December 27, 2024

Odia Express

Here, There and Everywhere

ସବୁଦିନ ରାତିରେ ଅଧା ଚାମଚ ଭଜା ହୋଇଥିବା ଜିରା ଖାଇକରି ପାଣି ପିଇଲେ ହୋଇଥାଏ ଚମତ୍କାରୀ ଫାଇଦା

ଆମର ସବୁଦିନର ଖାଇବାରେ ବ୍ୟବହାର ହେଉଥିବା ଖାଦ୍ୟପଦାର୍ଥର ଗୁଣ ଯଦି ଆମେ ସଠିକ୍ ରୁପରେ ଜାଣିନେବା ତେବେ ବୋଧେ ଆମେ କେବେ ରୋଗାକ୍ରାନ୍ତ ହେବାନାହିଁ , ସବୁ ଏକ ଖାଦ୍ୟପଦାର୍ଥ ନିଜ ମଧ୍ୟରେ ଦୁର୍ଲ୍ଲଭ ହୋଇଥାଏ , ଶରୀର ସହ ଯୋଡି ହୋଇଥିବା ବିଶେଷ ଅସୁବିଧାକୁ ଶେଷ କରିବା ସକ୍ଷମତା ରଖନ୍ତି ଏହି ଖାଦ୍ୟ ପଦାର୍ଥ, ଆଜି ଆମେ ଆପଣଙ୍କୁ ସବୁଦିନ ରୋଷେଇ ଘରେ ବ୍ୟବହାର ହେଉଥିବା ଗୋଟେ ଖାଦ୍ୟ ପଦାର୍ଥ ବିଷୟରେ ଅବଗତ କରାଇବୁ , ଯାହା ହେଲା ଜିରା , ଜୀରା ଏକ ଏମିତି ମସଲା ଅଟେ ଯାହା ସବୁ ଭାରତୀୟ ରୋଷେଇ ଘରେ ମିଳିଯାଏ , ଆପଣ ଶୁଣିଥିବେ କି ଯିଏ ଖାଏ ଜିରା ସେ ହେବେ ହୀରା ଏହି କଥାରେ କେତେ ରହସ୍ୟ ଲୁଚି ରହିଛି, ଆଜି ମାଲୁମ୍ ହେବ , ଯେବେ ଏହାର ଔଷଧୀୟ ଗୁଣ ବିଷୟରେ ଜଣାପଡିବ । ପ୍ରାୟ ସବୁ ଲୋକ ଘରେ ଜୀରା ନିଶ୍ଚିତ ଭାବରେଥିବ , ଜୀରା ଦ୍ୱାରା ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରାଯାଏ , କିନ୍ତୁ କଣ କେବେ ଆପଣ ଶୁଣିଛନ୍ତି କି ସକାଳୁ ଖାଲି ପେଟରେ ଜିରା ସେବନ କରିଲେ ମଣିଷର ଶରୀରରୁ ରୋଗ ଜଡରୁ ଦୁର ହୋଇଯାଏ

ତେବେ ଆଜି ଆମେ ଆପଣଙ୍କୁ ଜିରା ନୁହେଁ ବରଂ ଭଜା ହୋଇଥିବା ଜିରାର ଫାଇଦା ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣଙ୍କ ଶରୀରର ସବୁ ରୋଗ ଜଡରୁ ମୁକ୍ତ ହୋଇଯିବ । ସବୁଠାରୁ ପ୍ରଥମେ କହିଦେବୁ କି ରାତିରେ ଖାଇବା ପରେ ଅଧା ଚାମଚ ଭଜା ଜିରା ଚୋବାଇବାର ଅଛି ଓ ତାହାପରେ ପାଣି ପିଇଦେବାର ଅଛି, ଏହା ଦ୍ୱାରା ଶରୀରରେ ଲାଭ ମିଳିବ , ଯଦି ଆପଣ ରାତିରେ ଖାଦ୍ୟପରେ ଅଧାଚାମଚ ଜୀରା ଚୋବାଇ ଖାଇଲେ ଓ ତାପରେ ପାଣି ପିଇଲେ ନା ହିଁ ଦିମାଗ ସୁସ୍ଥ୍ୟ ରହିବ , ବରଂ ଶରୀର ବି ଚୁସ୍ତ୍ ରହିବ , ଓ ଦାନ୍ତ ଓ ମାଢି ମଜବୁତ୍ ହୋଇଯିବ , ଏଥିପାଇଁ ସବୁଦିନ ରାତିରେ ଭଜା ହୋଇଥିବା ଜିରାର ସେବନ କରନ୍ତୁ । ବହୁତ ଲୋକଙ୍କ ଗଳାରେ କର୍କଶ୍ ରହିଥାଏ , ଏହାକୁ ଦୁର କରିବାପାଇଂ ଭଜା ଜୀରାର ସେବନ କଲେ ଏହା ଦୁର ହୋଇଯାଏ ।

