June 22, 2025

Odia Express

Here, There and Everywhere

ସାଗୁ ଦାନାର ମାତ୍ର ୧୨ ଟି ଦାନା ଏହି ଉପାୟ କରିଦେବ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଅସୁବିଧାକୁ ଦୁର..

ଲୋକେ ସବୁବେଳେ ଏହା ଚାହଁନ୍ତି କି ତାଙ୍କ ଜୀବନରେ ଢେର୍ ସାରା ସୁଖ ସୁବିଧା ଉପଲ୍ଲବ୍ଧ ହେଉ , ଯାହାର କାରଣରୁ ପଇସା କମାଇଥାନ୍ତି , ଓ ଏହା ପାଇଁ ସେ କଡା ପରିଶ୍ରମ ବି କରିଥାନ୍ତି , ବହୁତଥର ବ୍ୟକ୍ତି ପଇସା କମାଇବାପାଇଁ ଏତେ ପରିଶ୍ରମ କରିବସେ କି ସେ ସବୁ ଇଚ୍ଛା ପୁରା କରିପାରେ ନାହିଁ । ଓ ଏଥିରେ ସେ ପଇସା କମାଇବାପାଇଁ ନାନାପ୍ରକାରର ଅସୁବିଧାର ସମ୍ମୁଖୀନ ବି ହୁଏ , ଏକମାତ୍ର ଏମିତି ନିଧି ଅଛି ଯାହା ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଆଧାର ଅଟେ, ଧନର ଅଭାବ ହେଲେ ଅନେକ ପ୍ରକାରର ସମସ୍ୟା ଆସିଥାଏ , ଜୀବନ ନର୍କ ସମାନ୍ ଲାଗିଥାଏ,  ଏହା ସହ ଆମେ ଆପଣଙ୍କୁ କହିଦେବୁ କି ଧନର ପ୍ରାପ୍ତିର ଏକ ଅଚୁକ ଉପାୟ ଏକ ଚମତ୍କାରିକ ଉପାୟ କରି ଆପଣ ନିଜ ଘରେ ସୁଖ ଓ ସମୃଦ୍ଧି ଆଣିପାରିବେ । ଯଦି ଆପଣଙ୍କ ଘରେ ସବୁ ବେଳେ କଳହ ଲାଗି ରହୁଛି କିମ୍ବା ପଇସାର ଅଭାବ ଦେଖାଦେଉଛି  ଯାହାର କାରଣରୁ ପରିବାରରେ ଲଢେଇ ଝଗଡାର ମାହୋଲ୍ ହେଉଚି, ଓ ଆପଣଙ୍କ ଉପରେ କରଜଭାର ଅଧିକା ହୋଇଯାଈଛି, ଆପଣଙ୍କୁ ଧନରଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଦରକାର ଅଛି ,ମା ଲକ୍ଷ୍ମୀଙ୍କର ଆଶିର୍ବାଦରୁ ଧନର ସଂବନ୍ଧିତ ସବୁ ଅସୁବିଧା ଦୁର ହୋଇଯିବ , ଆପଣଙ୍କ ପରିବାରରେ ଖୁସି ଆସିଯିବ , ତେବେ ଆଜି ଆମେ ଆପଣଙ୍କୁ ଉପାୟ କହିବାକୁ ଯାଊଛୁ , ଯାହା ଆପଣଙ୍କ ସବୁ ସମସ୍ୟା ଦୁର କରିଦେବ ।

ଲୋକେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ କିଛି ବି କରିପାରନ୍ତି , ତେବେ ଏହି ଛୋଟ ଉପାୟ କରି ଆପଣ ନିଜ ସମସ୍ୟାକୁ ସମାଧାନ କରିପାରିବେ , କିନ୍ତୁ ଆପଣଙ୍କୁ ଏକ ଉପାୟ କରିବାକୁ ହେବ , ଯାହାପରେ ଆପଣଙ୍କ ସହ ଯେତେ ବି ଧନ ସଂବନ୍ଧି ଅସୁବିଧା ଅଛି ଶେଷ ହୋଇଯିବ,  ଏହା ସହ ଧନର ପ୍ରାପ୍ତି ହେବ, ଆଜିର ସମୟରେ ଧନର ଆବଶ୍ୟକତା ସମସ୍ତଙ୍କୁ ଅଛି , କାରଣ ବିନା ଧନରେ କିଛି ବି ସଂମ୍ଭବ ହୋଇପାରିବ ନାହିଁ ।

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯେବେ ଆପଣ ସଂନ୍ଧ୍ୟାରେ ପୁଜା କରିବେ ତେବେ ସେହି ସମୟରେ ତମ୍ବାର ଢାଳରେ ପାଣି ଭରିକରି ନିଜ ପାଖରେ ରଖନ୍ତୁ , ଓ ସେଥିରେ ୨ ଟି କର୍ପୁର ଦିଅନ୍ତୁ , ଯେବେ ଆପଣଙ୍କ ପୁଜା ଶେଷ ହୋଇଯିବ , ତେବେ ଏହି ଜଳକୁ ଢାଳରେ ପୁରା ରୁମରେ ଛିଞ୍ଚିଦିଅନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ ।

ସେମିତି ଆପଣଙ୍କୁ କହିଦେବୁ କି ଏହି ଉପାୟ ଯଦି ଆପଣ ସବୁଦିନ ସକାଳ ଓ ସଂନ୍ଧ୍ୟାରେ କରୁଛନ୍ତି ତେବେ ଆପଣଙ୍କ ସମସ୍ୟା କିଛି ଦିନରେ ଶେଷ ହୋଇଯିବ , କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେବେ କି କେବଳ ଘରର ମହିଳା ଏହାକୁ କରନ୍ତୁ, କାରଣ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ ।

ଏହା ସହ ଆପଣଙ୍କୁ ଆଉ ଏକ ଉପାୟ କହିଦେବୁ କି ଯଦି ଆପଣ ସାଗୁଦାନାର ୧୨ ଟି ଦାନା ନେଇକରି ୧୨ ଦିନ ମନ୍ଦିରରେ କିମ୍ବା ଦୋକାନରେ ଜଳାଉଛନ୍ତି ତେବେ ଏମିତି କରିଲେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ , ଓ ତାହାସହ ବେରୋଜଗାର ଥିଲେ, ଆପଣଙ୍କୁ ଚାକିରି ମିଳିପାରିବ ।

ଯଦି ଆପଣଙ୍କ ଘରେ କେଉଁ ବ୍ୟକ୍ତି ବହୁ ଦିନରୁ ରୋଗାକ୍ରାନ୍ତ ହୋଇପଡିଛନ୍ତି ତେବେ ଆପଣ ଏକ ମାଟିର ଦୀପରେ ଘିଅ କେସର ଓ କର୍ପୁର ଚୁର୍ଣ୍ଣ ମିଶାଇ ଜଳାଇଲେ ସେ ଜଲଦି ଠିକ୍ ହୋଇଯିବେ

Leave a Reply

Your email address will not be published. Required fields are marked *