December 26, 2024

Odia Express

Here, There and Everywhere

ଆଜିର ସବୁଠୁ ବଢିଆ ହସକଥା- ସହରରେ ଝିଅ ଗାଁରେ ବାହା ହୋଇଗଲା , ତାପରେ ଯାହା ହେଲା ଜାଣିଲେ ଆପଣ ହସି ହସି ବେଦମ ହେଇଯିବେ..

1 min read

ଅଫିସ୍ ହେଉ କିମ୍ବାଘର ଟେନସନ୍ ହେବା କାରଣରୁ ଲୋକେ ବହୁତଥର ଚିନ୍ତାରେ ରୁହନ୍ତି , ଚିନ୍ତାରେ ରହିବା ଭଲ ହୋଇନଥାଏ ଏହା ଦ୍ୱାରା ଶାରରୀକ ଓ ମାନସିକ ରୁପେ ଦୁହେଁ ରୁପରେ ଅସୁବିଧାରେ ପଡନ୍ତି,  ଜୀବନରେ ଟେନସନ୍ ନେବା ପାଇଁ ବହୁତ ବଡ କଥା ହେଲା ହସିବା, ଏମିତି ଖୋଲିକରି ହସିବା ଦରକାର କି ଜୀବନ ସହଜ ହୋଇଯିବ,  ଆପଣଙ୍କୁ କହିବୁ କିଛି ମଜାଦାର୍ ଜୋକ୍ସ ଯାହା ପଢିକରି ଆପଣ ହସ ଆପେ ଆପେ ଚାଲି ଆସିବ ।

୧) ଗୋଟେ ଛୁଆ ଗାୟବ ହୋଇଗଲା, କେହି ଜଣେ ତା ଫଟୋ ହ୍ୱାଟ୍ସଆପ୍ ରେ ଦେଇଦେଲା ଫଟୋକୁ ଫରୱାର୍ଡ କରନ୍ତୁ , ସଂନ୍ଧ୍ୟାକୁ ଛୁଆ ଫେରିଆସିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ବର୍ଷ ହୋଇସାରିଛି, ତାହାର ଫଟୋ ଏବେ ବି ଫରୱାର୍ଡ ହେଉଛି, ଛୁଆ ଯେଉଁଆଡେ ଯାଉଛି, ଲୋକେ ତାକୁ ନେଇକରି ଘରେ ଛାଡିଦେଉଛନ୍ତି ।

୨) ଗୋଟେ ଝିଅ ଯେବେ ସବୁଦିନ କଲେଜ୍ ରୁ ଫେରୁଥିଲା ତ ଗୋଟେ ପୁଅକୁ ସବୁଦିନ ଘର୍ ବାହାରେ ଠିଆ ହେବାର ଦେଖୁଥିଲା, ଏମିତି ସବୁଦିନ ହେଉଥିଲା,  ଏକ ବର୍ଷ ହୋଇଗଲା ସେ ପୁଅ ସବୁଦିନ ତାର ଘର ସାମ୍ନାରେ ଠିଆ ହୋଇଥିବାର ନଜର ଆସୁଥିଲା, ସେ କିଛି କହୁନଥିଲା । ଖାଲି ଆଗ ପଛ ଓ କେବେ କେବେ ମୋବାଇଲ୍ ଫୋନ୍ ଦେଖୁଥିଲା,  ସେହି ସମୟରେ ସେହି ଝିଅକୁ ଲାଗିଲା କି ସେ ନିଶ୍ଚିତ ତାକୁ ଭଲ ପାଉଛି, ଦିନେ ଝିଅଟି ସାହାସ କରି ତାପାଖକୁ ଯାଇ ପଚାରିଲା ତୁମେ ସବୁଦିନ କାହିଁକି ମୋ ଘର ବାହାରେ ଠିଆ ହେଉଛ ? ପୁଅଟି ଡରିକରି କହିଲା- ଭଉଣୀ ସେ କଣ ହେଇଛି କି ତୁମର ୱାଇ –ଫାଇ ରେ ପାସୱାର୍ଡ ଲାଗିନି, ସେଥିପାଇଁ ମୁଁ ଏଠି ତୁମ ୱାଇଫାଇ ରେ ନେଟ୍ ଚଲାଉଛି ।

୩) ଝିଅ- ତୁ ଯେଉଁଆଡେ ବି ଯିବୁ ମୋର ଛାଇ ତୋ ସାଥିରେ ରହିବ , ପୁଅ- ମୋତେ ପ୍ରଥମରୁ ଲାଗିଥିଲା କି ତୁ ଭୁତୁଣୀ ବୋଲି ।

୪) କଳିଯୁଗର ମହାଭାରତ- କୌରବ ଓ ପାଣ୍ତବ ମଧ୍ୟରେ ବଡ ଯୁଦ୍ଧ ହେଉଥିଲା,  ତେବେ ଦୁର୍ଯୋଧନ ନଜର ପାଣ୍ତବ ପଛରେ ଠିଆ ହୋଇଥିବା ବ୍ୟକ୍ତି ଉପରେ ପଡିଲା , ଦୁର୍ଯୋଧନ –ଚାଲ୍ ସାଙ୍ଗ୍ ଯୁଦ୍ଧିଷ୍ଟିରକୁ ବାୟ୍ ଆମେ ଆଉ ଲଢିବାର ନାହିଁ । ଯୁଦ୍ଧିଷ୍ଟିର୍ –କଣ ହେଲା ଦୁର୍ଯୋଧନ- ନା ସାଙ୍ଗ ଖାଲି ବାୟ୍- ନେ ତୁ ନେଇଯା ହସ୍ତିନାପୁର୍ ଓ ଦ୍ରୋପଦି ଭାଉଜ ବି ଆମକୁ ନିଜେ ସରି କହିବେ , ଆମେ ଆଉ ଲଢିବୁ ନାହିଁ ତୁମ ସହ , ତୁ ଖୁସିରେ ରହ ,

