୧ ମାସ ଲଗାତାର୍ ଏହି ଚମତ୍କାରୀ ତେଲର କରନ୍ତୁ ବ୍ୟବହାର, ବାଳ ଏତେ ଜଲଦି ବଢିବ କି ଦେଖିକି ଚକିତ ହୋଇଯିବେ ଆପଣ
1 min readଏଥିରେ କୌଣସି ସନ୍ଦେହ ନାହିଁ କି ସେ ପୁଅ ହେଉ କିମ୍ବା ଝିଅ , ସମସ୍ତେ ନିଜ ଦୁର୍ବଳ ବାଳକୁ ନେଇ ବହୁତ ଚିନ୍ତିତ ରୁହନ୍ତି , ଖାସ୍ କରି ଝିଅମାନେ ନିଜ ବାଳକୁ ନେଇକରି ବେଶୀ ଡିପ୍ରେସ୍ ରୁହନ୍ତି , ଯେଉଁ ଝିଅଙ୍କର ବାଳ ପତଳା ହୋଇଥାଏ, ସେ ଝିଅମାନେ ନିଜ ବାଳକୁ ମଜବୁତ୍ କରିବାରେ ସବୁ ଚେଷ୍ଟା କରିଥାନ୍ତି , କିନ୍ତୁ ତାଙ୍କର ଚେଷ୍ଟା ସେତେ ସଫଳ ହୋଇପାରେ ନାହିଁ , କିଛି ଝିଅଙ୍କର ବାଳର ଗ୍ରୋଥ ମଝିରେ ଅଟକିଯାଏ , ଏମିତିରେ ତାଙ୍କ ବାଳ ବଢିପାରେ ନାହିଁ , ଏହା ଛଡା ଆଜିର ସମୟରେ ଭୁଲ୍ ଖାଦ୍ୟପେୟ ଓ ବାଳର ଭୁଲ୍ ଟ୍ରିଟ୍ ମେଣ୍ଟ କାରଣରୁ ବାଳଗୁଡିକ ଦୁର୍ବଳ ହୋଇଯାଏ , ସେମିତି ପତଳା ଓ ଛୋଟ ବାଳରେ କିଛି ବି ହେୟାର୍ ଷ୍ଟାଇଲ୍ କରିଲେ ବି ସେ ଭଲ ଦେଖାଯାଏ ନାହିଁ , ବହୁତ ଝିଅ ଅଛନ୍ତି ଯିଏକି ନିଜ ବାଳକୁ ମଜବୁତ୍ ଓ ଲମ୍ବା କରିବାପାଇଁ ମାର୍କେଟରୁ ନାନାଦି ପ୍ରଡକ୍ସ ବ୍ୟବହାର୍ କରିଥାନ୍ତି, କିନ୍ତୁ ଏଥିରେ କିଛି ହୋଇପାରେ ନାହିଁ< ଏହା ଦ୍ୱାରା ବାଳର କ୍ଷତି ହୋଇଥାଏ, କାରଣ ଏହି ସବୁ ଜିନିଷରେ କେମିକାଲ୍ ହୋଇଥାଏ, ଏଥିପାଇଁ ବାସ୍ତବରେ ଯଦି ଆପଣ ନିଜ ବାଲକୁ ମଜବୁତ୍ କରିବାକୁ ଚାହୁଁଛନ୍ତି ତେବେ ହୋମ୍ ମେଡ୍ ତରିକା ହିଁ ବ୍ୟବହାର କରନ୍ତୁ, ଆଜି ଆମେ ଆପଣଙ୍କୁ ଏମିତି ଏକ ହୋମ୍ ମେଡ୍ ପ୍ରକିୟା କହିବାକୁ ଯାଊଛୁ , ଯାହାର ବ୍ୟବହାରରେ ଆପଣଙ୍କ ବାଳ ନିଶ୍ଚିତ ଲମ୍ବା ହୋଇଯିବ ।
ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ଘରୋଇ ହେୟାର୍ ଅୟେଲ୍ ବିଷୟରେ କହିବୁ ତାହା ଆପଣଙ୍କ ବାଳ ପାଇଁ ବହୁତ ଫାଇଦାଦାୟକ୍ ହେବ , ତେବେ ଆପଣଙ୍କୁ ଜଣେଇବୁ, ଏହାପାଇଁ ଆପଣଙ୍କୁ ଏକ ପ୍ରକିୟା କରିବାକୁ ହେବ , ଏହି ପ୍ରକିୟାକୁ ବନାଇବାକୁ ହେଲେ ଲିମ୍ବର ଫ୍ରେସ୍ ପତ୍ର ନେବାର ଅଛି, ଏହାକୁ ପାଣିରେ ପକାଇ ଭଲ ଭାବରେ ଧୋଇଦିଅନ୍ତୁ , ଯାହା ଦ୍ୱାରା ପତ୍ରଗୁଡୀକ ଏକଦମ୍ ସଫା ହୋଈଯିବ , ପରେ ଏହି ପତ୍ରକୁ ବ୍ଲେଣଡର୍ ରେ ପକାଇ ବ୍ଲେଣ୍ତ୍ କରିଦିଅନ୍ତୁ, ଓ ଲିମ୍ବର ପତ୍ରର୍ ପେଷ୍ଟ କରିଦିଅନ୍ତୁ , ଏହାପରେ ଏକ କପ୍ ନଡିଆ ତେଲ ଗିନାରେ ପକାଇଦିଅନ୍ତୁ , ଓ ସେଥିରେ ସିଝିଥିବା ପାଣି ରଖିଦିଅନ୍ତୁ । ଯେବେ ନଡିଆର ତେଲ ତରଳିଯିବ , ତେବେଏହାକୁ ଚାରିରୁ ପାଞ୍ଚ ଚାମଚ ଲିମ୍ବର ପେଷ୍ଟ ପକାଇ ଦିଅନ୍ତୁ ,
ଆପଣଙ୍କୁ ପ୍ରାୟ ୧୦-୧୫ ମିନିଟ୍ ଏମିତି ସିଝାଇ ବାର୍ ଅଛି ,ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ଏହି ମିଶ୍ରଣ ହାଲକା ହଳଦିଆ ନ ହୋଇଯାଉ , ତେବେ ଏହାକୁ ଆଞ୍ଚକୁ ରଖିବାର ଅଛି, ଓ ହଲାଇବାର ଅଛି, ତାପରେ ଛଣାର ସାହାଯ୍ୟରେ ତେଲ ଓ ପେଷ୍ଟକୁ ଅଲଗା କରି ତେଲ ଥଣ୍ତା କରି ରଖିଦିଅନ୍ତୁ , ଆପଣ ଚାହିଁଲେ ତେଲକୁ କାଚର ଜାର୍ ରେ ସଂମ୍ଭାଳିକରି ରଖିପାରିବେ , ସେମିତି ଆପଣଙ୍କୁ ଜଣେଇଦେବୁ କି ଆପଣ ଏହି ତେଲକୁ ସାତରୁ ଆଠ ମାସ ଆରାମ ସେ ସଂମ୍ଭାଳିକରି ରଖିପାରିବେ ।
ବାଳକୁ ଧୋଇବାପୁର୍ବରୁ ଏକ ଘଣ୍ଟା ଆଗରୁ ଭଲଭାବେ ମସାଜ୍ କରନ୍ତୁ , ତାପରେ ମାଇଲଡ୍ ସ୍ୟାମ୍ପୁରେ ନିଜ ବାଳକୁ ଧୋଇଦିଅନ୍ତୁ , କହିଦେବୁ କି ଏହି ତେଲକୁ ଥରେ ବ୍ୟବହାର କରିବାପରେ ଆପଣଙ୍କୁ ନିଜ ବାଲରେ ଫରକ ନଜର ଆସିବ , ଆରମ୍ଭରୁ ଏହି ତେଲକୁ ନିୟମିତ ରୁପରେ ବ୍ୟବହାର କରିପାରିବେ , କିନ୍ତୁ ଦୁଇ ମାସ ପରେ ଆପଣ ଚାହିଁଲେ ସପ୍ତାହରେ ଦୁଇଥର ଏହାର ବ୍ୟବହାର କରିପାରିବେ ।