KBC ର ଏହି ପ୍ରଶ୍ନଗୁଡିକରେ ଅଟକିଗଲେ ଲୋକେ , ହରାଈଲେ କୋଟିଏ ଟଙ୍କା – ମହାଭାରତ ଅନୁସାରେ ଭିଷ୍ମ, କର୍ଣ୍ଣ, ଓ ଦ୍ରୋଣାଚାର୍ଯ୍ୟ କେଉଁ ଗୁରୁର ସବୁ ଶିକ୍ଷ୍ୟ ଥିଲେ ?ବୁଦ୍ଧିମାନ ଥିଲେ ଦିୟନ୍ତୁ ଉତ୍ତର
କୋନ ବନେଗା କରୋଡପତି ସିଜିନ ୧୨ ଆଉଥରେ ନୁଆ ସିଜିନ୍ ଆରମ୍ଭ କରିଦେଇଛି , ଯାହାକି ୭ ସେପ୍ଟେମ୍ବରକୁ ସୋନି ଟୀଭିରେ ଆସିଛି ଅମିତାଭ ବଚ୍ଚନ ଏହି ଟିଭି ଶୋରେ ହୋଷ୍ଟ କରିଛନ୍ତି , ଏହି ଥର ଏହି ଶୋରେ ଭାଗ ନେବାର ପ୍ରକିୟା ପୁରା ଅନଲାଇନ୍ ହେବାର ଅଛି , ତେବେ ଆପଣ ବି ଏହି ଶୋରେ ପ୍ରଶ୍ନର ଉତ୍ତର ଦେଇକରି ଲକ୍ଷାଧିକ ଟଙ୍କା ଜିତିପାରିବେ , କେବିସି ପ୍ରଶ୍ନ ସବୁବେଳେ ଚର୍ଚ୍ଚାରେ ରହିଥାଏ , କାରଣ ଏହି ପ୍ରଶ୍ନର ସଠିକ୍ ଜବାବ୍ ଦେଇଅରି ଆପଣ ବି କ୍ୟାସ୍ ଜିତିପାରିବେ , ତେବେଏଠାରେ ଆପଣଙ୍କୁ କେବିସି ପ୍ରସ୍ତୁତି କରୁଛନିତ୍ ଯାହା ଦ୍ୱାରା ଆପଣ ପଇସା ଜିତିକରି ଲକ୍ଷପତି କିମ୍ବା କୋଟିପତି ହୋଇଯାଆନ୍ତୁ , ଏଇ ୧୦ ଟି ପ୍ରଶ୍ନର ଉତ୍ତର ଦେଇକରି ଆପଣ ଚେକ୍ କରିପାରିବେ କି ଆପଣ କେବିସି ଯିବାର କେତେ ସଂମ୍ଭବପର ହୋଇପାରୁଛନ୍ତି ।
୧) ଆଇପିଏଲ୍ ଟିମ୍ ନାଁ ରେ ଏକ ମାତ୍ର ପଶୁ କିଏ ଅଟେ ? ୧) ଘୋଡା ୨) ବାଘ ୩) ହାତି ୪) ସିଂହ
ଉତ୍ତର : ସିଂହ
୨) ଭାରତର ସଂବିଧାନ ର ପ୍ରସ୍ତାବନା ଏଥିରୁ କେଉଁ ଶବ୍ଦରୁ ଆରମ୍ଭ ହୋଇଥାଏ ? ୧) ନ୍ୟାୟ,ସ୍ୱତନ୍ତ୍ରତା,ସମାନତା ୨) ସତ୍ୟମେବ ଜୟତେ ୩) ହମ୍ ଭାରତ କେ ଲୋଗ୍ ,୪) ୨୬ ନଭେମ୍ବର ୧୯୪୯
ଉତ୍ତର : ହମ୍ ଭାରତ୍ କେ ଲୋଗ୍
୩) ଶରୀରର କେଉଂ ଭାଗରେ ଆଭୁଷଣ କାର୍ଧନୀ ପିନ୍ଧାଯାଏ ? ୧) ଅଣ୍ଟା ୨) ଟରବନେ ୩) ମୁଣ୍ତ ୪) କାନ
