February 5, 2025

Odia Express

Here, There and Everywhere

କେବଳ ଗୋଟେ ଚାମଚ ବ୍ୟବହାରରୁ ଏବେ ଘରେ ବସି ଜାଣିପାରିବେ ନିଜ ସ୍ୱାସ୍ଥ୍ୟର ହାଲ୍, ଜାଣନ୍ତୁ କିପରି..

ଆଜିକାଲିର ଲୋକଙ୍କର ଜୀବନଶୈଳୀ ଏମିତି ହୋଇଯାଈଛି କି କର୍ମବ୍ୟସ୍ତ ଜୀବନରେ ଲୋକଙ୍କୁ ଫୁରସତ୍ ସମୟ ମିଳିବା ବହୁତ ମୁସକିଲ୍ ହୋଇଯାଇଛି । ଏହି କାରଣରୁ ଆସିବାଦିନରୁ ଲୋକେ କେଉଁ ନା କେଉଁ ରୋଗର ଶିକାର ହୋଇଯାଆନ୍ତି କିଛି ଲୋକେ ଯେଉଁଠି ଏହି ସମୟରେ ନିଜ ମଧ୍ୟରେ ହେଉଥିବା ପରିବର୍ତ୍ତନ ଜାଣିପାରନ୍ତି ନାହିଁ କିଛି ଲୋକ ଭୁଲ୍ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଅସୁସ୍ଥ୍ୟ ହୋଇପଡନ୍ତି , ଏହାପରେ ଡାକ୍ତରଙ୍କ ଚକ୍କର ଲଗାନ୍ତି , ଡାକ୍ତରମାନେ ଅଲଗା ଅଲଗା ମୋଟା ଅଙ୍କର ରାଶି ଆଦାୟ କରନ୍ତି , ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏକ ଚାମଚର ସାହାଯ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟକୁ ଘରେ ବସିଜାଣିପାରିବେ , ଓ ଆପଣଙ୍କୁ କେଉଁ ଚେକ୍ ଅପ୍ ଟେଷ୍ଟ୍ କରିବାକୁ ପଡିବନାହିଁ ।

ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ତରିକା ବିଷୟରେ କହିବାକୁ ଯାଉଛୁ ତାହା କେଉଁ ସାଧାରଣ ଘରୋଇ ଉପାୟ ନୁହେଁ ବରଂ କାନାଡାର ଟୋରୋଣ୍ଟୋ ୟୁନିଭରସିଟି ଅଫ୍ ମେଡିକାଲ୍ ର ଡାକ୍ତର ଜୋଲିନ୍ ହବୁଲ୍ ଯାଞ୍ଚ ପରଖିଥିଲେ , ଯାହାର ଜରିଆରେ ସେ ଏକ ଚାମଚ ସାହାଯ୍ୟରେ ମଣିଷର ସ୍ୱାସ୍ଥ୍ୟ ବିଷୟରେ ପତ୍ତା ଲଗାଇଥିଲେ ଆପଣଙ୍କୁ କହିଦେବୁ କି ଘର ବସି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପତ୍ତା କରିବାପାଇଁ ଆପଣଙ୍କୁ ଦରକାର ହେବ , ସବୁଠାରୁ ପ୍ରଥମେ ଏକ ଚାମଚ ।

ଏବେ ଆପଣ ଭାବୁଥିବେ କି ଗୋଟେ ଚାମଚ ସାହାଯ୍ୟରେ ଲୋକେ ସ୍ୱାସ୍ଥ୍ୟ ବିଷୟରେ କେମିତି ଜାଣିପାରିବେ , ଆସନ୍ତୁ କହିଦେବୁ କି ଏହାର ପୁରା ତରିକା ସବୁଠାରୁ ପ୍ରଥମେ ଆପଣଙ୍କୁ ନେବାର ଅଛି ଏକ ସଫା ଚାମଚ ଏହାକୁ ଭଲ ଭାବରେ ସୁଖିଲା କପଡାର ସାହାଯ୍ୟରେ ସଫା କରିନିଅନ୍ତୁ , ଏବେ ଏହି ଚାମଚର ଉପରି ଭାଗରେ ନିଜ ଜିଭରେ ତେବେ ପର୍ଯ୍ୟନ୍ତ ରବ୍ କରନ୍ତୁ ଯେବେ ଏହି ଚାମଚର ଉପର ଭାଗରେ ଲାଳ ନଆସିଯିବ , କହିଦେବୁ କି ଚାମଚର ଉପର ଭାଗରେ ଯେପରି ଲାଳ ଆସିଯିବ ତେବେ ସେହି ଚାମଚକୁ ଏକ ପ୍ଲାଷ୍ଟିକ୍ କୁ ଜିପ୍ ଲକ୍ ଟ୍ରାନ୍ସପରେଣ୍ଟ୍ ବ୍ୟାଗରେ ପକାଇଦିଅନ୍ତୁ ।

କହିଦେବୁ କି ଏବେ ପଲି ବ୍ୟାଗରେ ସିଲଡ୍ ଏହି ଚାମଚକୁ କମ୍ ସେ କମ୍ ଗୋଟେ ମିନିଟ୍ ପାଇଁ ଅଧିକା ଆଲୋକରେ ରଖିଦିଅନ୍ତୁ , ଏହା ପାଇଁ ଆପଣଙ୍କୁ ଟେବୁଲ୍ ଲ୍ୟାମ୍ପ୍ ଦରକାର ହେବ , ଏବେ ଠିକ୍ ଗୋଟେ ମିନିଟ୍ ପରେ ଚାମଚକୁ ବାହାର କରି ଚେକ୍ କରନ୍ତୁ କି ଏହି ଚାମଚରେ କେଉଁ ମିଠା ବାସ୍ନା ଆସୁଛି କି ନାହିଁ ଏହାର ସଙ୍କେତ ହେଲା ଡାଇବେଟିଜ୍ ଏହାର ମତଲବ କି ଆପଣଙ୍କ ଶରୀରରେ ସୁଗରର ମାତ୍ରା ସାମାନ୍ୟ ଅଧିକା ଅଛି, ଏହାର ପରେ ଯଦି ଆପଣଙ୍କୁ ଚାମଚ ଉପରେ ହାଲକା ହଳଦିଆ ପରସ୍ଥ ଜମା ହୋଇଥିବାର ନଜର ଆସେ ତେବେ ଏହାର ସଙ୍କେତ ଥାଇରଏଡ୍ ଅଟେ,  କହିଦେବୁ କି ଚାମଚ ଉପରେ ଯଦି କମଳା କଲରର ପାର୍ଟ ଦେଖାଯାଏ , ତେବେ ଏହାର ମତଲବ ଆପଣଙ୍କ କିଡନୀ ସହ କିଛି ସମସ୍ୟା ଅଛି,  ଆପଣଙ୍କୁ ଏହି ତରିକାରେ ଯଦି କିଛି ଲକ୍ଷଣ ଦେଖାଯାଏ , ତେବେ ବିନା ସମୟ ବର୍ବାଦ କରି ଡାକ୍ତରଙ୍କ ସହ ପରାମର୍ଶ କରାଇଦିଅନ୍ତୁ ।

Leave a Reply

Your email address will not be published. Required fields are marked *