ବହୁତ କମ୍ ଲୋକ ଜାଣିଥିବେ କି ପାଚନ ତନ୍ତ୍ର ପାଇଁ ଭଜା ଜିରା ଫାଇଦାଦାୟକ ହୋଇଥାଏ,  ଏହା କାହିଁକି ନା ଏଥିରେ ଯେଉଁ ତତ୍ତ୍ୱ ମିଳିଥାଏ , ତାହା କବଜ୍ ଓ ଅପଚ ଭୋଜନ ଦୁହେଁକୁ ଦୁର କରିଥା,ଏ ଏଥିପାଇଁ ଅଧା ଚାମଚ ଭଜା ହୋଇଥିବା ଜିରା ପାଣିର ସହ ଖାଆନ୍ତୁ ।ଏହା ପୁର୍ବରୁ ଆପଣ ଭଜା ଜିରା କେବଳ ମସଲାରୁପରେ ବ୍ୟବହାର କରିଥିବେ , ଏମିତି ବହୁତ ଲୋକ ଅଛନ୍ତି ଯିଏକି ଦହିରେ ଭଜା ହୋଇଥିବା ଜିରା ପକାଇ ଦହି ଖାଇବା ପସନ୍ଦ୍ କରନ୍ତି , ଏବେ ଏହି କଥା ଅଲଗା କି ତାଙ୍କୁ ଭଜା ହୋଇଥିବା ଜିରାର ଫାଇଦା ବିଷୟରେ ଜଣା ନଥିବ, ବାସ୍ତବରେ ଲୋକ ସ୍ୱାଦିଷ୍ଟ ଦହି ଖାଇବାପାଇଁ ଏମିତି କରନ୍ତି

ଏଥିପାଇଁ ଆଜି ଆମେ ଆପଣଙ୍କୁ ଭଜା ହୋଇଥିବା ଜିରାର କିଛି ବଛା ବଛା ଫାଇଦା ବିଷୟରେ କହିବୁ , ଯାହା ଦ୍ୱାରା ଆପଣ ଆଗାମୀ ଥର ଦହିରେ କିମ୍ବା ଅନ୍ୟ କୌଣସି ଜିନିଷରେ ଭଜା ହୋଇଥିବା ଜିରା ପକାଇ ଖାଆନ୍ତୁ ତ ଫାଇଦା ଆପଣଙ୍କୁ ଜଣା ଥିବ । ଭଜା ହୋଇଥିବା ଜିରା ଫାଈଦା ବିଷୟରେ ଜାଣିବାପରେ ଆପଣ ସବୁଦିନ ଏହାର ସେବନ କରିବେ , ସେମିତି ଆପଣଙ୍କୁ କହିଦେବୁ କି ଭଜା ହୋଇଥିବା ଜିରା ନା କେବଳ ଘରେ ବ୍ୟବହାର ହୋଇଥାଏ ବରଂ ଏହା ଚ୍ୟାଟ୍ ,ପାମ୍ପୁଡି, ଓ ଚଟପଟା ଆଳୁ ମସଲାରେ ବ୍ୟବହାର କରାଯାଏ , ଏବେ ଜାହିର୍ କଥା କି ଯେଉଁ ଜିନିଷର ବ୍ୟବହାର ସ୍ୱାଦିଷ୍ଟ୍ ବ୍ୟଞ୍ଜନ ବନାଇବାରେ କରାଯାଏ , ଲୋକେ ତାହାର ବ୍ୟବହାର ନିଶ୍ଚିତ୍ କରିବେ ।

Leave a Reply

Your email address will not be published. Required fields are marked *