June 27, 2025

Odia Express

Here, There and Everywhere

ଏହି ଫଟୋରେ ଲୁଚିଛି ଏକ ଜନ୍ତୁ , ଯଦି ଆପଣ ଖୋଜିନେବେ ତେବେ ଆପଣ ଜଣାଯିବେ ସବୁଠାରୁ ତେଜ୍…

ପହେଲି ସମାଧାନ କରିବା ଖେଳ ତ ସମସ୍ତେ ଆମେ ଖେଳିଛେ , ଯେଉଁଥିରେ ପହେଲି ସମାଧାନ କରୁଥିବା ବ୍ୟକ୍ତିକୁ ସବୁଠାରୁ ବୁଦ୍ଧିମାନ ବୋଲି ବୁଝାଯାଏ , ସେମିତି ବଦଳୁଥିବା ଜମାନା ସହ ଏବେ ଖେଳର ତରିକା ବଦଳିଯାଇଛି , ଇଣ୍ଟରନେଟ୍ ଜମାନାରେ ଏବେ ଗେମ୍ ବି ଅନଲାଇନ୍ ହୋଇଯାଇଛି,  ଏମିତିରେ ସୋସିଆଲ୍ ମିଡିଆରେ ଏହି ଦିନରେ ଏକ ଫଟୋ ଭାଇରାଲ୍ ହେଉଛି, ଏହା ଏକ ଏମିତି ଫଟୋ ଅଟେ ଯେଉଁଥିରେ ଲୋକ ନିଜ ମୁଣ୍ତ କୁଣ୍ତାଇବାରେ ବାଧ୍ୟ ହୋଇଥିଲେ , ହଁ ଆଜ୍ଞା, ଏହା ଏକ ପହେଲି ପରି ଅଟେ , ଯାହାକୁ ଯଦି ଆପଣ ବୁଝିଯିବେ ତେବେ ଆପଣ ବି କୁହାଯିବେ ସବୁଠାରୁ ଏକ ବୁଦ୍ଧିମାନ ବ୍ୟକ୍ତି ।  ଫେସବୁକ୍ ରେ ଏହି ଦିନରେ ଏକ ରୋଷେଇଘର ଫଟୋ ବହୁତ ଭାଇରାଲ୍ ହେଉଛି, ଲୋକେ ଏହାକୁ ପହେଲି ଭାବି ପ୍ରଶ୍ନ ପଚାରିକରି ପୋଷ୍ଟର ସେୟାର୍ କରୁଛନ୍ତି, ଲୋକେ ଏହି ଫଟୋକୁ ସେୟାର୍ କରି ଲେଖୁଛନ୍ତି କି ଏହି ଫଟୋରେ ଲୁଚିଥିବା କୁକୁରକୁ ଖୋଜନ୍ତୁ

ଏବେ ଏମିତି ପ୍ରଶ୍ନ ଆପଣଙ୍କ ଉପରେ ବି ଲାଗୁ ହେଉଛି, ହଁ ଆଜ୍ଞା ଏବେ  ଆପଣ ବି ଏହି ଫଟୋରେ କୁକୁର କୁ ଖୋଜିବାରେ ଟିକିଏ ଦିମାଗ୍ ଲଗାନ୍ତୁ , ଯଦି ଆପଣଙ୍କୁ ଲାଗୁଛି କି ଆପଣ ବୁଦ୍ଧିମାନ ଅଟନ୍ତି କିମ୍ବା ଆପଣଙ୍କ ଆଖି ତେଜ୍ ଅଛି ତେବେ ଆପଣ ନିଶ୍ଚିତ ଏହି ଫଟୋରେ ଲୁଚିଥିବା କୁକୁରକୁ ଖୋଜିପାରିବେ । ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ଏକ ଇଣ୍ଟରନେଟ୍ ୟୁଜର୍ କ୍ରିଷ୍ଟେନା ସିଓଓ ନିଜ ଘରର କିଚେନ୍ ରେ ଏହି ଫଟୋ ପୋଷ୍ଟ କଲେ , ପ୍ରଥମ ନଜରରେ ଆପଣଙ୍କୁ ଏକ ଫ୍ରିଜ୍, ଡଷ୍ଟବିନ୍, ଓ କିଛି ଜିନିଷ ନଜର ଆସିବ , କିନ୍ତୁ ଅସଲରେ ଏହି ଫଟୋରେ ଏକ କୁକୁର ଲୁଚି ରହିଛି, ଇଣ୍ଟରନେଟ୍ ରେ ଟ୍ରେଣ୍ତିଙ୍ଗ୍ ଥିବା ଏହି ଫଟୋକୁ ଲୋକେ କୁକୁରକୁ ଖୋଜିବାରେ ମୁସକିଲ୍ ଲାଗୁଛି

