June 28, 2025

Odia Express

Here, There and Everywhere

ସତ୍ୟନାରାୟଣଙ୍କ ପୁଜା କରିବାର ପୁର୍ବରୁ ପ୍ରଥମେ ଘରେ କରିନିଅନ୍ତୁ ଏହି ଜରୁରୀ ୩ ଟି କାମ..

1 min read

ଏମିତି କୁହାଯାଏ କି ଯେଉଁ ଘରେ ସତ୍ୟନାରାୟଣଙ୍କ ପୁଜା କରାଯାଏ ସେହିଘରେ ପଜେଟିଭ୍ ଏନର୍ଜୀ ଭରିଯାଏ , ସତ୍ୟନାରାୟଣ କଥା କରିବାଦ୍ୱାରା ଯେତେ ବି ନେଗେଟିଭ୍ ଏନର୍ଜୀ ଥାଏ ତାହା ବାହାରକୁ ଚାଲିଯାଏ , ଏତିକି ନୁହେଁ ଏହି ସତ୍ୟନାରାୟଣ କଥା ପ୍ରଭାବରୁ ଆପଣଙ୍କ ପରିବାର ଓ ଘରେ ଆସୁଥିବା ଅସୁବିଧା ଶେଷ ହୋଇଯାଏ , ଏହି କଥା ଆପଣଙ୍କ ଶତ୍ରୁଙ୍କ ଖରାପ ନଜରରୁ ବି ବଞ୍ଚାଇଥାଏ , ଏହାକୁ କରିଲେ ସବୁ ସଦସ୍ୟଙ୍କ ଭାଗ୍ୟ ପ୍ରବଳ ହୋଇଯାଏ , ଖାଲି ଏହି କାରଣରୁ ଆମେ ନିଜ ଘରେ ତିନି ଚାରି ମାସରେ ଥରେ ସତ୍ୟନାରାୟଣ ପୁଜା ପାଠ କରିଥାଉ । ଯେବେ ବି ଘରେ ସତ୍ୟନାରାୟଣ ପୁଜା ହୋଇଥାଏ ତେବେ ଘରେ ସବୁ ପ୍ରସ୍ତୁତି ଆରମ୍ଭ କରିଦେଇଥାଉ,  ଏହା ସବୁ ସତ୍ୟନାରାୟଣ ପୁଜା ସମୟରେ ସାମଗ୍ରୀର ହୋଇଥାଏ , ଏହି ପ୍ରସ୍ତୁତିର ଅତିରିକ୍ତ କିଛି କାମ ଏପରି ହୋଇଥାଏ , ଯାହା ଏହି କଥାର ପୁର୍ବରୁ କରିବା ଦରକାର, ଯଦି ଆପଣ ଏହି ବିଶେଷ କାମକୁ ସତ୍ୟନାରାୟଣ କଥା ପୁର୍ବରୁ କରିନେଉଛନ୍ତି ତେବେ ଆପଣଙ୍କ ଏହି କଥା କରିବାକୁ ୧୦୦ ପ୍ରତିଶତ ଲାଭ ମିଳିପାରିବ , ତେବେ ଆସନ୍ତୁ ଜାଣିବା କେଉଁ ସେ ତିନୋଟି କାମ ଅଛି ।

୧) ଘରର ସଫାସଫି- ସତ୍ୟନାରାୟଣ କଥା ଜରିଆରେ ଆପଣ ଏକପ୍ରକାରର ଭଗବାନଙ୍କୁ ନିଜ ଘରେ ଆମନ୍ତ୍ରିତ କରିଥାନ୍ତି , ଏମିତିରେ ଯେବେ ଭଗବାନ ଆପଣଙ୍କ ଘରକୁ ଆସିଯିବେ ତେବେ ତାଙ୍କ ପୁଜା ଘର ସଫା ସୁତୁରା ହେବା ଉଚିତ୍ , ସାଧାରଣତଃ ଲୋକେ ନିଜ ଘରର ରୁମ୍ ସଫାସଫି କରିଦିଅନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଏହି ସ୍ଥିତିରେ ଆପଣଙ୍କ ପୁରା ଘର ସଫାସୁତୁରା ହେବା ଉଚିତ୍ , ଘରେ କେଉଁଠି ବି ଧୁଳି ମାଟି ନ ଜମା ହେବା ଦରକାର, ତାହା ସହ ବୁଢିଆଣୀ ଜାଲ ନହେବା ଦରକାର, ଯଦି ଆପଣଙ୍କ ଘରେ କିଛି ଅଲିଆ ଅଛି ତେବେ ତାହାକୁ ବାହାର କରିଦିଅନ୍ତୁ,  ଏହି ପରି ଆପଣଙ୍କ ଘରେ ଭଗବାନ ପ୍ରବେଶ କରିବାର୍ ଚ୍ୟାନ୍ସ ବଢିଯିବ ।

୨) ଭୋଜନ ବ୍ୟବସ୍ଥା- ସତ୍ୟନାରାୟଣ କଥାରେ ବହୁତ ଲୋକ କେବଳ ସାଧାରଣ ପ୍ରସାଦ ରେ କାମ ଚଲାଇଇଦିଅନ୍ତି , କିନ୍ତୁ ଯଦି ଆପଣ ଏହି ସମୟରେ ଆପଣଙ୍କ ହୃଦୟ ବଡ ରଖି ଭୋଜନ କରାଇବେ ତେବେ ଭଗବାନଙ୍କ ପରେ ବ୍ରାହ୍ମଣ ଙ୍କୁ ଖୁଆଇବେ , ତେବେ ଘରେ ସମୃଦ୍ଧି ବଢିବ,  ସତ୍ୟନାରାୟଣ କଥା ଶୁଣିବାକୁ ଲୋକେ ଆସନ୍ତି , ଆପଣ ସେହି ଅତିଥିଙ୍କୁ ଧ୍ୟାନ ରଖିବେ , ଓ ଜଳଖିଆ ଭୋଜନ କରାଇବେ , ଆପଣ ଏହି କଥା ତ ଶୁଣିଥିବେ କି ଅତିଥି ଦେବୋ ଭବ , ମାନେ ଘରକୁ ଆସିଥିବା ଅତିଥିଙ୍କୁ ଭଗବାନଙ୍କ ପରି ପୁଜନ୍ତୁ , ଏମିତିରେ ଭଲ ଅତିଥିସସ୍କାର ହେବା ଉଚିତ୍ , ଏଥିପାଇଁ ଏହି ସବୁ ଜିନିଷର ପ୍ରସ୍ତୁତି ଆଗକୁ କରିନିଅନ୍ତୁ ।

୩) ଘରର ଶୁଦ୍ଧି କରଣ- ସତ୍ୟନାରାୟଣ ପୁଜା ବା ପାଠକରାଇବା ପୁର୍ବରୁ ଘରକୁ ଗଙ୍ଗାଜଳରେ ଶୁଦ୍ଧି କରାଇବା ଉଚିତ୍ , ଏହା ଆପଣଙ୍କ ଘରର୍ ସବୁ କୋଣରେ କିଛି ବୁନ୍ଦା ପକାଇବାର ଅଛି,  ଏମିତି କରିଲେ ଆପଣଙ୍କ ଘରୁ ପଜିଟିଭିଟି ଆସିବ,  ଓ ଏହି ପଜେଟିଭିଟି ମାହୋଲରେ ସତ୍ୟନାରାୟଣ ପୁଜା କରିବା ଫାଇଦା ହୋଇଥାଏ

Leave a Reply

Your email address will not be published. Required fields are marked *