June 22, 2025

Odia Express

Here, There and Everywhere

ମାଲାମାଲ୍ ହେବାପାଇଁ ଆପଣଙ୍କ ଘରେ ରହିବା ଦରକାର୍ ଏହି ପାଞ୍ଚଟି ଜିନିଷ, ମା ଲକ୍ଷ୍ମୀ କେବେ ଆପଣଙ୍କୁ ଛାଡିକି ଯିବେ ନାହିଁ..

1 min read

ଆଜିର ସମୟରେ ଧନ ବହୁତ ମହତ୍ତ୍ୱ ରଖିଥାଏ , ଆଯି ଆମେ ଭୌତିକବାଦୀ ହୋଇଯାଈଛେ , ଅଧିକାରୁ ଅଧିକା ସୁଖ ଭୋଗ କରିବାକୁ ଚାହୁଁଛେ , ଯାହାପାଇଁ ଧନ ବହୁତ ଆବଶ୍ୟକତା ହୋଇଥାଏ , ବହୁତଥର ଆପଣମାନେ ଲୋକଙ୍କୁ କହିଥିବାର ଶୁଣିଥିବେ କି ପଇସା ସବୁକିଛି ହୋଇଥାଏ , ବହୁତଥର ଏମିତି ଲାଗିଥାଏ କି ଧନରେ ବହୁତ ଶକ୍ତି ହୋଇଥାଏ , ଏହାଦ୍ୱାରା ଆମେ ଯେ କୌଣସି ଜିନୀଷ କିଣିପାରିବା , କେଉଁ ବି ଡାକ୍ତର , ଇଞ୍ଜିନିୟର ଙ୍କ ସେବା ନେଇପାରିବା , ଆଜିର ସମୟରେ ଯାହାପାଖରେ ଧନ ଅଛି ତାହା ସମାଜରେ ସମ୍ମାନିତ ଜୀବନ କଟାଏ , ଛୁଆଙ୍କୁ ଭଲ ସ୍କୁଲରେ ପଢାଇପାରିବ , ରୋଗୀ ନିଜ ମେଡିସିନ୍ ଓ ଡାକ୍ତରଙ୍କ ସେବାପାଇପାରିବ , ଦୋଷୀ ଭଲ ଓକିଲ ରଖିକରି ନ୍ୟାୟ ପାଇପାରିବ , ଏହି ପ୍ରକାରର ପ୍ରଚୁର ମାତ୍ରାରେ ଧନ ହେବା ଦ୍ୱାରା ବ୍ୟକ୍ତି ଏକ ସମ୍ମାନିତ ଜୀବନ ବଞ୍ଚିପାରିବ ।

ଜୀବନରେ ଧନ କମାଇବାର ବହୁତ ସାରା ଉପାୟ ଅଛି କିନ୍ତୁ ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ ଏମିତି ସଠିକ୍ ଉପାୟ ହେଉ ଯାହା ଦ୍ୱାରା ସେ ସହଜରେ ଏହା ଉପାର୍ଜନ କରିପାରିବ , ଏହି ସଂବନ୍ଧରେ ଜ୍ୟୋତିଷ୍ୟଙ୍କ କହିବା କଥା କି କିଛି ଏମିତି ଉପାୟ ଅଛି ଯାହାକୁ ଆପଣାଇ ବ୍ୟକ୍ତି ପାଖରେ ଧନ ସଂମ୍ପତ୍ତିର କମି ହେବନାହିଁ ଶାସ୍ତ୍ରର ଅନୁସାରେ କିଛି ଏମିତି ଜିନିଷ ହୋଇଥାଏ , ଯାହା ଘରେ ରଖିଲେ ଆର୍ଥିକ ଅସୁବିଧା ହୁଏ ନାହିଁ , ତଥା ଏହି ପାଞ୍ଚଟି ଜିନିଷକୁ ଘରେ ରଖିଲେ ପଇସାର ଅଭାବ ଦେଖାଦେଇନଥାଏ , ଆସନ୍ତୁ ଜାଣିବା ସେହି ପାଞ୍ଚଟି ଜିନିଷ ବିଷୟରେ ।