ଏହି ଫଟୋ ଏବେ ବହୁତ ଭାଇରାଲ୍ ହେଉଛି, ଓ ସମସ୍ତେ ଏହି କୁକୁରକୁ ଖୋଜିବାରେ ଲାଗିଛନ୍ତି , ଯଦି ଫଟୋର କୋଣ ଅନୁକୋଣ ଖୋଜିବାପରେ ବି କୁକୁର ନଜର ଆସୁନାହୀଁ ତେବେ ଫଟୋକୁ ଟିକିଏ ଜୁମ୍ କରିଦେଖନ୍ତୁ ,ହଁ ଆଜ୍ଞା, ଫଟୋ ଜୁମ୍ କରିବାପରେ କାରପେଟ୍ ରେ ଏକ କଳା ରଙ୍ଗର କୁକୁର ଦେଖାଯିବ , କାରଣ କାରପେଟ୍ ରଙ୍ଗ କଳା ଅଛି ଓ କୁକୁରର ରଙ୍ଗ ବି କଳା ଅଛି , ଏଥିପାଇଂ ଏହା ମିଶିଯାଉଛି, କିନ୍ତୁ ଏହି ଫଟୋ ନେଇଥିବା ଲୋକର ଦିମାଗକୁ ବି ମାନିବାକୁ ପଡିବ , ହଁ ସେ ଏଥିରେ ଏମିତି କ୍ରିଏଟିଭିଟୀ ଦେଖାଇଛନ୍ତି, ଓ ସେମିତି କ୍ୟାମେରା ଆଙ୍ଗେଲ୍ ରୁ ହିଁ ଏହି ଫଟୋ ନେଇଛନ୍ତି , ଯେଉଁଥିରେ କୁକୁର କାରପେଟ୍ ରେ ସଫା ନଜର ଆସୁଛି ।

ଏବେ ସୋସିଆଲ୍ ମିଡିଆରେ ଏମିତି ପହେଲି ପୋଷ୍ଟର କମି ନାହିଁ , ବହୁତ ଏମିତି ଲୋକ ଇଣ୍ଟରନେଟ୍ ରେ ଏମିତି ପୋଷ୍ଟକରୁଛନ୍ତି, ଯେଉଁଥିରେ ଭଲ ଖାସା ଇଣ୍ଟରଟେନମେଣ୍ଟ ବି ହୋଇଯାଏ , ଏବେ ଏମିତି ଏକ ଫଟୋ ବହୁତ ଭାଇରାଲ୍ ହୋଇଥିଲା<  ଯେଉଁଥିରେ ଏକ ବାଦାମୀ କଲରର ବିଲେଇକୁ କାଠ ଉପରେ ବସିଥିବାର ଦେଖାଯାଇଥିଲା, କାଠର ରଙ୍ଗ ବାଦାମୀଆ ହୋଇଥିବାରୁ ଫଟୋରେ ବିଲେଇକୁ ଖୋଜିବାରେ ଅସୁବିଧା ହୋଇଥିଲା,  କିନ୍ତୁ ବହୁତ ବୁଦ୍ଧିମାନ ଲୋକ ଏହି ପହେଲିକୁ ସମାଧାନ କରିଦେଲେ , ସେ ଯାହା ବି ହେଉ କିନ୍ତୁ ଏହି ପୋଷ୍ଟ ଲୋକଙ୍କର ଟାଇମ୍ ପାସ୍ କରିବାର ଏକ ଭଲ ଜରିଆ ହୋଇଯାଇଛି ।

Leave a Reply

Your email address will not be published. Required fields are marked *