ଯୁଧିଷ୍ଟିର- ଆରେ ଅଟକିଯା , ଆରେ ଦୁର୍ଯୌଧନ ଭାଇ ନାହିଁଂ ତୁ ମୋତେ କହ ସଠିକ୍ କଣ ହେଲା,  ଦୁର୍ଯୋଧନ- କିଛି ନାହିଁ ସାଙ୍ଗ୍ ଭାଇ କଥା ଶେଷ, କିଛି ଚିନ୍ତା କିଛି ନାହିଁ ମଜା ହିଁ ମଜା, ଯୁଧିଷ୍ଟିର- ନା କହ ପ୍ଲିଜ୍, ତୋତେ ମୋ ରାଣ କହ,  ଦୁର୍ଯୋଧନ- ଛାଡ୍ ସାଙ୍ଗ ଟିକିଏ ହିଁ କଥା ଥିଲା- ତୁ ରଜନିକାନ୍ତକୁ ଡାକିଦେଲୁ ।

୫) ମଣିଷ- ଭଗବାନ ଝିଅମାନେ ଏତେ ସୁନ୍ଦରୀ କଣ୍ ପାଇଁ ହୋଇଥାନ୍ତି ? ଓ ସ୍ତ୍ରୀମାନେ ଏତେ ଖତରନାକ୍ କଣ ପାଇଁ ହୋଇଥାନ୍ତି । ଭଗବାନ- କାରଣ ଝିଅମାନଙ୍କୁ ମୁଁ ବନାଏ, ଓ ସ୍ତ୍ରୀଙ୍କୁ ତୁମେ ବନାଉଛ,  ତୁମର ସମସ୍ୟା ତୁମେ ସଂମ୍ଭାଳ ।

୬) ଭାରତରେ ଦୁଇ ବିସ୍କୁଟ୍ ବନାଉଥିବା କମ୍ପାନୀ ଫେମସ୍ ଅଛି, ଗୋଟେ ହେଲା ମାରି ଗୋଲଡ୍ ଓ ଦ୍ୱିତୀୟଟି ହେଲା ପାର୍ଲେ ଜି- ଗୋଟେ କପ୍ ରେ ଯାଏ ନାହିଁ , ଓ ଦ୍ୱିତୀୟ କପ୍ ରୁ ଫେରେ ନାହିଁ ।

୭) ସହରର ଝିଅ ବାହାହୋଇ ଗାଁର ହୋଇଗଲା,  ଝିଅର ଶାଶୁ ମା ତାକୁ ମଇଁଷିକୁ ଘାସ ଦେବାକୁ କହିଲା , ମଇଂଷି ମୁହଁରୁ ଫେଣ ଦେଖିକରି ସେ ଫେରିଆସିଲା , ,ଶାଶୁ ମା କହିଲେ କଣ ହେଲା ବୋହୁ? ଝିଅ କହିଲା ମଇଁଷି ଏବେ କୋଲଗେଟ୍ କରୁଛି, ମା ଜି ।

୮) ସେହି ଦିନ ଆଉ ଦୁରରେ ନାହିଁ ଯେବେ ଆମେ ରୋଡୱେଜ୍ ରେ ବସରେ ଚିପକାଇଥିବା ପୋଷ୍ଟର୍ ଦେଖିବା,  ୧୫ ଦିନରେ ଫେସବୁକ୍ ହ୍ୱାଟ୍ସପ୍ ଆପ୍ ଛାଡନ୍ତୁ , ତୁରନ୍ତ ଆମ ପାଖକୁ ଆଣନ୍ତୁ , ସବୁ ଶୁକ୍ରବାର ଓ ମଙ୍ଗଲବାର ଖୋଲା ଅଛି ।

୯) ସ୍ୱାମୀ- ମୋର ଅନ୍ଦାଜା ଏହା କହୁଛି କି ଏହି ଡବାରେ କିଛି ଖାଇବା ଜିନିଷ ଅଛି , ସ୍ତ୍ରୀ- ଆରେ ବାଃ ମୋର ପତି ପରମେଶ୍ୱର ବିଲକୁଲ୍ ଠିକ୍ କହିଛ, ଏଥିରେ ମୋର ସାଣ୍ତେଲ୍ ଅଛି ।

୧୦) ଜଣେ ନିରିହ ଛୁଆକୁ କିଏ ଜଣେ ପ୍ରଶ୍ନ କଲେ ବିଲେଇ ଲାଞ୍ଜ କଣପାଇଁ ହଲାଏ , ଛୁଆ ବଡ ନିରିହପଣିଆ ଦେଖାଇ ଉତ୍ତର ଦେଲା କି କାରଣ ବିଲେଇର ଲାଞ୍ଜ ବିଲେଇର ଅଟେ, ତୋର ବାପାର ନୁହେଁ ।

୧୧) ଗୋଟେ ପୁଅ ଝିଅକୁ ଷ୍ଟାଇଲ୍ ମାରିବା ଚକ୍କରରେ ବାଇକ୍ ରୁ ପଡିଗଲା, ଝିଅ- ଓହ୍ ମାଇଁ ଗଡ୍, ତୁମକୁ କେଉଁଠି ଆଘାତ୍ ଲାଗିନି ତ ? ପୁଅ- ନା ନୋ ଟେନସନ୍ ବେବି, ଆମେ ତ୍ ବାଇକ୍ ରୁ ଏମିତି ଓହ୍ଲାଉ

Leave a Reply

Your email address will not be published. Required fields are marked *