ଭୁଲ୍ ରେ ବି କାଟନ୍ତୁ ନାହିଁ ଏହି ଗଛକୁ ନହେଲେ ହୋଇଯିବେ ବର୍ବାଦ – ନିଶ୍ଚୟ ଏ ବିଷୟରେ ଜାଣିରଖନ୍ତୁ..
ଆମର ହିନ୍ଦୁ ଧର୍ମରେ ଅଶ୍ୱତଥ ଗଛକୁ ସବୁଠାରୁ ପୁଜନୀୟ ଗଛ ବୋଲି ମାନାଯାଏ , କୁହାଯାଏ କି ଅଶ୍ୱତଥ ଗଛର୍ ଶୁଭ ନାଁ ଅଶ୍ୱତଥ୍ ଅଟେ, ଏହି ଗଛକୁ ବାସୁଦେବ କୁହାଯାଏ , ଯଦି ଶାସ୍ତ୍ରର କଥା କହିବା ତେବେ ଏହାର ପତ୍ର ପତ୍ରରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ, ତାହା ସହ ଏହି ଗଛର ପୁଜା ବହୁତ ଧାର୍ମିକ ଓ ବୈଜ୍ଞାନିକ କାରଣ ବି କୁହାଯାଇଛି , ଓ କିଛି ନିୟମ ଏପରି କୁହାଯାଇଛି କି ଯାହାକୁ ମାନିକରି ଏହି ଗଛର ପୁଜା କରିଲେ ଭାଗ୍ୟ ବଦଳିଯାଏ , କିନ୍ତୁ କଥା ଏଠାରେ ନାହିଁ ଏହି ନିୟମକୁ ଉଲ୍ଲଘନ କରିଲେ କାଙ୍ଗାଳ ହୋଇଯିବେ । ବୈଜ୍ଞାନିକ ରୁପରେ ଦେଖିଲେ ଅଶ୍ୱତଥ ଗଛରେ ସବୁଠାରୁ ଅଧିକା ଅକ୍ସିଜେନ୍ ଓ ଉତ୍ସେର୍ଜନ ହୋଇଥାଏ , ଏଥିପାଇଁ ଏହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ଏହି କାରଣରୁ ଶାସ୍ତ୍ରରେ ଏହାକୁ କାଟିବାକୁ ମନାକରାଯାଇଛି, କୁହାଯାଏ କି ଏହାକୁ କାଟିଲେ ବହୁତ ପ୍ରକାରର ଅସୁବିଧା ଦେଖାଦିଏ ।
ସେମିତି ଅନ୍ୟ ପଟେ ଶାସ୍ତ୍ରର ମୁତାବିକ ଯଦି ଏହି ଗଛର ପୁଜା କରାଯାଏ ତେବେ ମା ଲକ୍ଷ୍ମୀ କୃପା ସର୍ବଦା ରହିଥାଏ , ଏଥିପାଇଁ ପଣ୍ତିତ ବି ସବୁ ଶନିବାର ଦିନ ଅଶ୍ୱତଥ ଗଛ ତଳେ ତେଲର ଦୀପ ଲଗାଇବାକୁ ଉପଦେଶ ଦିଅନ୍ତି , ଏହା ଛଡା କିଛି ଆହୁରି ଉପାୟ ଅଛି ଯାହା ଅଶ୍ୱତଥ ଗଛର ସମ୍ମୁଖରେ କରିଲେ ଆପଣଙ୍କୁ ଲାଭ ମିଳିବ , ଶନିବାର ଦିନ ସକାଳୁ ଉଠିକରି ସ୍ନାନ କଲା ପରେ ତମ୍ବାର ଢାଳରେ ଭଗବାନ ବିଷ୍ଣୁଙ୍କୁ ମନରେ ଧ୍ୟାନରେ ରଖି ଅଶ୍ୱତଥ ଗଛରେ ଜଳ ଚଢାଇଲେ ଘରର୍ ସୁଖ ସମୃଦ୍ଧି ବଢିଥାଏ ।
ଶାସ୍ତ୍ରର୍ ଅନୁସାରେ ଏହା ବି କୁହାଯାଇଛି କି ରବିବାର ଦିନ ଅଶ୍ୱତଥ ଗଛର ପୁଜା କରାଯାଏ ନାହିଁ , ଏହି ଅଶ୍ୱତଥ ଗଛ ଜଳ ଚଢାଇବା କିମ୍ବା ପୁଜା କରିବା ଧନହାନୀ ହେବାର କାରଣ ହୋଇପାରେ , କୁହାଯାଏ କି ଅଶ୍ୱତଥ ଗଛ ଏକ ପବିତ୍ର ଗଛ ଅଟେ, ଏଥିରେ ଦେବୀ ଦେବତା ଓ ପିତୃପୁରୁଷଙ୍କ ବାସ ରହିଥାଏ , ଏଥିପାଇଁ ଏହାକୁ କାଟିବାର୍ ଅର୍ଥ ହୋଇଥାଏ କି ଆପଣ ନିଜ ପିତୃପୁରୁଷଙ୍କ ଅନାଦର୍ କରୁଛନ୍ତି , ତାହା ସହ ଏହା କୁହାଯାଇଛି କି ଯେଉଁ ଲୋକ ଅଶ୍ୱତଥ ଗଛ ଲଗାଇଥାନ୍ତି ତାଙ୍କର ପିତୃପୁରୁଷ ମୋକ୍ଷପ୍ରାପ୍ତି କରନ୍ତି ।
ଯଦି ଆପଣଙ୍କ ଉପରେ ଶନିଦୋଷ ଅଛି ତେବେ ଶାସ୍ତ୍ରନୁସାରେ ଶନିବାର ଦିନ ଅଶ୍ୱତଥ ଗଛର ପୁଜା କରିଲେ ସବୁ ଦୋଷ ଦୂର ହୋଇଯାଏ , ଓ ସବୁବେଳେ ଭଗବାନ ଶନିଙ୍କର କୃପା ଆପଣଙ୍କ ଉପରେ ରହେ, କୁହାଯାଇଛି କି ଯେଉଁ ବ୍ୟକ୍ତି ଶନିବାର ଦିନ ଅଶ୍ୱତଥ ଗଛ କାଟିଥାଏ , ତାହା ଉପରେ ଶନିଙ୍କ ବକ୍ର ଦୃଷ୍ଟି ପ୍ରକୋପ ଭୋଗିବାକୁ ପଡିଥାଏ, ଏତିକି ନୁହେଁ ଯଦି କିଏ ଶନିବାର ଦିନ ଅଶ୍ୱତଥ ଗଛ କାଟୁଥିବାର ଦେଖିଯାଏ ତେବେ ଶନିଙ୍କ କୁପ୍ରଭାବରୁ ସାମ୍ନା କରିବାକୁ ପଡିଥାଏ।