ଉତ୍ତର : ଅଣ୍ଟା
୪) ମହାଭାରତ ଅନୁସାରେ ଭିଷ୍ମ, କର୍ଣ୍ଣ, ଓ ଦ୍ରୋଣାଚାର୍ଯ୍ୟ କେଉଁ ଗୁରୁର ସବୁ ଶିକ୍ଷ୍ୟ ଥିଲେ ? ୧) କୃଣାଚାର୍ଯ୍ୟ, ୨)ପର୍ଶୁରାମ
୩) ଗୌତମ ୪) ଭରତ୍ୱାଜ
ଉତ୍ତର : ପର୍ଶୁରାମ
୫) କେଉଁ ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଟ୍ ରେ ଚାଟ୍ ହୋଇନଥାଏ ? ୧) ସ୍ନାପଚ୍ୟାଟ୍, ୨) ଟମ୍ବଲର୍ ୩) ଟ୍ୱିଟର୍ ୪) ଆପ୍
ଉତ୍ତର : ଟ୍ୱିଟର୍
୬) ଅଲମ୍ପିକ୍ ପଦକ ଜିତିବା ବାଲା କମ୍ ବୟସର ଭାରତୀୟ ମହିଳା କିଏ ? ୧)ପିବି ସିନ୍ଧୁ ୨) ସାକ୍ଷୀ ମଲ୍ଲିକ୍ ୩) ମ୍ୟାରି କମ୍ ୪) ସାଇନ୍ ନେହୱାଲ୍ ଉତ୍ତର : ପିବି ସିନ୍ଧୁ
୭) ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ରେ ପ୍ରସାରିତ ଦି କପିଲ୍ ଶର୍ମା ଶୋ ରେ ଚନ୍ଦନ ପ୍ରଭାକର କେଉଁ ଅଭିନୟରୁ ନାଁ କମାଇଛନ୍ତି ? ୧) ପ୍ରକାଶ ପ୍ୟାନବାଲା, ୨) କମଲେଶ୍ କିରାନା ବାଲା ୩) ଚନ୍ଦୁ ଚାହାବାଲା ୪) ମହେଶ ମଛିଲିବାଲା
ଉତ୍ତର : ଚନ୍ଦୁ ଚାହାବାଲା
୮) ଏଥିରୁ କେଉଁଟି ୨୧ ତମ ଶତାଦ୍ଧୀର ଆବିଷ୍କାର ନୁହେଁ ? ୧) ଆଇଫୋନ୍ , ୨) ଗୁଗୁଲ୍ ୩) ସ୍କାଇପ୍ ୪) ୟୁ ଟ୍ୟୁବ୍
ଉତ୍ତର : ଗୁଗୁଲ୍
୯) ଦିଲ୍ଲୀରେ ଓଡ୍ ଆଣ୍ତ ଇବନ୍ ସ୍କିମ୍ କୁ ଏଥିରେ କାହାକୁ କମ୍ କରିବାପାଇଁ ଲାଗୁ କରାଯାଇଥିଲା ? ୧) ମୋଟାପା ୨) ବାୟୁ ପ୍ରଦୁଷଣ ୩) ମୁଦ୍ରାସ୍ପିତି ର ଦର ୪) ବେରୋଜଗାରି
ଉତ୍ତର : ବାୟୁ ପ୍ରଦୁଷଣ
୧୦) ଏହି ଭାରତୀୟ ରାଜ୍ୟରୁ କେଉଁ ରାଜ୍ୟ ଅନ୍ତରାଷ୍ଟ୍ରିୟ ସୀମାରେ ନାହିଁ ? ୧) ସିକିମ୍ ୨) ବିହାର, ୩) ରାଜସ୍ଥାନ ୪) ଝାରଖଣ୍ତ
ଉତ୍ତର : ଝାରଖଣ୍ତ