February 5, 2025

Odia Express

Here, There and Everywhere

ଏହା ହେଲା ଦୁନିଆଁର ସବୁଠାରୁ ଛୋଟ ଦେଶ, ଜନସଂଖ୍ୟା କେବଳ ଏତିକି କି ଯେତେ ଭାରତର ଗୋଟେ ପରିବାର..

ଯଦି ପଚାରାଯାଏ କି ଦୁନିଆଁର ସବୁଠାରୁ ଛୋଟ ଦେଶ କେଉଁଟା ? ତେବେ ଆପଣ ବେଟିକନ୍ ସିଟିର ନାଁ ନେବେ , କିନ୍ତୁ ଆଜି ଆମେ ଯେଉଁ ଦେଶ ବିଷୟରେ କହିବାକୁ ଯାଊଛୁ ସେ ଦେଶ ବେଟିକନ୍ ସିଟୀରୁ ବି ଛୋଟ୍ ଅଟେ ହଁ ଆଜ୍ଞା , ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବାକୁ ଯାଊଛୁ ଯିଏ ଏତେ ଛୋଟ ଦେଶ ଅଟେ ଏହାର ଅନ୍ଦାଜା ଆପଣ ଏହି କଥାରୁ ଲଗାଇପାରିବେ , ଏହି ଦେଶର ଜନସଂଖ୍ୟା କେବଳ ୨୭ ଲୋକଙ୍କର ଅଛି । ହଁ ଆଜ୍ଞା, ଆପଣ କେଊଁ ସ୍ୱପ୍ନ ଦେଖୁନାହାନ୍ତି ବରଂ ଏହା ସତ କଥା ଅଟେ , ଆପଣଙ୍କୁ କହିଦେବୁ କି ଦୁନିଆଁର ଏହି ସବୁଠାରୁ ଛୋଟ ଦେଶରେ ପ୍ରାୟ ୨୭ ଟି ଲୋକଙ୍କର ଜନସଂଖ୍ୟା ଅଛି,ଆମେ ଯେଉଁ ଦେଶର କଥା କହୁଛୁ ତାହା ନାଁ ହେଲା ସିଲ୍ୟାଣ୍ତ ଯାହାକୁ ଦୁନିଆଁର ସବୁଠାରୁ ଛୋଟ ଦେଶ ବୋଲି ଜଣାଯାଏ , ସିଲ୍ୟାଣ୍ତ ଇଂଲଣ୍ତର ପାଖରେ ଥିବା ଏକ ଦେଶ ଅଟେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଦେଶକୁ ଏମିତି ବନାଯାଈଛି, ଏହା ନୁହେଁ ପୁରା ଦେଶ କୁ ଅନ୍ୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍ ବନାଇଥିଲା

ଏହି ଦୁନିଆଁକୁ ସବୁଠାରୁ ଛୋଟ ଦେଶ ଏଥିପାଇଁ କୁହାଯାଏ କାରଣ ଏହାର ଜନସଂଖ୍ୟା କେବଳ ୨୭ ଜଣଙ୍କର ଅଟେ । ସିଲ୍ୟାଣ୍ତ ବ୍ରିଟିଶ୍ ଦ୍ୱିତୀୟ ବିଶ୍ୱଯୁଦ୍ଧର ରାଡାରରେ ସ୍ଥିତ ଅଛି , ଏଠାରେ ୧୯୪୩ ରେ ବ୍ରିଟୀଶ୍ ସୈନ୍ୟଙ୍କ ଦ୍ୱାରା ନିର୍ମିତ ଏକ ମେନ୍ସନେଲ୍ କିଲ୍ଲା ଥିଲା ମୁଳରୁପରେ ଏହାର ନାଁ ଏଚ୍ ଏମ୍ ଫୋର୍ଟ ରଖାଯାଇଥିଲା , ପରେ ଏହାର ନାଁ ମେଜର୍ ପଡି ରୟ ବେଟ୍ସଙ୍କ ନାଁରେ ରଖାଗଲା,  ଯାହାପରିବାର ସହ ସେଠାରେ ରହିଲେ, ଓ ରେଡିଓ ଷ୍ଟେସନର୍ ଦେଖାଶୁଣା କଲେ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କେଉଁ ଦେଶର ଜନସଂଖ୍ୟା ଏତେ କମ୍ କିପରି ହୋଇପାରିବ , କିନ୍ତୁ ଏହା ସତ ଅଟେ କି ସିଲ୍ୟାଣ୍ତନାମକ ଏହି ଦେଶର ଜନସଂଖ୍ୟା ୨୭ ଜଣଙ୍କ ଅଟେ, ଏହି କାରଣରୁ ଏହାକୁ ଦୁନିଆଁର ସବୁଠାରୁ ଛୋଟ ଦେଶ ବୋଲି କୁହାଯାଏ ।

