February 4, 2025

Odia Express

Here, There and Everywhere

ବିବାହର ଦଶ ବର୍ଷ ପରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ନେଇକରି କଲେ ଏତେ ବଡ ଖୁଲାସା, ଜାଣିଲେ ଚକିତ ହୋଇଯିବେ ଆପଣ

ସେମିତି ବହୁତ ବଲିଉଡ୍ ଷ୍ଟାର୍ ଙ୍କ ବିବାହ ବିଷୟରେ ତ ଶୁଣିଥିବେ କିନ୍ତୁ ବଲିଉଡ୍ ଷ୍ଟାରଙ୍କ ବିବାହ କିଛି ଶାନଦାର୍ ତରିକାରେ କରାଯାଇଥାଏ , ଯାହା ଦେଖିବାପରି ଲାଗେ,  ସେମିତି ବଲିଉଡ୍ ରେ ସବୁ ଯୋଡିଙ୍କ ନିଜର ଏକ ଅଲଗା ମହତ୍ତ୍ୱ ଅଛି କିନ୍ତୁ ପୁରା ବଲିଉଡ୍ ଇଣ୍ତଷ୍ଟ୍ରିରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଯୋଡି ରୋୟାଲ୍ ଯୋଡି ବୋଲି ଜଣାଯାଏ । ଏମାନଙ୍କ ଯୋଡି ସମସ୍ତଙ୍କ ମୁହଁରେ ଚର୍ଚ୍ଚାର ବିଷୟ ହୋଇଥାଏ , ଏମାନଙ୍କ ବିବାହ ୨୦ ଅପ୍ରେଲ୍ ୨୦୦୭ କୁ ହୋଇଥିଲା, , ନିଜ ବିବାହର ୧୩ ବର୍ଷ ପୁରା ହେବାରେ ଅଭିଷେକ ବିବାହ ପୁର୍ବରୁ କିଛି ଖାସ୍ ମୁହୁର୍ତ୍ତ କୁ ମନେ ପକାଇ ନିଜ ଫ୍ୟାନ୍ସଙ୍କ ସହ ଟ୍ୱିଟରରେ ଜଣାଇଲେ ।ସେହି ଦିନକୁ ମନେ ପକାଇ ଅଭିଷେକ ଲେଖିଥିଲେ କି ଐଶ୍ୱର୍ଯ୍ୟାଙ୍କ ସହ ୧୩ ବର୍ଷର ଏହି ଯାତ୍ରା ବହୁତ ହିଁ ସୁଖମୟ ରହିଛି , ତାହା ସହ ଏହା ବି ସେ ଲେଖିଥିଲେ କି ଏବେ ୧୦ ବର୍ଷ ପୁରା ହେବା

ପୁର୍ବରୁ ନ୍ୟୁୟର୍କର ଥଣ୍ତାରେ ଠିଆ ହୋଇକରି ଯେବେ ଐଶ୍ୱର୍ଯ୍ୟାଙ୍କୁ ପଚାରାଗଲା ମୋତେ ବାହାହେବ , ଏହା ଉପରେ ଐଶ୍ୱର୍ଯ୍ୟା ଜବାବ୍ ଦେଲେ କି ହଁ କରିବି । ଅଭିଷେକ କହିଲେ କି ସେହି ସମୟରେ ତାଙ୍କର୍ ହାଲତ୍ କିଛି ଏପରି ଥିଲା ଯାହାକି ନିଜ ହୃଦୟକୁ ସଂମ୍ଭାଳି ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ କରିଥିଲେ,  ସେ ହଁ କହିବାର ଏକ ସେକେଣ୍ତ ବି ସମୟ ନେଇନଥିଲେ,  ଏହି ସୁନ୍ଦର୍ ମୁହୁର୍ତ୍ତ ଦୁହେଁଙ୍କ ପାଇଁ ଜୀବନରେ ବହୁତ ଖାସ୍ ଥିଲା,  ଏବେ ଆପଣଙ୍କୁ କହିଦେବୁ କି ଫିଲ୍ମ ଗୁରୁର ପ୍ରିମିୟରର ଠିକ୍ ପରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ କରିଥିଲେ ।

କଣ ଆପଣ ଜାଣିଛନ୍ତି କି ଐଶ୍ୱର୍ଯ୍ୟା ଓ ଅଭିଷେକ ପ୍ରଥମଥର ଢାଇ ଅକ୍ଷର ପ୍ରେମ୍ କେ ରେ ଏକା ସାଙ୍ଗରେ କାମ କରିଥିଲେ , ଯାହାପରେ ଏହି ଦୁହେଁ ଉମରୌ ଜାନ୍ ରେ ବି ଏକା ସାଙ୍ଗରେ କାମ କରିଥିଲେ , ଓ ଫିଲ୍ମ ଗୁରୁ ସମୟରେ ଏହି ଦୁହେଁଙ୍କ ସଂମ୍ପର୍କ ଘନିଷ୍ଠ ହେବାକୁ ଲାଗିଥିଲା,  ଓ ଏହି ଦୁହେଁ ବିବାହ କରିବାର ଫଇସଲା ନେଲେ , କହିଦେବୁ କି ଫିଲ୍ମ ୧୨ ଜାନୁୟାରୀ ୨୦୦୭ କୁ ରିଲିଜ୍ ହୋଇଥିଲା , ଏହି ଫିଲ୍ମର ସହ ଏହି ଯୋଡି ବିବାହର ୧୩ ବର୍ଷ ହୋଇସାରିଛି ।

ଆଜିର ସମୟରେ ତାଙ୍କର ଗୋଟିଏ ଝିଅ ଅଛି , ଯିଏ ୫ ବର୍ଷର ହୋଇସାରିଛି, ଯାହାଙ୍କ ନାଁ ଆରାଧ୍ୟା ଅଟେ । ଏକ ଖାସ୍ କଥା ଆପଣଙ୍କୁ କହିଦେବୁ କି ଗୋଟେ ସମୟରୁ ଅଭିଷେକଙ୍କ ବିବାହ କରିସ୍ମା କାପୁର୍ ସହ ହେବାର ଥିଲା ଅକ୍ଟୋବର ୨୦୦୨ ରେ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ହୋଇଯାଇଥିଲା କିନ୍ତୁ ଜାନୁୟାରୀ ୨୦୦୩ ରେ ଏହି ସଂମ୍ପର୍କ ଭାଙ୍ଗିଗଲା, ପ୍ରାୟ ୪ ବର୍ଷ ପରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା ।

Leave a Reply

Your email address will not be published. Required fields are marked *