୧) ପଞ୍ଚମୁଖୀ ମୁର୍ତ୍ତି- ଯଦି ଘରର ଦକ୍ଷିଣ ପଶ୍ଚିମ ଦିଗଏ ଆପଣ ହନୁମାନଙ୍କ ପଞ୍ଚମୁଖି ମୁର୍ତି ରଖିବେ କିମ୍ବା କବାଟରେ ଲଗାଇବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାକୁ ବାଧ୍ୟ ହୋଇଯିବେ , ଏହା ସହ ଏହି ମୁର୍ତିର କାରଣରୁ ଘରେ ସବୁ ପ୍ରକାରର ଅସୁବିଧା ଦୂର ହୋଇଯିବ , ଆର୍ଥିକ ଲାଭ ପାଇଁ ପଞ୍ଚମୁଖି ହନୁମାନଙ୍କୁ ନିୟମିତ ପୁଜାକରିଲେ ଲାଭ ହେବ ।

୨) ଭଗବାନଙ୍କ ମୁର୍ତ୍ତି- ଯଦି ଆପଣଙ୍କ ଘରେ ବାସ୍ତୁ ଭଗବାନ ଅଥବା ଫଟୋ ଲାଗିଚି, ତେବେ ଏହା ଘରେ ବାସ୍ତୁଦୋଷ ନିବାରଣ ହୋଇଯାଏ , ଓ ଧନର ଆଗମନ ବି ବହୁତ ଅଧିକା ହୋଇଯାଏ ।

୩) ଧଳା ପଥର- ଯଦି କେଉଁ ପଥର ଅଛି ତେବେ ଏହି ପଥରକୁ ରଖିଲେ ଚମତ୍କାରୀକ ଫାଇଦା ମିଳିଥାଏ , ଧନ ଓ ସମୃଦ୍ଧିର ରାସ୍ତା ଫଟାଫଟ ଖୋଲିଥାଏ,  ଏଥିପାଇଁ ଅଣ୍ତାକାର ଧଳା ପଥର ଘରେ ରହିବା ଦରକାର ।

୪) ଯୋଡିଦାର୍ ଜିନିଷ- ଘରେ ମୟୁର, ଗାଇ,ହଂସ, ବତକ, ହରିଣ, ପରି ଅହିଂସକ ପଶୁଙ୍କ ଚିତ୍ର କିମ୍ବା ମୁର୍ତି ରଖିଲେ ଚମତ୍କାରୀକ ଫାଇଦା ମିଳିଥାଏ , ଏହା ଦାମ୍ପତ୍ୟ ଜୀବନକୁ ସୁଖମୟ କରେ, ବାସ୍ତୁଶାସ୍ତ୍ରରେ ହଂସ କିମ୍ବା ହରିଣର ଯୋଡା ରଖିଲେ ଧନ୍ ଆଗମନ ହୋଇଥାଏ ।

୫) ସୁରେଇ- ଯଦି ଆପଣଙ୍କ ଘରେ ଉତ୍ତର ଦିଗରେ ପାଣିରେ ଭର୍ତି ହୋଇଥିବା ସୁରେଇ ଅଛି ତେବେ ଏଥିରେ ଲାଭ ମିଳିଥାଏ,  ଓ ଏହାର କାରଣରୁ କେବେ ଧନର ଅଭାବ ଘରେ ଦେଖାଦେଇନଥାଏ,  କିନ୍ତୁ ପାଣି ସୁରେଇରେ ରଖିଲେ ଏହି କଥାକୁ ଧ୍ୟାନ ରଖିବେ କି ସୁରେଇ ଖାଲି ନହେବା ଦରକାର ,ଯଦି ଖାଲି ସୁରେଇ ଥିବ ତେବେ ଧନ ହାନୀ ହୋଇପାରେ,  ଏଥିପାଇଁ ସବୁବେଳେ ପାଣି ଭର୍ତ୍ତି କରିରଖନ୍ତୁ ।

Leave a Reply

Your email address will not be published. Required fields are marked *