଦୁଇ ଅକ୍ଷର ନାଁରୁ ଆରମ୍ଭ ହେଉଥିବା କପଲସ୍ ଙ୍କ ମଧ୍ୟରେ କେହି ବି ଆସିପାରିବେ ନାହିଁ । କାରଣ ଏମାନେ ନିଜେ ଅନ୍ୟ ଜଣଙ୍କୁ ପୁରା କରିବାରେ ବହୁତ କିଛି ହୋଇଥାନ୍ତି , ଓ ତାହା ସହ ଦୁହେଁ ସବୁବେଳେ ଖୁସିରେ ରୁହନ୍ତି , ଏହାପରେ ଆସେ H ଓ J ଅକ୍ଷର ବାଲା କପଲସଙ୍କର , ଆପଣଙ୍କୁ କହିଦେବୁ କି ଏହି ଦୁଇ ଅକ୍ଷର ବାଲା କପଲଙ୍କ ମଧ୍ୟରେ ସବୁଠାରୁ ଖାସ୍ କଥା ଏହା କି ଏମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ବିଶ୍ୱାସ, ହଁ ଆଜ୍ଞା, କହିଦେବୁ କି ଏହି ଅକ୍ଷର ନାଁ ବାଲା କପଲ୍ସଙ୍କ ମଧ୍ୟରେ ଯାହା ବି ହୋଇଯାଉ ସେମାନେ କେବେ ଅଲଗା ହୋଇପାରନ୍ତି ନାହିଁ , ଓ ନା କେବେ ବି ନିଜ ମଧ୍ୟରେ ବିଶ୍ୱାସ ଭାଙ୍ଗିପାରିବେ , ଓ ଏହି କାରଣରୁ ସେମାନେ କେବେ ହେଲେ ବି ଅଲଗା ରହିପାରନ୍ତି ନାହିଁ ।

କହିଦେବୁ କି ଏହି ଦୁଇ ଅକ୍ଷର ବାଲା କପଲ୍ସଙ୍କ ପରେ ଆସେ K ,T ବାଲା କପଲ୍ସଙ୍କ ବିଷୟରେ କହିଦେବୁ କି ଏହି କପଲ୍ସଙ୍କ ମଧ୍ୟରେ କେହି ଆସିପାରିବେ ନାହିଁ , ଏମାନେ ପରସ୍ପର ମଧ୍ୟରେ ସାହାରା ନେଇ ଚଳନ୍ତି , ଓ ସେମିତି ଯେତେ ବି ଅସୁବିଧା ହୋଇଯାଉ କେବେ ହେଲେ ସାଥ୍ ଛାଡନ୍ତି ନାହିଁ, ଏହି କପଲଙ୍କ ପରିଚୟ ଏମାନଙ୍କ ମଧ୍ୟରେ ଥିବା ପ୍ରେମକୁ ଜଣାଯାଏ , ପ୍ରେମ ଯାହାକି କେବେ କମ୍ ହୁଏ ନାହିଁ , ସେମାନେ ସବୁବେଳେ ସବୁ ସ୍ଥିତିରେ ଜଣେ ଅନ୍ୟ ଜଣଙ୍କ ପାଖରେ ରୁହନ୍ତି , ଓ ପରିଶେଷରେ ଆଉ ଏକ ପ୍ରେମୀ ଯୋଡି ପ୍ରେମର ମିଶାଇଲ୍ ଦେଇଯାଆନ୍ତି

ସେମାନେ ହେଲେ B, M ଅକ୍ଷର ବାଲା କପଲସ୍ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାଁ କପଲ୍ସ ଅଧିକା ରେସ୍ପେକ୍ଟେଡ୍ ଓ ଆଇଡିଆଲ୍ କପଲ୍ସ ରୁପରେ ଦେଖାଯାଏ , ଏମାନେ କେବେ ହେଲେ ବି କାହାକୁ ଧୋକା ଦେବାପାଇଁ ଭାବିବି ନଥାନ୍ତି , ଏମାନଙ୍କ ମଧ୍ୟରେ ଭଲ ପାଇବା ଓ ବିଶ୍ୱାସ ଏମାନଙ୍କ ସଂମ୍ପର୍କକୁ ଆଗକୁ ନେଇଯାଏ ।

Leave a Reply

Your email address will not be published. Required fields are marked *