୯ ଅକ୍ଟୋବର ୨୦୧୨ ର ରୟ ବେଟ୍ସନ୍ ନାମକ ଏକ ବ୍ୟକ୍ତି ନିଜେ ଦେଶର ସିଲ୍ୟାଣ୍ତ ରାଜା କହିଥିଲେ,  ଓ ତାଙ୍କର ମୃତ୍ୟୁ ପରେ ଏହା ଉପରେ ବେଟେ ମାଇକଲ୍ ଶାସନ ଅଛି, ସିଲ୍ୟାଣ୍ତ ଏବେ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରିୟ ସ୍ତରର ମାନ୍ୟତା ନ ମିଳିବା କାରଣରୁ ଏହାକୁ ମାଇକ୍ରୋ ଷ୍ଟେସନ କୁହାଯାଏ, ଏହି ସିଲ୍ୟାଣ୍ତ ଦେଶ ଇଂଲଣ୍ତର ସଫୋଲ୍କ ସମୁଦ୍ରୀ ତଟରୁ ପ୍ରାୟ ୧୦ କିମି ଦୂର ସ୍ଥିତ ସିଲ୍ୟାଣ୍ତ ଖଣ୍ତର ହୋଇସାରିଥିବା ସମୁଦ୍ରୀ କିଲ୍ଲାରେ ମହଜୁତ୍ ଅଛି, ଏହି ମାଇକ୍ରୋ ନେଶନ୍ ବି କୁହାଯାଏ , ଯେଉଁଥିରେ ଅଲଗା ଅଲଗା ସମୟରେ ଅଲଗା ଅଲଗା ଲୋକଙ୍କର ଶାସନ ଚାଲି ଆସୁଛି  ।

ଏହା ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ଏହି ଦେଶରେ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସିଲ୍ୟାଣ୍ତ କେବଲ ୨୭ ଲୋକଙ୍କର ଜନସଂଖ୍ୟା ହେବାପରେ ଏହି ଦେଶରେ ଅଲଗା ଅଲଗା ମୁଦ୍ରା ଓ ଷ୍ଟାମ୍ପ୍ ଟିକେଟ୍ ଚାଲିଥାଏ , ସିଲ୍ୟାଣ୍ତ ର କ୍ଷେତ୍ରଫଳ ବହୁତ କମ୍ ଅଟେ , ଓ ଯାହାର କାରଣରୁ ଲୋକେ ରହୁଥିବା ଆଜିବିକା ପର୍ଯ୍ୟପ୍ତ ସାଧନ ଉପଲ୍ଲବ୍ଧ ହୋଇପାରୁନାହିଁ,  ଯେବେ ଲୋକଙ୍କୁ ଏହି ଛୋଟ ଦେଶ୍ ବିଷୟରେ ଜଣାପଡିଲା ତେବେ ବହୁତ ଦେଶର ଲୋକେ ଅଲଗା ଅଲଗା ତରିକାରେ ଏଠାକାର ଲୋକଙ୍କୁ ଆର୍ଥିକ ସହାୟତା ଦେଲେ,  ଯେପରିକି ଆମେ ଜାଣୀଛେ କି ଅନ୍ତରାଷ୍ଟ୍ରିୟ ସ୍ତରରେ ମାନ୍ୟତା ପ୍ରାପ୍ତ ଦେଶରେ ବେଟିକନ୍ ସିଟି ଦୁନିଆଁର ସବୁଠାରୁ ଛୋଟ୍ ଦେଶ ଅଟେ, ଓ ବେଟିକନ୍ ସିଟି ପ୍ରାୟ ୦,୪୪ ବର୍ଗ କିଲୋମିଟର ଓ ଜନସଂଖ୍ୟା କେବଳ ୮୦୦ ଲୋକଙ୍କର୍ ଅଟେ ।

Leave a Reply

Your email address will not be published. Required fields are marked *