December 27, 2024

Odia Express

Here, There and Everywhere

ଝିଅ ପିନ୍ଧିଥିବା ଏହି ଗୋଟେ ଜିନିଷ, ତାହାର ବିଦା ହେବାପରେ ରଖିଦିଅନ୍ତୁ ନିଜ ପାଖରେ – ସାରାଜୀବନ ଲକ୍ଷ୍ମୀ ଙ୍କ କୃପା ବରଷିବ..

ଯେମିତି ଆମେ ଜାଣିଛେ କି ମଣିଷ ଧନବାନ ହେବାର ଇଚ୍ଛା ରଖିଥାଏ , ଏହି ଇଚ୍ଛାକୁ ପୁରା କରିବାକୁ ଦିନ ରାତି ପରିଶ୍ରମ ବି କରିଥାଏ , ଧନବାନ ହେବାପାଇଁ ଲୋକେ ନାନାପ୍ରକାରର ଉପାୟ କରିଥାନ୍ତି , କାରଣ ଆଜିର୍ ସମୟରେ ଧନ ବିନା ବ୍ୟକ୍ତିର ଜୀବନରେ ବହୁତ ପ୍ରକାରର ଅସୁବିଧା ଦେଖାଦିଏ , ଧନର ଅଭାବ କାରଣରୁ ମନୁଷ୍ୟ ଭୌତିକ ସୁଖରୁ ବଞ୍ଚିତ ରୁହେ  , ଓ ସେହି ସମାଜରୁ ତାକୁ ମାନସମ୍ମାନ ମିଳିପାରେନାହୀଁ , ଆଜି ଆମେ ଆପଣଙ୍କୁ ଧନପ୍ରାପ୍ତି କରିବାର  ଏମିତି ଏକ ଉପାୟ କହିବାକୁ ଯାଊଚୁ ଯାହା ବହୁତ ହିଁ ସରଳ ଅଟେ,  ଓ ଏହାକୁ କରିଲେ ଘରେ ସୁଖ ଓ ସମୃଦ୍ଧି ଉଭୟ ପାଇବେ ।ଯେମିତି କି ଆପଣମାନେ ଜାଣିଛନ୍ତି କି ଝିଅ ଘରର ଲକ୍ଷ୍ମୀ ହୋଇଥାନ୍ତି , ଏହିକଥା ଆପଣ ବହୁତଥର ଶୁଣିଥିବେ କି କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଝିଅ ପ୍ରକୃତରେ ଆପଣଙ୍କୁ ଧନବାନ ବନାଇଦେବ , ସବୁ ମା ବାପା ନିଜ ଝିଅକୁ ଛୁଆବେଲରୁ ବଡ ଗ୍ଲେହାରେ ପାଳିଥାଏ , ତାପରେ ଦିନେ ଏମିତି ସମୟ ଆସେ , ଯେବେ ଘରର ଝିଅ ଘର ଛାଡି ଅଲଗା ଘରକୁ ଯା , ହଁ ଆଜ୍ଞା ଆମ୍ କଥା ହେଉଛି ବାହାଘରର ।

କୁହନ୍ତି ଯେବେ ଘରର ଝିଅ ଲକ୍ଷ୍ମୀ ଘରୁ ବିଦା ନେଇଥାଏ,  ତେବେ ତା ସହ ଲକ୍ଷ୍ମୀ ବି ଚାଲିଯାଆନ୍ତି , କିନ୍ତୁ ଯଦି ଆପଣ ଚାହିଁବେ ଆପଣଙ୍କ ଘରେ ଲକ୍ଷ୍ମୀ ରୁହନ୍ତୁ ତେବେ ଆପଣ ସଠିକ୍ ଜାଗା ଆସିଛନ୍ତି ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହାକୁ କରିଲାପରେ ଆପଣଙ୍କ ଘରେ ପଇସା ଆସିବାକୁ ଲାଗିବ , ଓ ଝିଅ ଯେଉଁ ଘରକୁ ଯିବ ସେହି ଘର ବି ଧନର ବର୍ଷା ହେବ । ଶାସ୍ତ୍ରକୁ ମାନିଲେ ଯେଉଁ ମହିଳା ଷୋଳଟି ଶୃଙ୍ଗାର୍ କରିଥାନ୍ତି , ତାଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ,  ମହିଳାଙ୍କ ସୃଙ୍ଗାର ଖାସ୍ ଜିନିଷ ଅଟେ ପାଉଁଜି

ଏହି ପାଉଁଜି ମହିଳାଙ୍କ ପାଦର ସୁନ୍ଦରତା ବଢାଇଥାଏ,  ଓ ତାହା ସହ ବହୁତ ଲାଭଦେଇଥାଏ , ରୁପାରେ ତିଆରି ପାଉଁଜି ଚନ୍ଦ୍ରମାର୍ ପ୍ରତିକ ହୋଇଥାଏ, ଏଥିରେ ଲାଗିଥିବା ରୁପାର ଘୁଂଗୁରୁ ମନକୁ ଏକାଗ୍ରତା କରିବାରେ କାମ କରିଥାଏ,  ଯେଉଁ ଘରର ମହିଳାମାନେ ପାଉଁଜି ଛନ୍ ଛନ୍ ହୋଇଥାଏ , ତାଙ୍କ ମଧ୍ୟରେ ଦୈବିୟ ଶକ୍ତି ଓ କୃପା ଦୃଷ୍ଟି ମିଲେ , ଏହି କାରଣରୁ ଝିଅଙ୍କୁ ଗିଫ୍ଟରେ ପାଉଁ ଜି ଦେବା ଉଚିତ୍

ଯେବେ ଝିଅ ବାହାଘର ପରେ ଆପଣଙ୍କ ଘରୁ ବିଦା ନେବ ତେବେ ମା ବାପାଙ୍କ ଦ୍ୱାରା ଗିଫ୍ଟ କରାଯାଇଥିବା ଗୋଟେ ପାଉଁଜିକୁ ନିଜ ଝିଅର ପାଦରୁ ବାହାରକରି ଆଲମୀରାରେ ରଖିଦିଅନ୍ତୁ , ଦ୍ୱିତୀୟ ପାଉଁଜି ଶଶୁରଘର ନେବାକୁ ଦିଅନ୍ତୁ , ସେହି ପାଉଁଜିକୁ ଆଲମୀରାରେ ରଖିଲେ , ଧନର ଆଗମନ ହେବ ,ତାହାସହ ଆପଣଙ୍କ ଧନ ଅଟକିଥିଲେ,  ଫେରିପାରିବେ , ଏହି ଉପାୟର ଖାସ୍ କଥା ଏହା କି ଏହାର ଲାଭ ଝିଅର ଶଶୁରଘର ଓ ବାପଘର ଦୁହେଁ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *