October 12, 2025

Odia Express

Here, There and Everywhere

ନିଜ ସ୍ୱାମୀ ହୃଦୟରେ ରାଜୁତି କରିଥାନ୍ତି ଏହି ୬ ଟି ନାମର ଝିଅ – ଏମାନଙ୍କ ବିଷୟରେ ଜାଣିରଖନ୍ତୁ..

1 min read

ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଆପନମାନଙ୍କୁ କେତେକ ବିଶେଷ କଥା ବିଷୟରେ ଜଣେଇବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ସେ ବିଶେଷ କଥା ଗୁଡିକୁ,ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପତିଙ୍କ ହୃଦୟ ଉପରେ ରାଜୁତି କରନ୍ତି ଏହି ୬ ଟି ନାମର ଝିଅ ମାନେ।ଏବେ ଆସନ୍ତୁ ଜାଣିବା ସେ ଛଅ ଟି ନାମର ଝିଅ ମାନଙ୍କୁ।ଯେତେବେଳେ କୌଣସି ଝିଅର ବାହାଘର ହୋଇଥାଏ,ତାହେଲେ ତା ମନରେ ଏହି ଗୋଟିଏ ଡର ଥାଏ କି ସେ ଯାହାକୁ ବାହା ହେଉଛି ବା ତାର ଜନ୍ମ ଜନ୍ମ ର ସାଥି ତାଙ୍କୁ ଭଲ ପାଇବି କି ନାହିଁ।କଣ ସେ ଝିଅ ସେ ପୁଅ ମନରେ ନିଜର ଏକ ସୁନ୍ଦର ପ୍ରତିଛବି ତିଆରି କରିବାକୁ ସବୁ ଯଥା ସମ୍ଭବ ଚେଷ୍ଟା ଚଲେଇ ଥାଏ।

ଆପଣଙ୍କୁ କହି ରଖୁଛୁ ରାଶି ଯେପରି ଆମର ବିବାହିତ ଜୀବନର ସବୁ ପ୍ରକାରର ରାଜ କୁ ଉଜାଗର କରିଥାଏ,ସେହିପରି ଆପଣଙ୍କ ନାମର ପ୍ରଥମ ଅକ୍ଷରରୁ ଏହା ଜଣାପଡିବକି ଆପଣଙ୍କ ବୈବାହିକ ଜୀବନ ଯାପନ କିପରି ହେବ ଆଉ ଆପଣଙ୍କ ସ୍ୱାମୀ ଆପଣଙ୍କୁ ପ୍ରେମ ଜରିବେକି ନାହିଁ।ଚାଲନ୍ତୁ ଆଜି ଏଠାରେ ଆମେ ଜାଣିବାକି ଏହି ୬ ଟି ଅକ୍ଷରର ନାମ ଧାରୀ ଝିଅଙ୍କ ବିଷୟରେ ଯିଏ ନିଜ ସ୍ୱାମୀର ସବୁଠାରୁ ପ୍ରିୟ ହୋଇ ରହିଥାଏ।ତେବେ ଚାଲନ୍ତୁ ଜାଣିବା ସେ ଛନ୍ତି ନାମ ବିଷୟରେ ଆଉ ଧ୍ୟାନ ପୂର୍ବକ ନିଶ୍ଚିତ ପଢ଼ନ୍ତୁ ହୁଏତ ଆପଣଙ୍କ ନାମ ମଧ୍ୟ ଥାଇ ପାରେ ସେ ୬ ଟି ନାମ ଭିତରେ।

୧.B ନାମକ ଝିଅ:-ପ୍ରଥମରେ ଆସିବେ ବି ନାମର ଝିଅ ମାନେ।ଆପଣ ବିଶ୍ୱାସ କରିବେନି ଏହି ବି ନାମକ ଝିଅ ମାନେ ପାଠ ପଢ଼ାରେ ବହୁତ ଦୁର୍ବଳ ହୋଇଥାନ୍ତି କିନ୍ତୁ ଦେଖିବାକୁ ଗଲେ ଏହି ନାମର ଝିଅମାନେ ଘରକାମ ଓ ଅଫିସ କାମ ସମ୍ଭାଳିବାରେ ସମ୍ପୂର୍ଣ୍ଣ ଭାବରେ ମାହୀର ହୋଇଥାନ୍ତି।ଏହି ଝିଅ ମାନେ ନିଜ ସ୍ୱାମୀକୁ ବହୁତ ଭଲ ପାଆନ୍ତି।ଆଉ ତାର ପ୍ରତିବଦଳରେ ସେ ସ୍ୱାମୀ ମାନେ ମଧ୍ୟ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି।

୨.D ନାମକ ଝିଅ ମାନେ:-ଦ୍ଵିତୀୟରେ ଆସିବେ ଏହି ଡି ନାମକ ଝିଅ ମାନେ,ଏହୂ ନାମକ ଝିଅ ମାନେ ନିଜ ପରିବାର ଓ ନିଜ ସ୍ୱାମୀର ପ୍ରେମକୁ ବହୁତ ଭଲ ଭାବରେ ଜିତି ପାରନ୍ତି।ଦେଖିବାକୁ ଗଲେ ଏହି ନାମର ଝିଅ ମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି କିନ୍ତୁ ତଥାପି ଏମାନଙ୍କୁ ନିଜ ପତି ଆଉ ପରିବାରର ଭଲ ପାଇବା ବହୁତ ଭଲ ଭାବରେ ମିଳିଥାଏ।ଏହାର ମୁଖ୍ୟ କାରଣ ହେଉଛି ଏମାନେ ନିଜ ସ୍ବାମିର ଭରସାକୁ ନିଜ ଉପରୁ କେବେ ଉଠିବାକୁ ଦିଅନ୍ତି ନାହିଁ।

୩.L ନାମକ ଝିଅ ମାନେ:-ତୃତୀୟରେ ଆସିବେ ଏହି ଏଲ ନାମକ ଝିଅ ମାନେ।ଯେଉଁ ଝିଅ ମାନଙ୍କର ନାମ ଏହି ଏଲ ନାମକ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଖୁସ ମିଜାଜ ଓ ନରମ ସ୍ୱଭାବର ହୋଇଥାନ୍ତି।ସେହି ଦ୍ଵିତୀୟ ପଟରେ ଏମାନେ ନିଜ ଜୀବନ ସାଥୀର ଭରସାକୁ କେବେ ଭାଙ୍ଗିବାକୁ ଦିଅନ୍ତୁ ନାହିଁ।ଆଉ ସେମାନଙ୍କୁ ନିଜ ଠାରୁ ଅଧିକ ମାତ୍ରାରେ ଭଲ ପାଇବା ଦେଇଥାନ୍ତି।ସେଥିପାଇଁ ଏହାର ମୁଖ୍ୟ କାରଣ ହେଉଛି ଜୀବନ ସାଥି ମଧ୍ୟ ଏମାନଙ୍କୁ ହରେଇବାକୁ ଇଛା କରନ୍ତି ନାହିଁ ଆଉ ନିଜ ଆଖି ଆଗରେ ତାଙ୍କୁ ବସେଇ ରଖିବାକୁ ଚାହାନ୍ତି।

୪.M ନାମକ ଝିଅ:-ଚତୁର୍ଥ ରେ ଆସିବ M ନାମକ ଝିଅ।ଏହି ନାମର ଝିଅମାନେ ବହୁତ ଖୁସ ମିଯାଜର ହୋଇଥାନ୍ତି।ଏମାନଙ୍କୁ ନିଜର କୌଣସି କଥା ଉପରେ ଗର୍ବ ଆସିନଥାଏ।ନିଜ ଚାଲାଖ ହେବା ତୁଳନାର ଅନ୍ୟ ଝିଅ ମାନଙ୍କ ଅପେକ୍ଷା ଏମାନେ ସମ୍ପୂର୍ଣ୍ଣ ସୁନ ହୋଇଥାନ୍ତି।ଆଉ ନିଜର ପତି କୁ ସବୁ ପ୍ରକାରର ସୁଖ ଓ ସିବିଧା ଦେବାକୁ ଚାହାନ୍ତି।ଆଉ ସେହିଠାରେ ଦ୍ଵିତୀୟ ପଟରେ ନିଜ ସ୍ୱାମୀ ହୃଦୟରେ ଏମାନେ ରାଜୁତି କରନ୍ତି।

୫.P ନାମକ ଝିଅ:-ପଞ୍ଚମରେ ଆସିବ P ନାମର ଝିଅ ମାନେ ଏମାନେ ନିଜ ଜୀବନରେ ସବୁକିଛି ହାସଲ କରିବାକୁ ଚାହାନ୍ତି।କ୍ୱବଲ ତାଙ୍କର ଏହି ଭଳି ଅବସ୍ଥାକୁ ନେଇ ତାଙ୍କର ଏହି ସ୍ୱଳ୍ପ କେତେକ ଇଛା କେବଳ ସମ୍ପୂର୍ଣ୍ଣ ହୋଇପାରେ କେବଳ ନିଜ ସ୍ୱାମୀର ସମ୍ପୂର୍ଣ୍ଣ ପ୍ରେମ ଆଉ ତାଙ୍କ ହୃଦୟ ଉପରେ ରାଜୁତି କରିଥାଏ।ଆଉ ଏ ଝିଅ ମାନେ ନିଜ ସ୍ୱଭାବରେ ବହୁତ ସୁଶୀଳ,ଭଦ୍ର ଓ ନମ୍ର ହୋଇଥାନ୍ତି।

୬.S ନାମକ ଝିଅ:-ଛଅରେ ଆସିବ ଏସ ନାମକ ଝିଅମାନେ,ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି,ଆଉ ଏମାନଙ୍କୁ ନିଜ ପତିକୁ ଖୁସି କରିବା ବହୁତ ଭଲ ଭାବରେ ଆସିଥାଏ।ଏମାନେ ନା କେବଳ ନିଜ ପତି ଏମାନେ ନିଜ ଗୁଣ ଦ୍ୱାରା ନିଜ ଶାଶୁ ଘରର ଲୋକମାନଙ୍କ ହୃଦୟ ଜିତି ଯାଇଥାଏ।ଏମାନଙ୍କ ବିଶେଷ ଗୁଣ ହେଉଛି ଏମାନେ ଅତି ସହଜରେ ଅନ୍ୟ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *